ବାଣିଜ୍ୟ

ଡିସେମ୍ବର ୧ରୁ ସିମ କାର୍ଡ କିଣିବା ପାଇଁ ବଦଳିଯିବ ନିୟମ

ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ୧ରୁ ସରକାର ସିମ କାର୍ଡ କିଣିବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମଗୁଡିକ ପୂର୍ବରୁ ଅକ୍ଟୋବର ୧, ୨୦୨୩ରୁ ଲାଗୁ କରାଯିବାରଥିଲା, କିନ୍ତୁ ସରକାର ଏହାକୁ ଦୁଇ ମାସ ବୃଦ୍ଧି କରି ଡିସେମ୍ବର ୧ରୁ...

ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରୟାସ, ୟୁପିଆଇ ଉପରେ ଲାଗିପାରେ ଟାଇମ୍‌ ଲିମିଟ୍‌

ନୂଆଦିଲ୍ଲୀ,୨୯।୧୧: ଭାରତରେ ଡିଜିଟାଲ ଦେୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ୟୁପିଆଇ ମାଧ୍ୟମରେ କାରବାର ଦୂର ଗ୍ରାମାଞ୍ଚଳରେ ମଧ୍ୟ ସାଧାରଣ ହୋଇଗଲାଣି। ତଥାପି, ଡିଜିଟାଲ ଦେୟର ଏହି ଅଭିବୃଦ୍ଧି ସହିତ ଅନଲାଇନ...

ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…

ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ ଛୁଇଁଛି ସୁନା ଦର। ପ୍ରଥମ ଥର ପାଇଁ ସୁନା ଦର ୬୨ହଜାର ପାର୍‌...

ଜେଏସ୍‌ପିକୁ ଗ୍ରୀନ୍‌ଟେକ୍‌ ସିଏସ୍‌ଆର୍‌ ଇଣ୍ଡିଆ ପୁରସ୍କାର

ଭୁବନେଶ୍ୱର,୨୯।୧୧: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭିନ୍ନକ୍ଷମଙ୍କ ପୁନଃ ଥଇଥାନ ଏବଂ ସଶକ୍ତୀକରଣ କ୍ଷେତ୍ରରେ କମ୍ପାନୀର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେଏସ୍‌ପିକୁ ସମ୍ମାନଜନକ ଗ୍ରୀନ୍‌ଟେକ୍‌ ସିଏସ୍‌ଆର୍‌...

ଇଣ୍ଡିଆନ ଆର୍ମି ସହ ପତଞ୍ଜଳି ଯୋଗପୀଠର ବୁଝାମଣା

ଭୁବନେଶ୍ୱର,୨୯।୧୧(ଅଭୟ ଦାଶ): ପତଞ୍ଜଳି ଯୋଗପୀଠ(ଟ୍ରଷ୍ଟ) ଏବଂ ଇଣ୍ଡିଆନ ଆର୍ମି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ଭାରତୀୟ ସେନା ଏବଂ ପତଞ୍ଜଳି ଯୋଗପୀଠଙ୍କ ମଧ୍ୟରେ ସେନା ମୁଖ୍ୟାଳୟ ଉତ୍ତର ଭାରତ ବରେଲିଠାରେ ସ୍ବାକ୍ଷରିତ...

ଅଶ୍ନିର୍ ଗ୍ରୋଭରଙ୍କ ବଢ଼ିଲା ସମସ୍ୟା, ‘ଭାରତ ପେ’ ବିରୋଧରେ ପୋଷ୍ଟ ପାଇଁ ୨ ଲକ୍ଷ ଟଙ୍କା ଜରିମାନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୧୧: ଦିଲ୍ଲୀ ହାଇକୋର୍ଟ ‘ଭାରତ ପେ’ର ସହ ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦେଶକ ଥିବା ଅଶ୍ନିର୍ ଗ୍ରୋଭରଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ସୋସିଆଲ ମିଡିଆରେ ଭାରତ ପେ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବାରୁ ଅଶ୍ନିର୍...

ପ୍ରଥମ UPI ଟ୍ରାନ୍ସଫର ୨,୦୦୦ ରୁ ଅଧିକ ହେଲେ ୪ ଘଣ୍ଟା ବିଳମ୍ବ ସମ୍ଭାବନା, ଠକେଇକୁ ରୋକିବା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ,୨୭ା୧୧: ଭାରତରେ ଏବେ ଅନଲାଇନ କାରବାର ବଢିଚାଲିଥିବା ବେଳେ ଠକାମୀ ମଧ୍ୟ ବୃଦ୍ଧି ପାଇଛି। ଅନଲାଇନ୍ ପେମେଣ୍ଟ ଠକେଇ ରୋକିବା ପାଇଁ ସରକାର ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ କାରବାର ପାଇଁ...

ଆଜିଠାରୁ ଉତ୍କଳ ଫାବ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୨୮।୧୧: ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳ ଫାବ୍‌ ଫେଷ୍ଟିଭାଲ-୨୦୨୩’ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ଓ-ହବ୍‌ଠାରେ ମଙ୍ଗଳବାରଠାରୁ ଆୟୋଜିତ ହେବ। ବିଶେଷକରି ଉକ୍ତ ଫେଷ୍ଟିଭାଲ ଜରିଆରେ ଓଡ଼ିଶାକୁ ଏକ ଲୋଭନୀୟ ଅନ୍ତର୍ଜାତୀୟ ଫାବ୍‌ ଲାବ୍‌...

ଓଡ଼ିଶା ବଜାରରେ ଜେନିଭିସ ରିମେଡିସ

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଜେନେରିକ ଔଷଧ ଉତ୍ପାଦନକାରୀ କମ୍ପାନୀ ଜେନିଭିସ ରିମେଡିସ (ଆଇ) ପ୍ରାଇଭେଟ ଲିମିଟେଡ ତା’ର ଉତ୍ପାଦ (ଔଷଧ)ଗୁଡିକୁ ସୋମବାର ଆନୁଷ୍ଠାନିକ ଭାବେ ଓଡ଼ିଶା ବଜାରରେ ପ୍ରବେଶ କରାଇବା ସହିତ କମ୍ପାନୀର ରାଜ୍ୟ କାର୍ଯ୍ୟାଳୟ ଓ ଏକ୍ସକ୍ଲୁସିଭ...

କ୍ରମ୍ପଟନ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୮।୧୧: କ୍ରମ୍ପଟନ୍‌ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଲାଇଟ ‘ଡେକୋ ବାଟନ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଗୁଣାତ୍ମକତା ଓ ବିଶ୍ୱାସରେ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା ରହିଛି। ଏପରିକି ନୂତନ କ୍ରମ୍ପଟନ୍‌...

ଯୁବପିଢ଼ି ଚାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାରାଦ୍ୱୀପ,୨୭।୧୧: ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର ଯୁବପିଢ଼ି ମାନଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ି ସେମାନଙ୍କର...

ହ୍ରାସ ପାଉଛି କର ସଂଗ୍ରହ, ସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର

ନୂଆଦିଲ୍ଲୀ,୨୭।୧୧: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ଜସିଣ୍ଡା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri