ବାଣିଜ୍ୟ

ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା

ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍‌ରେ...

Ayushman Card 2024:ଆୟୁଷ୍ମାନ କାର୍ଡ ପାଇଁ କିପରି କରିବେ ଆବେଦନ: ଏସବୁ ପ୍ରମାଣ ପତ୍ର ଜରୁରୀ, ନ ହେଲେ ହେବ ରଦ୍ଦ…

ନୂଆଦିଲ୍ଲୀ,୧୧।୧ : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ...

ପୂର୍ବାଞ୍ଚଳ ବଜାରରେ ଲୁମିନସ୍‌ ଶ୍ରେଷ୍ଠ

ଭୁବନେଶ୍ୱର,୧୧।୧ (ଅଭୟ ଦାଶ): ଲୁମିନସ୍‌ ଇଣ୍ଡିଆ ପୁଣି ଥରେ ଘରୋଇ ବଜାରରେ ଶ୍ରେଷ୍ଠ ବ୍ରାଣ୍ଡ୍‌ ଓ ସେଲ୍‌ସର ମାନ୍ୟତା ହାସଲ କରିଛି। ଦେଶର ପୂର୍ବାଞ୍ଚଳ ରାଜ୍ୟରେ ଲୁମିନସ୍‌ ଉତ୍ପାଦ ରେଞ୍ଜ ଏକ ନମ୍ବର ସହ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି...

ଓଜିବିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୧।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ଦ୍ୱାଦଶ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଜିବିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କ...

ପଟିଆରେ ଶୋ’ରୁମ୍‌ କାଟିନାପି ଖୋଲିଲା

ଭୁବନେଶ୍ୱର,୧୧।୧: ପଟିଆସ୍ଥିତ ପ୍ରମିଳା ଟାଓ୍ବାରରେ ଫର୍ନିଚର ଓ ଇଣ୍ଟେରିଅର ଡିଜାଇନ୍‌ ଶୋ’ରୁମ୍‌ କାଟିନାପି ଖୋଲିଛି। ଓଲିଓଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ , ଇଣ୍ଡିଆ ଫେମ ମାଷ୍ଟର ସେଫ୍‌ ସ୍ମୃତିଶ୍ରୀ ସିଂ ଅତିଥି ଭାବେ ଯୋଗଦେଇ...

୨ଲକ୍ଷ କୋଟିରୁ ଅଧିକ କ୍ରେଡିଟ୍‌ ପ୍ଲାନ୍‌ କଲା ନାବାର୍ଡ

ଭୁବନେଶ୍ୱର,୧୧।୧(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ କ୍ରେଡିଟ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ୨ଲକ୍ଷ ୬୦୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ...

ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ

ନୂଆଦିଲ୍ଲୀ,୧୧।୧(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଗୁଜରାଟର ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା (ବିଶ୍ୱର ଏକକ ବୃହତମ ଇସ୍ପାତ ଉତ୍ପାଦନ କାରଖାନା) ନିର୍ମାଣ କରିବ ବୋଲି ୧୦ମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ-୨୦୨୪ରେ...

ଏଇଏସ୍‌ଏଲ୍‌କୁ ବଳ ଯୋଗାଇବ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୧୧।୧: ଆଦାନୀ ଏନର୍ଜି ସଲ୍ୟୁଶନ ଲିମିଟେଡ୍‌ (ଏଇଏସ୍‌ଏଲ୍‌)କୁ ଭାରତୀ ଏୟାରଟେଲର ବିଟୁବି ଶାଖା ଏୟାରଟେଲ ବିଜ୍‌ନେସ୍‌ ୨୦ମିଲିୟନରୁ ଅଧିକ ସ୍ମାର୍ଟ ମିଟର ଯୋଗାଇବ। ଏପରିକି ଦେଶବ୍ୟାପୀ ଦୃଢ ଯୋଗାଯୋଗ ନେଟ୍‌ୱର୍କ ମାଧ୍ୟମରେ ଏୟାରଟେଲ ସମସ୍ତ ଏଇଏସ୍‌ଏଲ୍‌ରେ ସ୍ମାର୍ଟ ମିଟର ନିୟୋଜନ...

ପବନରେ ଚାର୍ଜ ହେବ ମୋବାଇଲ୍‌: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି

ଆମେରିକାରେ ଚାଲିଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଇଭେଣ୍ଟ ତଥା CES 2024ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ CES 2024ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି, ଯାହାର...

Instagram Scam: ପୋଷ୍ଟ ଲାଇକ୍‌ କରିବା ମାତ୍ରେ ଖାଲି ହୋଇଯିବ ଆକାଉଣ୍ଟ, ଠକେଇରୁ ରକ୍ଷା ପାଇବାର ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ବର୍ଷ ୨୦୨୪ ଆରମ୍ଭ ହେବା ସହ ଅନ୍‌ଲାଇନ୍‌ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସାଇବର ଠକମାନେ ଇମେଲ ଲିଙ୍କ ନଚେତ ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କୁ ଅସମୟରେ ସହାୟତା ନାମରେ ଟଙ୍କା ମାଗୁଛନ୍ତି। ଠକେଇର ଏସବୁ ନୂଆ...

ପ୍ରଧାନମନ୍ତ୍ରୀ କିଷାନ ନିଧି ହେବ ଦୁଇଗୁଣା: ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ଆସିବ ୧୨ ହଜାର ଟଙ୍କା, କେବେ ହେବ ଜାଣନ୍ତୁ …

ନୂଆଦିଲ୍ଲୀ,୧୦।୧ : ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା ପରିମାଣ ଦୁଇଗୁଣା କରିବାକୁ ସରକାର ବଜେଟରେ ଚିନ୍ତା କରୁଛନ୍ତି। ଏହା ହେଲେ ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ୧୨ ହଜାର ଟଙ୍କା ଆସିବ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର...

କୋଚିଂ ସଂସ୍ଥା ୧୦୦ ପ୍ରତିଶତ ସଫଳତା ହାସଲ କରିଥିବା ଦାବି କଲେ ଏବେ ଲାଗିବ ଜରିମାନା: ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୦।୧ : ସରକାରୀ ଚାକିରି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ସେମାନଙ୍କ ବିଜ୍ଞାପନରେ ଶତପ୍ରତିଶତ ସଫଳତା କିମ୍ବା ଚାକିରି ପାଇଁ ଚୟନ ହୋଇଥିବା ଦାବି କରିପାରିବେ ନାହିଁ। କୋଚିଂ ସେକ୍ଟରରେ ବିଭ୍ରାନ୍ତିକର ବିଜ୍ଞାପନକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri