ବାଣିଜ୍ୟ

ଫୋନ କଲ କରି ହଇରାଣ କଲେ ଦେବାକୁ ପଡିବ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୧୯।୧୨ : ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ନୂତନ ଟେଲିକମ ବିଲ...

ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି…

ନୂଆଦିଲ୍ଲୀ,୧୯।୧୨: ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛ ଘୁଞ୍ଚା ଦେବାରେ ଲାଗିଛନ୍ତି।...

ଚାଉଳ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ଲାଭକାରୀଙ୍କୁ ଦେଲେ ଚେତାବନୀ, ହ୍ରାସ ପାଇବ ଦାମ୍‌

ନୂଆଦିଲ୍ଲୀ,୧୯।୧୨: ଦେଶରେ ଚାଉଳ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଉଳ ଶିଳ୍ପକୁ ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚେତାବନୀ ଦିଆଯାଇଛି କି ଯଦି ଏଥିରେ ଲାଭ କରାଯାଏ ତେବେ...

ନେକ୍ସଟ-ଜେନ୍‌ ଟେକ୍‌ ବ୍ୟବସାୟ ଉପରେ ଭିଆଇଏଲ୍‌ର ଦୃଷ୍ଟିନିବଦ୍ଧ

ଭୁବନେଶ୍ୱର,୧୯।୧୨ (ଅଭୟ ଦାଶ): ପରିକଳ୍ପନାଠାରୁ ନେଇ କାର୍ଯ୍ୟାନ୍ବୟନ ପର୍ଯ୍ୟନ୍ତ ଟର୍ନକି ସମାଧାନ ଏବଂ ପ୍ରକଳ୍ପଗୁଡ଼ିକ ସକାଶେ ପରାମର୍ଶଭିତ୍ତିକ ସେବା ଯୋଗାଇ ଦେଉଥିବା ଅହମଦାବାଦଭିତ୍ତିକ ଭିଭାଣ୍ଟା ଇଣ୍ଡଷ୍ଟ୍ରିଜ ଲିମିଟେଡ (ଭିଆଇଏଲ) ବିଏସଇ-୫୪୧୭୩୫-ନେକ୍ସଟ-ଜେନ ଟେକ୍‌ ବ୍ୟବସାୟ ଉପରେ ଦୃଷ୍ଟିନିବଦ୍ଧ ସହିତ ତାହାର କାର୍ଯ୍ୟକାରିତାରେ ରୂପାନ୍ତରଣ...

୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନର ଶୁଭାରମ୍ଭ

ଭୁବନେଶ୍ୱର, ୧୯।୧୨: ଭାରତର ପ୍ରମୁଖ କଂକ୍ରିଟ ଉପାଦାନ (ଇକ୍ୟୁପ୍‌ମେଣ୍ଟସ) ନିର୍ମାଣକାରୀ ଆଜାକ ଇଞ୍ଜିନିୟରିଂର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ସଂସ୍ଥାର ନୂତନ ଉତ୍ପାଦ ‘୩ଡି...

୨୬ ଆଙ୍କର ନିବେଶକଙ୍କଠାରୁ ପ୍ରାୟ ୨୮୫ କୋଟି ସଂଗ୍ରହ

ଭୁବନେଶ୍ୱର, ୧୯।୧୨: ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ (ଏମ୍‌ଏମ୍‌ଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ପୂର୍ବରୁ କମ୍ପାନୀ ମୋଟ ୨୬ ଆଙ୍କର ନିବେଶକଙ୍କଠାରୁ ପ୍ରାୟ ୨୮୫ କୋଟି ଟଙ୍କା ସଂଗ୍ରହ କରିଛି। ଏପରି କି କମ୍ପାନୀ ମୋଟ ୯୭,୯୩,୮୧୨ ଇକ୍ୱିଟି ଶେୟାର...

ମିଳିମିଶି କାମ କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୧୨: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ (ଏଆଇପିଏନ୍‌ବିଓଏ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ଆୟୋଜିତ ସଂଘର ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ୫ଶହରୁ ଅଧିକ ଅଧିକାରୀଙ୍କ ସମେତ...

ସିଜିୟୁରେ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର,୧୯।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ପରିସରରେ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)ର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ୨୦୨୩ ଡିସେମ୍ବର ୧୯ରୁ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷ କରି ଶିକ୍ଷା ମନ୍ତ୍ରଣାଳୟର ଇନୋଭେଶନ୍‌...

ଭୁଲରେ ଟ୍ରାନ୍ସଫର ହୋଇଥିବା ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହେଲାଣି ୟୁକୋ ବ୍ୟାଙ୍କ

ନୂଆଦିଲ୍ଲୀ,୧୮।୧୨: ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କେନ୍ଦ୍ର...

ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନା ପାଇଁ ଆବେଦନ ଆରମ୍ଭ, ଯେକୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ମିଳିବ ସୁବିଧା

ଭୁବନେଶ୍ୱର,୧୮।୧୨: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀ ପାଇଁ ରାଜ୍ୟର...

ନଭେମ୍ବରରେ ସୋନାଲିକାର ୧୨,୮୯୧ ୟୁନିଟ ବିକ୍ରି

ଭୁବନେଶ୍ୱର,୧୮।୧୨: ଚଳିତବର୍ଷ ନଭେମ୍ବର ମାସରେ ସୋନାଲିକା ଟ୍ରାକ୍ଟର୍ସ ମୋଟ ୧୨,୮୯୧ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ଗତ ବର୍ଷ ସମାନ ଅବଧି ମଧ୍ୟରେ କମ୍ପାନୀ ମୋଟ ୧୦,୪୬୪ ୟୁନିଟ ଟ୍ରାକ୍ଟର ବିକ୍ରି କରିଥିଲା। ବିଶେଷ କରି ଗତବର୍ଷ ତୁଳନାରେ...

ଆଜି ଖୋଲିବ ଏମ୍‌ଏମ୍‌ଏଲ୍‌ର ଆଇପିଓ

ଭୁବନେଶ୍ୱର,୧୮।୧୨: ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ (ଏମ୍‌ଏମ୍‌ଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତବର୍ଷ ଡିସେମ୍ବର ୧୮ରେ ଖୋଲିବ। ଏପରି କି ଏହି ଅଫର ୨୦୨୩ ଡିସେମ୍ବର ୨୦ରେ ବନ୍ଦ ହେବ। ବିଶେଷ କରି ଏହାର ଆଙ୍କର ନିବେଶକମାନେ ୨୦୨୩ ଡିସେମ୍ବର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri