ବାଣିଜ୍ୟ

ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୧।୨: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୧୦ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ...

ବ୍ୟବସାୟିକ ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧।୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀଶ କର୍ନାଟକ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ...

ଜାନୁଆରୀରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ଅଭିବୃଦ୍ଧି

ନୂଆଦିଲ୍ଲୀ,୩୧।୧: ଜିଏସଟି ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜାନୁଆରୀରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ଏଥିରେ ୧୦ ପ୍ରତିଶତରୁ...

୨୦୨୪-୨୫ ବର୍ଷରେ ୬.୫% ରହିବ ଭାରତର ଜିଡିପି: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି

ନୂଆଦିଲ୍ଲୀ,୩୧।୧: ଚଳିତ ୨୦୨୪ ବର୍ଷ ଏବଂ ୨୦୨୫ ବର୍ଷରେ ଭାରତର ଅର୍ଥନୈତିକ ବିକାଶ ହାର ୬ ଦଶମିକ ୫ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍‌‌ଏଫ୍‌‌ ଏହାର ଜାନୁଆରୀ ମାସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବ ଅନୁମାନ ତୁଳନାରେ...

Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ

ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ...

ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ୱିପ୍ରୋ, ଲାଭ ବଢାଇବାକୁ ଯୋଜନା: ରିପୋର୍ଟ

ନୂଆଦିଲ୍ଲୀ,୩୧।୧: ଭାରତୀୟ ଟେକ୍ ଇଣ୍ଡଷ୍ଟ୍ରିର ପ୍ରମୁଖ କମ୍ପାନୀ ୱିପ୍ରୋ, ଲାଭ ହାରକୁ ବଢାଇବା ପାଇଁ ଏହାର ‘ଶହ ଶହ’ ମଧ୍ୟମ ସ୍ତରର ପଦବୀ ହ୍ରାସ କରିବାକୁ ଯାଉଛି। ୱିପ୍ରୋ ବର୍ତ୍ତମାନ ଭାରତରେ ତାଲିକାଭୁକ୍ତ ଶ୍ରେଷ୍ଠ ଚାରୋଟି ଆଇଟି କମ୍ପାନୀ ମଧ୍ୟରେ...

ବିନା ପ୍ୟାନ କାର୍ଡରେ କିଣି ହେବ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ! ବଜେଟ ପୂର୍ବରୁ ଚର୍ଚ୍ଚା…

ନୂଆଦିଲ୍ଲୀ,୩୧।୧ : ବଜେଟର ଉପସ୍ଥାପନା ପାଇଁ କେବଳ କିଛି ଘଣ୍ଟା ବାକି ଅଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ତାଙ୍କର ଷଷ୍ଠ ତଥା ପ୍ରଥମ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତଥାପି, ଏହି...

ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍‌

ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ...

ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହେବ ମୋବାଇଲ ଫୋନ

ନୂଆଦିଲ୍ଲୀ,୩୧।୧: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ତେବେ ସରକାର ଆଜି ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି। ଏହା ଅଧୀନରେ ସରକାର ମୋବାଇଲ...

ରାମରାଜ୍‌ କଟନ୍‌ର ନୂଆ ଚେହେରା ରିଷଭ

ଭୁବନେଶ୍ୱର,୩୧।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ପୋଷାକ ବ୍ରାଣ୍ଡ୍‌ ରାମରାଜ୍‌ କଟନ୍‌ ଜଣାଶୁଣା ଫିଲ୍ମ ନିର୍ମିତା ତଥା ଭାରତୀୟ ଅଭିନେତା ରିଷଭ ସେଟ୍ଟୀଙ୍କୁ ବ୍ରାଣ୍ଡ୍‌ର ନୂଆ ଚେହରା (ବ୍ରାଣ୍ଡ ଆମ୍ବାସାଡାର) ଭାବେ ନିଯୁକ୍ତି କରିଛି। ଏପରିକି ସେଟ୍ଟୀ ବ୍ରାଣ୍ଡ୍‌ର ଅଗ୍ରଣୀ...

ଶେୟାର ବଜାର କାରବାରରେ ହ୍ରାସ

ଭୁବନେଶ୍ୱର,୩୧।୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ...

ଓଡ଼ିଶା ଗ୍ରାମାଞ୍ଚଳରେ ଆକ୍ସିସ୍‌ ବ୍ୟାଙ୍କର ଅଗ୍ରଗତି

ଭୁବନେଶ୍ୱର,୩୧।୧(ଅନୁରାଧା ମହାରଣା): ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍‌ ବ୍ୟାଙ୍କ ଭାରତ ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳ(ରୁସୁ) ଅଞ୍ଚଳରେ ଅଗ୍ରଗତି କରୁଛି। ସମଗ୍ର ଓଡ଼ିଶାରେ ବ୍ୟାଙ୍କର ୨୧୦ଟି ଶାଖା ରହିଥିବାବେଳେ ଏହାର ୭୦ ପ୍ରତିଶତ ଶାଖା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri