ବାଣିଜ୍ୟ

ବିଧାନସଭାରେ କାମଚଳା ବଜେଟ: ୪ ମାସ ପାଇଁ ୧.୧୮ ଲକ୍ଷ କୋଟି

ଭୁବନେଶ୍ୱର,୯ା୨(ଅନିଲ ଦାସ): ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲରୁ...

ଭାରତର ସବୁଠୁ ଯୁବ କୋଟିପତି ବ୍ୟବସାୟୀ, ଏକ ବର୍ଷରେ ରୋଜଗାର କଲେ ୯ ହଜାର କୋଟି

ନୂଆଦିଲ୍ଲୀ,୮ା୨: ଭାରତରେ ଶହଶହ କୋଟିପତି ଲୋକେ ଅବସ୍ଥାନ କରନ୍ତି, ଯେଉଁଠି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ପରି ବିଶ୍ୱର ଧନୀ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି। ପ୍ରତ୍ୟେକ ବର୍ଷ ଭାରତରେ ଅନେକ କୋଟିପତି ସୃଷ୍ଟି ହେଉଥିଲା ବେଳେ ଏହି ଧାରାରେ...

Inflation: ଭେଜ୍‌ ଥାଳିର ଦାମ ବଢ଼ିଛି ୫ ପ୍ରତିଶତ, ନନ୍‌ ଭେଜ୍‌ ଥାଳି କମିଛି ୧୩ ପ୍ରତିଶତ…

ନୂଆଦିଲ୍ଲୀ,୮।୨ : ଚାଉଳ, ଡାଲି, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଜାନୁଆରୀରେ ଶାକାହାରୀ ଥାଳି(ଭେଜ୍‌ ଥାଳି) ପାଞ୍ଚ ପ୍ରତିଶତ ମହଙ୍ଗା ହୋଇଛି। ତେବେ ଚିକେନ ମୂଲ୍ୟରେ ହ୍ରାସ ଯୋଗୁ ଅଣ-ଶାକାହାରୀ(ନନ୍‌ ଭେଜ୍‌ ଥାଳି) ଥାଳିର ମୂଲ୍ୟ ୧୩...

RBI Monetary Policy: ସୁଧହାରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ ବ୍ୟାଙ୍କ ଲୋନ୍‌ ଇଏମ୍‌ଆଇ…

ନୂଆଦିଲ୍ଲୀ,୮ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରା ନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ନୀତି ହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରେପୋ ହାର ବା...

RBI MPC: ରେପୋ ରେଟ ପୁଣି ଅପରିବର୍ତ୍ତିତ…

ମୁମ୍ବାଇ,୮।୨ : ମୁମ୍ବାଇରେ ଆରମ୍ଭ ହୋଇଥିବା ତିନି ଦିନିଆ ବୈଠକ ପରେ ଫେବୃଆରୀ ୮ ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାର ଉପରେ ନିଷ୍ପତ୍ତି ନେଇଛି। ଗୁରୁବାର ପୂର୍ବାହ୍ନ ୧୦ ଟାରେ ଆରବିଆଇ ଗଭର୍ନର...

ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ଆସିବ କାମଚଳା ବଜେଟ୍‌

ଭୁବନେଶ୍ୱର,୮।୨: ଚାଲିଛି ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଉପସ୍ଥାପନ ହେବ କାମଚଳା ବଜେଟ। ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଧ୍ୟା ୫ଟା ବେଳେ ବଜେଟ ଉପସ୍ଥାପନ କରିବେ। ତେବେ ଷୋଡଶ ବିଧାନସଭାରେ ଏହା...

ନ୍ୟାଶନାଲ ଗ୍ରୀନ୍‌ ମେଟାଲ କନ୍‌ଫରେନ୍ସ ଉଦ୍‌ଯାପିତ

ଭୁବନେଶ୍ୱର, ୮।୨: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍‌ଏସ୍‌ଆଇ) ର ମିଳିତ ସହଯୋଗରେ ଆୟୋଜିତ ୨ଦିନିଆ ‘ନ୍ୟାସନାଲ୍‌ ଗ୍ରୀନ୍‌ ମେଟାଲ୍‌ କନଫରେନ୍ସ-୨୦୨୪’ ବୁଧବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆମନ୍ତ୍ରିତ...

୩ ଦିନିଆ ଓଟିବି ଏକ୍ସପୋ

ଭୁବନେଶ୍ୱର, ୮।୨: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଏକ ୩ ଦିନିଆ ପ୍ରଦର୍ଶନୀ ତଥା ୫ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୪ ପୁରୀର କୋଣାର୍କ...

ଜ୍ୟୋତି ଅଲ୍ଟିଗ୍ରୀନ୍‌ର ମେଗା ଡେଲିଭରି ସେରିମନି

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଇ ଯାନ ନିର୍ମାତା ଅଲ୍ଟିଗ୍ରୀନ୍‌ ପ୍ରପ୍ୟୁଲଶନ ଲାବ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍ଟିଗ୍ରୀନ୍‌ ଏନ୍‌ଇଇଭି ହାଇ ଡେକ୍‌କୁ ଏକ ମେଗା ଡେଲିଭରି ମିଳିଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର...

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୮।୨: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅଜୟ କୁମାର ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଓଜିବିର ଅଧ୍ୟକ୍ଷ...

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’ ଉନ୍ମୋଚିତ

ଭୁବନେଶ୍ୱର, ୮।୨: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ବା ଏଲ୍‌ଆଇସି ଇଣ୍ଡିଆ) ର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’(ପ୍ଲାନ- ୮୭୩) କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ଇଣ୍ଡିଆ ପକ୍ଷରୁ ମୁମ୍ବାଇଠାରେ...

ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୨: ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନି ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ (ଭିଆଇଏଲ୍‌)ର ବ୍ରାଣ୍ଡ୍‌ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍‌ ପକ୍ଷରୁ ୱି ବିଜନେସ୍‌ ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଭୋଡାଫୋନ୍‌ ଆଇଡିଆର ଇଭିପି ଓ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri