ବାଣିଜ୍ୟ

ପିଏନ୍‌ବିର ନୂତନ ଏଟିଏମ୍‌ ପଏଣ୍ଟ

ଭୁବନେଶ୍ୱର,୬।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ନୂତନ ଏଟିଏମ୍‌ ପଏଣ୍ଟ (ପରିସର) କୋଦଳା ମୁଖ୍ୟ ରାସ୍ତାଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡ. ଆଲୋକ ରଞ୍ଜନ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର...

ଚାନ୍ଦି ଭଣ୍ଡାର ପକ୍ଷରୁ ଭେନସ୍‌ କଲେକ୍ସନ ଉନ୍ମୋଚିତ

ଭୁବନେଶ୍ୱର,୬।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ (ବ୍ରାଣ୍ଡ୍‌) ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ତଥା ଆସନ୍ତା ଭାଲେଣ୍ଟାଇନ୍‌ ଡେ’ଉପଲକ୍ଷେ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ‘ଭେନସ୍‌’ କଲେକ୍ସନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର...

ବିଜିଆଇର ଶୀର୍ଷ ସ୍ଥାନରେ ମୁକେଶ

ନୂଆଦିଲ୍ଲୀ,୬।୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରେଟିଂ ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ୍‌ ଗାର୍ଡିଆନଶିିପ୍‌ ଇଣ୍ଡେକ୍ସ (ବିଜିଆଇ) -୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଇଣ୍ଡେକ୍ସ ( ବିଜିଆଇ-୨୪) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ...

ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କମାଇଲା ଭାରତ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ରୁଷିଆରୁ ଭାରତକୁ ଅଶୋଧିତ ତୈଳ ଆମଦାନୀ କ୍ରମାଗତ ହ୍ରାସ ପାଇ ୧୨ ମାସ ମଧ୍ୟରେ ଜାନୁଆରୀ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ୨୦୨୩ ମସିହାରେ ଭାରତ ରୁଷିଆରୁ ସର୍ବାଧିକ ଅଶୋଧିତ ତୈଳ କ୍ରୟ କରିଥିଲା। ଏନେଇ ଚଳିତବର୍ଷ...

ପେଟିଏମ ଓ୍ବାଲେଟ ଉପରେ ଅମ୍ବାନୀଙ୍କ ନଜର! କିଣିପାରନ୍ତି କମ୍ପାନୀ

ନୂଆଦିଲ୍ଲୀ,୫।୨:ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି । ୩ୟ କାରବାର ଦିନରେ କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏବେ...

Central GST Act: ଜିଏସଟି ନିୟମ ବଦଳିଲା, ପାନ ମସଲା କମ୍ପାନୀଙ୍କ ବିରୋଧରେ ଲାଗୁ ହୋଇପାରେ ୧ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୫।୨ : ସାରା ଦେଶରେ ପାନ ମସାଲା, ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦନକାରୀ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାସ୍ତବରେ, ସେମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ପ୍ୟାକିଂ ମେସନାରୀକୁ ଜିଏସଟି କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକୃତ କରିବାକୁ ପଡିବ।...

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ହ୍ରାସ ପାଇଛି ବେକାରୀ ଅଭିବୃଦ୍ଧି ହାର: ରାଜ୍ୟପାଳ

ଭୁବନେଶ୍ୱର,୫।୨: ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ବିଧାନସଭାରେ ବଜେଟ ଅଧିବେଶନରେ ନିଜର ଅଭିଭାଷଣ ରଖିଛନ୍ତି। ସେଥିରେ ସେ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, କରୋନା ପରେ ରାଜ୍ୟ ଅର୍ଥନୀତି ଦୃତ ଗତିରେ ବୃଦ୍ଧି...

Cheapest Flight Ticket: କମ୍‌ ମୂଲ୍ୟରେ ହେବ ବିମାନ ଟିକେଟ ବୁକିଂ! ଜାଣନ୍ତୁ କିଭଳି କରିବେ…

ନୂଆଦିଲ୍ଲୀ,୫।୨ : ଭାରତୀୟଙ୍କ ମଧ୍ୟରେ କୌଣସି ଯାତ୍ରା ପାଇଁ ଟ୍ରେନକୁ ପସନ୍ଦ କରିବାର ସବୁଠାରୁ ବଡ କାରଣ ହେଉଛି କମ ମୂଲ୍ୟରେ ଟ୍ରେନ ସିଟ ଉପଲବ୍ଧ । ଦୀର୍ଘ ଦୂରତା ଯାତ୍ରା ପାଇଁ ଟ୍ରେନ ଟିକେଟ ମହଙ୍ଗା ନୁହେଁ ଏବଂ...

ଆଇଏନ୍‌ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୫।୨: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ବା ଆଇଏନ୍‌ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ପୂର୍ବତନ ଆବାହକ ତଥା ତନୟା ପଟ୍ଟନାୟକଙ୍କଠାରୁ ଆଗାମୀ ଆବାହକ ତୁଶି...

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକୋତ୍ସବ ‘ସୂରଜ’ ଉଦ୍‌ଯାପିତ

ଭୁବନେଶ୍ୱର,୫।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକ ଉତ୍ସବ ‘ସୂରଜ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ...

ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ

ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ଯତ୍ନର ବ୍ୟବଧାନ ବନ୍ଦ କର’କୁ ନେଇ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥିଲା।...

ଆର୍ଥିକ ଦୂର୍ବଳ ଶ୍ରେଣୀ ରାଜ୍ୟରେ କେରଳ, ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ,୫।୨: କେରଳ ଦେଶର ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। ସୁପ୍ରିମକୋର୍ଟରେ କେରଳ ରାଜ୍ୟ ଯାଚିକାର ଜବାବ ରଖିବାବେଳେ କେନ୍ଦ୍ର ସରକାର କହିଛନ୍ତି, କେରଳ ଆର୍ଥିକ ରୂପରେ ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। କେରଳ ସରକାର କୋର୍ଟରେ ଯାଚିକା ଦାଖଲବେଳେ କେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri