ବାଣିଜ୍ୟ

ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ ଓଡ଼ିଶା ବ୍ୟାଙ୍କ ଅଫ୍‌ ବରୋଦା ସଂଘ ପକ୍ଷରୁ ବିରୋଧ କରାଯାଇଛି। ସଂଘ ପକ୍ଷରୁ...

ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୩୦।୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ କଟକର ବହୁ ପ୍ରତୀକ୍ଷିତ ବାଲିଯାତ୍ରା-୨୦୨୩କୁ ନିରବଚ୍ଛିନ୍ନ ଓ ନିରାପଦ ବିଜୁଳି ଯୋଗାଣକୁ ଗୁରୁୁତ୍ୱ ପ୍ରଦାନ କରିଛି। ଏପରିକି...

ବିଏଏଫ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୩୦।୧୧: ବଜାଜ୍‌ ଫିନ୍‌ସର୍ଭ ଆସେଟ ମ୍ୟାନେଜମେଣ୍ଟର ନୂତନ ଉତ୍ପାଦ ‘ବାଲାନ୍ସଡ ଆଡଭାଣ୍ଟେଜ ଫଣ୍ଡ ବା ବିଏଏଫ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଡେରିଭେଟିଭ ଏବଂ ଫିକ୍ସଡ୍‌ ଇନ୍‌କମ୍‌ ଇନ୍‌ଷ୍ଟ୍ରୁମେଣ୍ଟ ସମେତ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ନିବେଶ...

ସୋନି ଇଣ୍ଡିଆର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୩୦।୧୧: ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ଇନ୍‌ଜୋନ୍‌ ଏଚ୍‌୫ ଓୟାରଲେସ୍‌ ହେଡ୍‌ସେଟ୍‌’କୁ ନିକଟରେ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷ କରି ଉକ୍ତ ହେଡ୍‌ସେଟ୍‌ ନିରବଚ୍ଛିନ୍ନ ଭାବେ ୨୮ ଘଣ୍ଟା ଗେମ୍‌ ଖେଳିବାର ସୁବିଧା ପ୍ରଦାନ କରିବା ସହ ପିସିରେ ମଧ୍ୟ...

ବଜାରରେ ସ୍କୋଡା କୁଶାକର ଏଲିଗାନ୍ସ ଏଡିଶନ

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍କୋଡା କୁଶାକର ଏଲିଗାନ୍ସ ଏଡିଶନ’କୁ ନିକଟରେ ସର୍ବଭାରତୀୟସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଏୟାର ଇଣ୍ଡିଆ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର, ୩୦।୧୧: ଆକ୍ସିସ୍‌ ବ୍ୟାଙ୍କ ଓ ଏୟାର ଇଣ୍ଡିଆ ମଧ୍ୟରେ ଏକ ସହଭାଗିତା ସ୍ଥାପନ କରାଯାଇଛି। ବିଶେଷକରି ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌କାର୍ଡ ଗ୍ରାହକମାନଙ୍କୁ ସେମାନଙ୍କର ଆକ୍ସିସ୍‌ ଏଜ୍‌ ରିୱାର୍ଡ ପଏଣ୍ଟ ବା ଏଜ୍‌ ମାଇଲ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ନ...

ଭାରତମୁହାଁ ଓ୍ବାଲ୍‌ମାର୍ଟ

ଲଣ୍ଡନ୍‌/ନ୍ୟୁୟର୍କ,୩୦ା୧୧: ବିଶ୍ୱର ସର୍ବବୃହତ୍‌ ରିଟେଲର ଓ୍ବାଲ୍‌ମାର୍ଟ ଚାଇନା ଉପରେ ନିଜ ନିର୍ଭରଶୀଳତା ହ୍ରାସ କରି ଆମେରିକାକୁ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ଖର୍ଚ୍ଚକାଟ ସହ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା...

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର ଦୁର୍ବଳତାକୁ ଦୂର କରିବା ପାଇଁ ବୁଧବାର (୨୯ ନଭେମ୍ବର) ରୁ ଜଟିଳ ଖଣିଜ...

୬ ମାସର ସର୍ବୋଚ୍ଚ ସ୍ତରରେ ସୁନା ଦର, ଭାରତର ମଧ୍ୟ କଲା ନୂଆ ରେକର୍ଡ

ମୁମ୍ବାଇ,୨୯।୧୧: ବିଶ୍ୱ ବଜାରରେ ସୁନାର ଦାମ୍ ୬ ମାସର ଉଚ୍ଚତ୍ତମ ସ୍ତରରେ ପହଞ୍ଚିଥିବା ବେଳେ ଭାରତରେ ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ସୁନାର ମୂଲ୍ୟ ୬୩ ହଜାର ଟଙ୍କା ପ୍ରତି ୧୦...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକର...

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ ଅଧିକାରୀ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେସନରେ ଡାକ୍ତରମାନେ ସମସ୍ତ...

Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ ବିଭାଗ ଦ୍ୱାରା ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri