ବାଣିଜ୍ୟ

ନକଲି ନୁହେଁ ତ ଆପଣଙ୍କ ଜୁଏଲାରୀରେ ଥିବା ହଲମାର୍କ? ଘରେ ବସି ଏଭଳି କରିପାରିବେ ଚେକ୍‌…

ନୂଆଦିଲ୍ଲୀ,୧୬।୧୧: ଉତ୍ସବ ଋତୁରେ ସୁନାର ଚାହିଦା ବଢ଼ିଯାଏ ଏବଂ ଦୀପାବଳି, ଧନତେରସ ଭଳି ଅବସରରେ ସୁନା-ରୁପା କିଣାକିଣି ଶୁଭ ମାନାଯାଏ। କିନ୍ତୁ ବଢୁଥିବା ଚାହିଦା ସହିତ ବଜାରରେ ଅନେକ ଥର ନକଲି ଉତ୍ପାଦ ବିକ୍ରି ହେବାକୁ ଲାଗେ। ଏହି ନକଲି...

୧,୨,୩ ନା ୫ ବର୍ଷ ପାଇଁ କରିବେ FD? ଜାଣନ୍ତୁ କେଉଁଟି ଅଧିକ ଲାଭଦାୟକ, ବୁଝନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୧୪।୧୧: ଦେଶବ୍ୟାପୀ ନିବେଶକାରୀଙ୍କ ମଧ୍ୟରେ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି)ର କ୍ରେଜ୍ ରହିଛି।  ଏହାର କାରଣ ହେଉଛି ବ୍ୟାଙ୍କ ଏଫ୍‌ଡି ନିବେଶକାରୀଙ୍କୁ ସୁରକ୍ଷିତ ନିବେଶ ସହିତ ନିର୍ଦ୍ଦିଷ୍ଟ ରିଟର୍ଣ୍ଣ ଦେଇଥାଏ। ତେଣୁ ଛୋଟଠାରୁ ବଡ଼ ନିବେଶକ ନିଜ ସଞ୍ଚୟ ଅନୁଯାୟୀ...

ଡ୍ରାଇଭିଂ ଲାଇସେନ୍ସ Expire ହୋଇ ଯାଇଛି କି? ଫଟାଫଟ ଅନଲାଇନରେ ଏମିତି କରନ୍ତୁ ରିନ୍ୟୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୪।୧୧: ଭାରତରେ ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଯାନ ଚଳାଇବା ଆଇନଗତ ଅପରାଧ। ଡ୍ରାଇଭିଂ ଲାଇସେନ୍ସ ହିଁ ଆପଣଙ୍କୁ ରାସ୍ତାରେ ଯେକୌଣସି ଯାନ ଚଳାଇବାର ଅଧିକାର ଦେଇଥାଏ। ତେଣୁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍। ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସର...

ପ୍ରମୁଖ ଉତ୍ପାଦନ କ୍ଷେତ୍ର ଉପରେ ବୋଝ କମ କରିବା ପାଇଁ ୧୪ଟି ଗୁଣବତ୍ତା ମାନଦଣ୍ଡକୁ ବାତିଲ କଲେ ସରକାର

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ (QCOs) ପ୍ରତ୍ୟାହାର କରିଛନ୍ତି। ଏହି ନିଷ୍ପତ୍ତି ରସାୟନ, ପ୍ଲାଷ୍ଟିକ ଏବଂ ବୟନ...

Post Officeର ଏହି ସ୍କିମ୍‌ କରିଦେବ ମାଲାମାଲ: ହୋଇଯିବେ ଲକ୍ଷପତି

ଆଜିର ସମୟରେ ଅଧିକାଂଶ ନିବେଶ ବିକଳ୍ପ ବଜାରର ଉତ୍ଥାନ-ପତନର ଶିକାର ହେଉଛି। ସମସ୍ତେ ଏପରି ଏକ ଯୋଜନା ଖୋଜୁଛନ୍ତି, ଯାହା କେବଳ ସେମାନଙ୍କ ଟଙ୍କାକୁ ସୁରକ୍ଷା ଦିଏ ନାହିଁ ବରଂ ଏକ ସ୍ଥିର ଏବଂ ଦୃଢ଼ ରିଟର୍ଣ୍ଣ ମଧ୍ୟ ପ୍ରଦାନ...

ଶିକ୍ଷିତ କିନ୍ତୁ ବେରୋଜଗାର: ଓଡ଼ିଶାଠୁ ଆଗରେ ଥିବା ରାଜ୍ୟମାନଙ୍କ ପାଇଁ ବଡ଼ ସମସ୍ୟା?

ନୂଆଦିଲ୍ଲୀ,୧୩।୧୧: ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଏହା...

ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ

ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍‌ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି।...

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଆଜିର ‘ଜେନ୍-ଜି’ ଏବଂ ‘ମିଲେନିଆଲ୍ସ’ ଯୁବପିଢ଼ିଙ୍କ ଜୀବନଶୈଳୀ...

ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ କେବଳ ସାତ ଜଣ...

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ପେନସନ କରିବା ପାଇଁ ନଭେମ୍ବର ୩୦ ସୁଦ୍ଧା କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୧।୧୧: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ନିୟମ ସଂଶୋଧନ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଯଦି ଉଭୟ ପିତାମାତା ୭୫% ବର୍ଦ୍ଧିତ ପେନସନ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରତିବର୍ଷ ଏକ ଲାଇଫ୍‌ ପ୍ରମାଣପତ୍ର ଦାଖଲ କରିବାକୁ...

ଏଣିକି Zomato, Swiggyରେ କାମ କରୁଥିବା ଲୋକଙ୍କୁ ମିଳିବ ପେନସନ: ସରକାରଙ୍କ ଏହି ଯୋଜନାରେ କରନ୍ତୁ ପଞ୍ଜିକରଣ, ମିଳିବ ଏସବୁ ସୁବିଧା…

ନୂଆଦିଲ୍ଲୀ,୧୧।୧୧: ପରିବର୍ତ୍ତିତ ଦୁନିଆ ସହିତ, ଲୋକଙ୍କ କାମ କରିବାର ଧାରା ମଧ୍ୟ ପରିବର୍ତ୍ତନ ହେଉଛି। ଆଜିର ଯୁବପିଢ଼ି ସେମାନଙ୍କ କ୍ଷମତା ଅନୁସାରେ ଫ୍ରିଲାନ୍ସ କିମ୍ବା ଗିଗ କାମରେ ନିୟୋଜିତ ହେଉଛନ୍ତି। ଫ୍ରିଲାନ୍ସ କିମ୍ବା ଗିଗ କାମ କୌଣସି ପ୍ରତିବନ୍ଧକ ପ୍ରଦାନ...

Video: ଦିଲ୍ଲୀ ଲାଲ୍‌କିଲ୍ଲା ନିକଟ ଭୟଙ୍କର ବିସ୍ଫୋରଣ ପରେ ବ୍ୟାପକ କ୍ଷୟକ୍ଷତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ ନିକଟରେ ଏକ କାର୍‌ରେ ଭୟଙ୍କର ବିସ୍ଫୋରଣ ହେବା ପରେ ବ୍ୟାପକ ନିଆଁ ଲାଗିଯାଇଛି ଏବଂ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ରାସ୍ତାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri