ବାଣିଜ୍ୟ

ଅଯୋଧ୍ୟାରୁ ପ୍ରଥମ ବିମାନ ଉଡ଼ାଣ: ଜୟ ଶ୍ରୀରାମ କହି ଯାତ୍ରୀଙ୍କୁ ସ୍ବାଗତ କଲେ ପାଇଲଟ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ନୂଆଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଇଣ୍ଡିଗୋ ବିମାନର ପ୍ରଥମ ଉଡ଼ାଣରେ ଏକ ଚମତ୍କାର ଦୃଶ୍ୟ...

ସ୍ବଚ୍ଛ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର ,୩୦।୧୨: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସଷ୍ଟେନେବିଲିଟି ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ଉଇଣ୍ଡ-ସୋଲାର ହାଇବ୍ରିଡ୍‌, ଭାସମାନ ଏବଂ ଛାତ ଉପର ସୌର ପ୍ଲାଣ୍ଟ...

ସୁକନ୍ୟା ଯୋଜନା ସୁଧ ହାର ୮.୨%କୁ ବୃଦ୍ଧି

ଭୁବନେଶ୍ୱର, ୩୦।୧୨(ଅନୁରାଧା ମହାରଣା): ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ପାଇଁ ଏହି ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ...

ଡବ୍ଲ୍ୟୁଇଏଲ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର ,୩୦।୧୨: ସୋଲାର ପିଭି ମଡ୍ୟୁଲ୍‌ର ସର୍ବବୃହତ୍‌ ନିର୍ମାତା ୱାରେ ଏନର୍ଜିସ୍‌ ଲିମିଟେଡ୍‌ (ଡବ୍ଲ୍ୟୁଇଏଲ୍‌) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରୋସପେକ୍ଟସ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ୍‌ ପବ୍ଲିକ୍‌...

ଖସିଲା ଶେୟାର ବଜାର

ଭୁବନେଶ୍ୱର ,୩୦।୧୨: ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ...

ନଭେମ୍ବରରେ କୋର୍‌ ଇଣ୍ଡଷ୍ଟ୍ରିର ଉତ୍ପାଦନ ୭.୮% ବୃଦ୍ଧି

ଭୁବନେଶ୍ୱର ,୩୦।୧୨: ଦେଶର ପ୍ରମୁଖ ୮ କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦୨୩ ନଭେମ୍ବର ମାସରେ ୭.୮% ବୃଦ୍ଧି ଘଟିଛି। ଏପରିକି ୨୦୨୨ ସମାନ ଅବଧିରେ ଏହି ପରିମାଣ ୫.୭% ରହିଥିଲା। ଏ ନେଇ ଶୁକ୍ରବାର ବାଣିଜି୍ୟକ ଓ ଶିଳ୍ପ ମନ୍ତ୍ରଣାଳୟ...

ରୁଚି-ଫାର୍ମ ବି’କୁ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର

ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଫାର୍ମ-ବି ବ୍ରାଣ୍ଡ୍‌ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍‌ଏସ୍‌ଏମ୍‌ଇ ପକ୍ଷରୁ ନଭି ମୁମ୍ବାଇର...

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩...

ସରକାରଙ୍କ ନୂଆ ନିୟମ: ଏହି ୟୁଜର୍ସଙ୍କର ଫେସ୍‌ବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯିବ ଡିଲିଟ୍‌

ନୂଆଦିଲ୍ଲୀ,୨୯।୧୨: ସୋସିଆଲ ମିଡିଆ ସମ୍ବନ୍ଧରେ ସରକାର ନୂଆ ନିୟମ ଆଣିଛନ୍ତି। ବର୍ତ୍ତମାନ ସରକାର ସ୍ଥାୟୀ ବ୍ୟକ୍ତିଗତ ଆକାଉଣ୍ଟକୁ ଅନିବାର୍ଯ୍ୟ କରିପାରନ୍ତି। ବିଶେଷ କରି ଏପରି ବ୍ୟବହାରକାରୀଙ୍କ ପାଇଁ ଯେଉଁମାନେ ଦୀର୍ଘ ସମୟ ଧରି ସୋସିଆଲ ମିଡିଆ ଏବଂ ଅନ୍ୟ ଇଣ୍ଟରନେଟ...

ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ; ହୋଇଯାନ୍ତୁ ସାବଧାନ

ୟୁପିଆଇ ଆପ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଗୁଗଲ୍‌ ପେ, ପେଟିଏମ, ଫୋନେପେ ଏବଂ ଭାରତପେ ଭଳି ସମସ୍ତ ୟୁପିଆଇ ଆପ୍‌ର ଇନ୍‌ଆକ୍ଟିଭ୍‌ ୟୁପିଆଇ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।...

ଖଦିମେଳା ଆୟୋଜନ କରିବ କେଭିଆଇସି

ଭୁବନେଶ୍ୱର,୨୯।୧୨:ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା କେନ୍ଦ୍ର ସରକାରଙ୍କ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଗୁରୁବାର ଏକ...

ବଜାରରେ ହିରୋର ନ୍ୟୁ କରିଜ୍ମା ଏକ୍ସଏମ୍‌ଆର୍‌

ଭୁବନେଶ୍ୱର,୨୯।୧୨:ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ବାଇକ ‘କରିଜ୍ମା ଏକ୍ସଏମ୍‌ଆର୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଅରୁନ୍ଧତୀ ମୋଟୋବାଇକ୍ସ ଲୁଇସ୍‌ରୋଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri