ବାଣିଜ୍ୟ

ଭିକି କୌଶଲ ରେଡ୍‌ ଚିଫ୍‌ର ବ୍ରାଣ୍ଡ ଆମ୍ବାସାଡର

  ନୂଆଦିଲ୍ଲୀ,୨୬-୧୧: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ ରେଡ ଚିଫର ବ୍ରାଣ୍ଡ ଆମ୍ବାସାଡର ଭାବେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନିଯୁକ୍ତ କରାଯାଇଛି।…

5 years ago

୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍‌ଟି ବା କେନ୍ଦ୍ରୀୟ ଜିଏସ୍‌ଟି କରିବାକୁ ସରକାର ସକ୍ଷମ ହୋଇଛନ୍ତି।…

5 years ago

ନୂ୍ୟନତମ ବାଲାନ୍ସ ଜରିମାନା ବାବଦ ୧୯୯୬ କୋଟି ଟଙ୍କା ଆଦାୟ

ନୂଆଦିଲ୍ଲୀ,୨୬-୧୧: ବ୍ୟାଙ୍କ ଖାତାରେ ନୂ୍ୟନତମ ମାସିକ ବାଲାନ୍ସ ନ ରଖିବା ଯୋଗୁ ଜରିମାନା ବାବଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୦୧୮-୧୯ରେ ଗ୍ରାହକଙ୍କଠାରୁ ୧୯୯୬.୪୬ କୋଟି ଟଙ୍କା ଆଦାୟ କରିଛନ୍ତି।…

5 years ago

କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ…

5 years ago

ପୁଞ୍ଜି ବଜାରରେ ୧୭,୨୨୨ କୋଟିର ବିଦେଶ ନିବେଶ

ନୂଆଦିଲ୍ଲୀ,୨୫-୧୧: ଚଳିତ ମାସ ବର୍ତ୍ତମାନ ସୁଦ୍ଧା ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ୧୭,୨୨୨ କୋଟି ଟଙ୍କା ନିବେଶ କରିଛନ୍ତି। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସ୍ଥିତି…

5 years ago

ଅନିଲଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକଙ୍କ ଇସ୍ତଫାପତ୍ର ନାମଞ୍ଜୁର

ନୂଆଦିଲ୍ଲୀ,୨୫-୧୧: ରିଲାଏନ୍ସ କମ୍ୟୁନିକେଶନରେ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକ ନିକଟରେ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଇନସଲଭେନ୍ସି ପ୍ରକ୍ରିୟା ଦେଇ…

5 years ago

ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ

ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ ୭…

5 years ago

ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଲକ୍ଷ୍ୟ: ଗୋୟଲ

ନୂଆଦିଲ୍ଲୀ,୨୫-୧୧: ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି। ପ୍ରଦୂଷଣ ମୁକ୍ତ…

5 years ago

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସଂଘର ଆମରଣ ଅନଶନ ଆଜି

ନୂଆଦିଲ୍ଲୀ,୨୫-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ଦେଶବ୍ୟାପୀ ନଭେମ୍ବର ୨୫(ସୋମବାର)ରେ ଆମରଣ ଅନଶନ କରିବେ। ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ନେବାକୁ କମ୍ପାନୀ ପରିଚାଳନା…

5 years ago

ଜାନୁୟାରୀରୁ ମହଙ୍ଗା ହେବ ଏସି, ଫ୍ରିଜ୍‌

ନୂଆଦିଲ୍ଲୀ,୨୪-୧୧: ଆଗାମୀ ଦିନରେ ୫ ଷ୍ଟାର ବିଶିଷ୍ଟ ରେଫ୍ରିଜରେଟର ମୂଲ୍ୟ ବୃଦ୍ଧି ହେବାର ବିଶେଷ ସମ୍ଭାବନା ରହିଛି। ନୂଆ ଏନର୍ଜି ଲେବଲିଂ ନିୟମ ଜାନୁୟାରୀ ପହିଲାରୁ ଲାଗୁ…

5 years ago