ବାଣିଜ୍ୟ

ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି…

ନୂଆଦିଲ୍ଲୀ,୧ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର...

ଭାରତରେ ନୂଆ ରେକର୍ଡ କଲା ସୁନା ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ,୧।୪: ସୋମବାର ଭାରତୀୟ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିଦେଶୀ ବଜାରରେ ଲାଭ ଏବଂ ଗ୍ରାହକଙ୍କ ମଧ୍ୟରେ ସୁନାର ଚାହିଦା ବୃଦ୍ଧି କାରଣରୁ ଦରବୃଦ୍ଧିର କାରଣ ବୋଲି ଡିଲର ମାନେ କହିଛନ୍ତି। ଏଥିସହିତ ସୋମବାର ଭାରତରେ ସୁନା...

ଐତିହାସିକ ସ୍ତରରେ ଭାରତୀୟ ଶେୟାର ବଜାର, ସର୍ବକାଳୀନ ଉଚ୍ଚତା ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ,୧।୪: ଏପ୍ରିଲ ପ୍ରଥମ ସପ୍ତାହର ପ୍ରଥମ ଦିନରୁ ଭାରତୀୟ ଶେୟାର ବଜାର ଏକ ଶକ୍ତିଶାଳୀ ଆରମ୍ଭ କରିଛି ଏବଂ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ୭୪,୧୦୧ ର ଏକ...

କମିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ କମିଲା…

ନୂଆଦିଲ୍ଲୀ,୧ା୪: ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରି ସୋମବାର  ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି।  ଆଜି ତୈଳ କମ୍ପାନୀଗୁଡିକ କ୍ରମାଗତ ୩ ମାସ ପାଇଁ ବଢୁଥିବା ଗ୍ୟାସ ଦର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୧ ଏପ୍ରିଲ ୨୦୨୪ରେ ଗ୍ୟାସ...

ପ୍ରାକୃତିକ ଗ୍ୟାସ ମୂଲ୍ୟ କମିଲା

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଲଗାତର ତୃତୀୟଥର ପାଇଁ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ହ୍ରାସ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କେଜି ଡି ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ...

ସାଇବର ଠକେଇ ରୋକିବ ‘ଡିଜିଟା’

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଆର୍ଥିକ କାରବାରରେ ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି। ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ...

ଅପ୍‌ଷ୍ଟକ୍ସର ନୂତନ ଅଭିଯାନ

ଭୁବନେଶ୍ୱର,୧।୪: ଅପ୍‌ଷ୍ଟକ୍ସର ନୂତନ ଅଭିଯାନ ‘କଟ୍‌ ଦି କିଟ୍‌ କିଟ୍‌, ଗେଟ୍‌ ଦି ମାର୍କେଟ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ଅଭିଯାନ ଜରିଆରେ ବ୍ରାଣ୍ଡ୍‌ ବଜାରର କୋଳାହଳ ଓ ଅତ୍ୟଧିକ ସୂଚନାରୁ ଆଗକୁ ବଢ଼ି ଠିକ୍‌...

ରାଜିନ୍ଦର ବନ୍ଧନ ବ୍ୟାଙ୍କର ନୂତନ ଇଡି

ଭୁବନେଶ୍ୱର,୧।୪: ବନ୍ଧନ ବ୍ୟାଙ୍କର ନୂତନ ବା ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ତଥା ଚିଫ୍‌ ବିଜନେସ୍‌ ଅଫିସର ଭାବେ ରାଜିନ୍ଦର କୁମାର ବବରଙ୍କୁ ନିକଟରେ ନିଯୁକ୍ତ କରାଯାଇଛି।ଏପରିକି ସେ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ଓ ଟ୍ରେଜେରି ପୋର୍ଟଫୋଲିଓ ସହ ସମସ୍ତ...

ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପର ଚାହିଦା ବୃଦ୍ଧି, ଗୁଣାତ୍ମକ ଖାଦ୍ୟକୁ ଅପମ୍‌ ସେଣ୍ଟ୍ରାଲର ଗୁରୁତ୍ୱ

ଭୁବନେଶ୍ୱର,୧।୪: ଗତ କିଛି ବର୍ଷ ମଧ୍ୟରେ ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପର ଚାହିଦା ବୃଦ୍ଧି ପାଇଛି। ଏପରିକି କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍‌ ପଲିସି ଓ ଅନ୍ୟାନ୍ୟ ଯୋଜନା ସହିତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆର୍ଥିକ ସହାୟତା ଆଦି ବଳରେ...

ଆଜିଠାରୁ ଲାଗୁହେବ ନୂଆ ଦର, ପହିଲାରୁ ବଢିବ ଗାଡି,ବୀମା,ବ୍ୟାଙ୍କ ଋଣ

ନୂଆଦିଲ୍ଲୀ,୧।୪: ନୂତନ ଆର୍ଥକ ବର୍ଷ (୨୦୨୪-୨୫ ଆର୍ଥିକ ବର୍ଷ)ର ଆରମ୍ଭରୁ ନୂଆ ଦର ଲାଗୁ ହେବ ବୋଲି ବହୁ ପୂର୍ବର ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରଗୁଡିକ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଲୋକସଭା ଓ କେତେକ...

ସରକାର କମାଇଲେ ଗ୍ୟାସ ଦର, ସିଏନଜି-ପିଏନଜି ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୩୧।୩: ରବିବାର କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ MBTU (ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ) ପ୍ରତି ୯.୮୭...

ବିନା ଅନୁମତିରେ ବଡ଼ କମ୍ପାନୀରେ ଚଢ଼ାଉ କରିପାରିବେ ନାହିଁ ଜିଏସଟି ଅଧିକାରୀ, ଆସିଲା ନୂଆ ନିୟମ

ଭୁବନେଶ୍ୱର,୩୧।୩: ଜିଏସଟି ଆଞ୍ଚଳିକ ଅଧିକାରୀମାନଙ୍କୁ ବର୍ତ୍ତମାନ କୌଣସି ବଡ ଶିଳ୍ପ ଘର କିମ୍ବା ପ୍ରମୁଖ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ଆଞ୍ଚଳିକ ପ୍ରିନ୍ସିପାଲ୍ ମୁଖ୍ୟ କମିଶନରଙ୍କ ଅନୁମୋଦନ ନେବାକୁ ପଡିବ। ପ୍ରଥମ ଥର ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri