ବାଣିଜ୍ୟ

ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡର ଶୁଭାରମ୍ଭ

ଭୁବନେଶ୍ୱର,୧୮।୧: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପନ ଏଣ୍ଡେଡ୍‌ ସ୍କିମ୍‌ ହୋଇଥିବାରୁ ନିବେଶକ ଲାର୍ଜ କ୍ୟାପ୍‌, ମିଡ୍‌ କ୍ୟାପ୍‌ ଏବଂ ସ୍ମଲ କ୍ୟାପ୍‌...

ଓଡ଼ିଶା ବଜାରରେ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’

ଭୁବନେଶ୍ୱର,୧୮।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ...

ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ

ଭୁବନେଶ୍ୱର,୧୮।୧(ଅନୁରାଧା ମହାରଣା): ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ କରିଛି। ସୂକ୍ଷ୍ମ କାରୂକାର୍ଯ୍ୟପୂର୍ଣ୍ଣ ହରୀର ଗହଣାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପୁରୁଣା ସୁନା ବଦଳାଇ ମଧ୍ୟ ଗ୍ରାହକ ହୀରା ଗହଣା କିଣିପାରିବେ।...

ଶକ୍ତିଶାଳୀ ମୁଦ୍ରା ତାଲିକାରେ ବହୁତ ପଛରେ ଡଲାର, ଟପ୍ ୧୦ ବାହାରେ ଭାରତୀୟ ଟଙ୍କା

ନୂଆଦିଲ୍ଲୀ,୧୭।୧: ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ହେବା ପରେ ମଧ୍ୟ ଡଲାର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ନୁହେଁ। ସେହିପରି ଶକ୍ତିଶାଳୀ ମୁଦ୍ରା ଦୃଷ୍ଟିରୁ ଭାରତର ମୁଦ୍ରା ବିଶ୍ୱର ଶ୍ରେଷ୍ଠ ୧୦ ମୁଦ୍ରା ବାହାରେ ରହିଛି। ଫୋର୍ବସ୍ ଶକ୍ତିଶାଳୀ ମୁଦ୍ରାର ର଼୍ୟାଙ୍କିଙ୍ଗ...

ଶେୟାର ବଜାରରେ ଝଡ଼: ୧,୬୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୭ ଲକ୍ଷ କୋଟି

ମୁମ୍ବାଇ,୧୭।୧: ବିଶ୍ୱ ବଜାର ପ୍ରଭାବରେ ବୁଧବାର ଭାରତୀୟ ଶେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ହ୍ରାସ ରେକର୍ଡ ହୋଇଛି। ଭାରତର ବିଶାଳ ଘରୋଇ ବ୍ୟାଙ୍କ ଏଚଡିଏଫସିର ତ୍ରୈମାସିକ ଫଳାଫଳ ଆଶାଠାରୁ କମ୍ ରହିବା ଭାରତୀୟ ଶେୟାର ବଜାରକୁ...

ଜିନ୍ଦଲ ଷ୍ଟେନ୍‌ଲେସ୍‌ର ୧୫୦ କର୍ମଚାରୀଙ୍କୁ ଇଏସ୍‌ଓପି ପ୍ରଦାନ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଲିମିଟେଡ ନିଜର ବରିଷ୍ଠ ଟିମ୍‌ରୁ ପ୍ରାୟ ୧୫୦ ସଦସ୍ୟଙ୍କ ପାଇଁ ଏକ କର୍ମଚାରୀ ଷ୍ଟକ୍‌ ଅପସନ୍‌ ପ୍ଲାନ୍‌ (ଇଏସ୍‌ଓପି) ଘୋଷଣା କରିଛି। ଇଏସଓପି ଏବଂ ପ୍ରତିବନ୍ଧିତ ଷ୍ଟକ...

ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ର ବଜାର ପ୍ରବେଶ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଦକ୍ଷିଣ କୋରିଆ ଭିତ୍ତିକ ପ୍ରମୁଖ ଅଟୋ ମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ପକ୍ଷରୁ ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ ଭାରତୀୟ ବଜାରରେ ପ୍ରବେଶ କରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସାଇକ୍ରିଷ୍ଣା ପଟ୍ଟନାୟକ ଏହି ବଜାର...

ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ମାନ୍ୟତା

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଏକ ଉନ୍ନତ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବରେ ସୂଚିତ କରାଯାଇଛି। ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌- ୨୦୨୨ରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କେନ୍ଦ୍ର...

ଜେଏଫ୍‌ଏସ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୬।୧ : ଜିଓ ଫାଇନାନ୍‌ସିଆଲ ସର୍ଭିସ (ଜେଏଫ୍‌ଏସ୍‌)ର ନିର୍ଦ୍ଦେଶକ ମଣ୍ଡଳୀର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର...

ଏସ୍‌ପ୍ଲାନେଡ୍‌ ମଲ୍‌ରେ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏପରିକି ରାପିଡୋ, ମ୍ୟାଡ୍‌ ବାଇକର୍‌ ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌ର ମିଳିତ ସହଯୋଗରେ ଉକ୍ତ ସପ୍ତାହ ମଲ...

କାନାରା ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ ପ୍ରୋଗ୍ରାମ

ଭୁବନେଶ୍ୱର,୧୬।୧: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବା ଏମ୍‌ଏସ୍‌ଏମ୍‌ଇ ଆଉଟରିଚ ପ୍ରୋଗ୍ରାମ (କାର୍ଯ୍ୟକ୍ରମ) ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ...

ରିଲାଏନ୍ସ ରିଟେଲର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ରିଟେଲର ନୂତନ ଅଭିଯାନ‘ ଭୁଲ ନା ଯାନା ପ୍ଲାଷ୍ଟିକ ବୋତଲ ଲୋଟାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରିଲାଏନ୍ସ ରିଟେଲ ଓ କୋକାକୋଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri