ବାଣିଜ୍ୟ

‘ଲକ୍ଷ୍ମୀ’ ବସରେ ଆରମ୍ଭ ହେଲା ‘ୟୁପିଆଇ କ୍ୟୁଆର କୋଡ’ ବ୍ୟବସ୍ଥା

ଭୁବନେଶ୍ୱର,୧୩ା୧୨: ରାଜ୍ୟରେ ‘ଲକ୍ଷ୍ମୀ’ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା...

ଗ୍ରାହକଙ୍କୁ ସତର୍କ କରାଇଲା ପିଏନ୍‌ବି: ଡିସେମ୍ବର ପୂର୍ବରୁ କରିନିଅନ୍ତୁ ଏହି କାମ, ନଚେତ ବନ୍ଦ ହେବ ଆକାଉଣ୍ଟ

ନୂଆଦିଲ୍ଲୀ,୧୩।୧୨: ଗ୍ରାହକମାନଙ୍କୁ ସତର୍କ କରାଇଛି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)। ଡିସେମ୍ବର ୧୮ ମଧ୍ୟରେ ଗ୍ରାହକଙ୍କୁ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ସମୟ ଦିଆଯାଇଛି। ଯଦି ସେ ସେଭଳି ନ କରନ୍ତି ତେବେ ଆର୍‌ବିଆଇ ଗାଇଡଲାଇନ ମୁତାବକ ଆକାଉଣ୍ଟକୁ ଫ୍ରିଜ୍‌ କରିଦିଆଯିବ। ଗ୍ରାହକମାନେ...

ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…

ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା...

ଆମେରିକାରେ ମେକ ଇନ ଇଣ୍ଡିଆ ସାଇକେଲ, ଚାଇନା ଉତ୍ପାଦର ସ୍ଥାନ ନେଲା…

ଓ୍ବାଶିଂଟନ,୧୩।୧୨: ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ମେକ ଇନ ଇଣ୍ଡିଆ ପରି ପ୍ରୟାସ ଆରମ୍ଭ କରିଥିଲେ। ଏହାର ପ୍ରଭାବ ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି । ମେକ ଇନ ଇଣ୍ଡିଆ ଉତ୍ପାଦଗୁଡ଼ିକ...

କିଓରବେ’ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଓମିନ୍‌ ଚ୍ୟାନେଲ ହେଲ୍‌ଥ ପ୍ଲାଟ୍‌ଫର୍ମ (ଇ- କ୍ଲିନିକ) କିଓରବେ’ର ନୂତନ ଉତ୍ପାଦ ‘ପ୍ରାଇମ କିଓର’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ପ୍ରାଇମ କିଓର ମେମ୍ବରଶିପ୍‌ ଆନୁଆଲ୍‌ ହେଲ୍‌ଥ୍‌ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା...

ଟାଟା ପାୱାରର ନୂତନ ଅଭିଯାନ

ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ଅଗ୍ରଣୀ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏକ ନୂତନ ଅଭିଯାନ ଓ ବ୍ରାଣ୍ଡ୍‌ ଫିଲ୍ମ ପ୍ରମୋସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସ୍ବଚ୍ଛ ଓ ସବୁଜ...

ଆଦାନୀ ପୋର୍ଟଫୋଲିଓର ଅର୍ଦ୍ଧବାର୍ଷିକ ଫଳାଫଳ

ଭୁବନେଶ୍ୱର,୧୩।୧୨: ଆଦାନୀ ପୋର୍ଟଫୋଲିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଫଳାଫଳ ଓ କାରବାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି।...

ଓଡ଼ିଶାରେ ବ୍ୟାଟେରି ଫଏଲ ନିର୍ମାଣ କରିବ ହିଣ୍ଡାଲ୍‌କୋ

ଭୁବନେଶ୍ୱର,୧୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଓଡ଼ିଶାର ସମ୍ବଲପୁରଠାରେ ଏକ ନୂତନ ବ୍ୟାଟେରି ଫଏଲ ନିର୍ମାଣକାରୀ ସୁବିଧା (କାରଖାନା) ସ୍ଥାପନ କରିବ। ଏପରିକି ଉକ୍ତ କାରଖାନା...

ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର...

ଶେୟାର ବଜାର ବୃଦ୍ଧିରେ ଲାଗିଲା ରୋକ: ବ୍ୟାଙ୍କିଙ୍ଗ, ଆଇଟି କ୍ଷେତ୍ରରେ ହ୍ରାସ ସହିତ କାରବାର ହେଲା ବନ୍ଦ

ନୂଆଦିଲ୍ଲୀ,୧୨।୧୨: ମଙ୍ଗଳବାର ଶେୟାର ବଜାର କାରବାର ଭାରତୀୟ ଶେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ଗଲା କିଛି ଦିନ ହେବ ଶେୟାର ବଜାରରେ ଉତ୍ସାହରେ ଆଜି ରୋକ ଲାଗିଥିଲା। ନିବେଶକମାନଙ୍କ ଲାଭ ଅମଳ କାରଣରୁ ବଜାର କାରବାର ହ୍ରାସ...

ତନିସ୍କର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତନିସ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହଋତୁରେ ତନିସ୍କର ନୂତନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’...

କପ୍‌-୨୮ରେ ବେଦାନ୍ତ ଆଲୁମିନିୟମ ସାମିଲ

ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଜାତିସଂଘ ପକ୍ଷରୁ ଦୁବାଇଠାରେ ଆୟୋଜିତ କପ୍‌-୨୮ରେ ସାମିଲ ହୋଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି, ଆମେ ନିର୍ଗମନକୁ ହ୍ରାସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri