ବାଣିଜ୍ୟ

ହାଇଡିମାଣ୍ଡରେ ଟାଟା ଟେକ୍ନୋଲୋଜି IPO, ମାତ୍ର ୬୦ ମିନିଟରେ ହୋଇଗଲା ସବସ୍କ୍ରାଇବ

ମୁମ୍ବାଇ,୨୨।୧୧: ଟାଟା ଗ୍ରୁପ୍ ଆଣିଥିବା ଟାଟା ଟେକ୍ନୋଲୋଜିର ଆଇପିଓ ନିବେଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଆଇପିଓ ଖୋଲିବାର ଅଧ ଘଣ୍ଟା ମଧ୍ୟରେ ଆଇପିଓ ସଂପୂର୍ଣ୍ଣ ସବସ୍କ୍ରାଇବ ହୋଇଯାଇଥିଲା। ଏଥି ସହିତ, ବଜାର ବନ୍ଦ ହେବା ବେଳକୁ ଏହା ୫ ଗୁଣରୁ...

୧୧ଦିନରେ ଦେଶରେ ହେବ ୩୮ଲକ୍ଷ ବାହାଘର

ନୂଆଦିଲ୍ଲୀ,୨୨।୧୧: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ। ମାର୍କେଟରେ ସେ ଲାଗି ଗହଳ ଚହଳ ଆରମ୍ଭ ହୋଇଯିବ। କିନ୍ତୁ ଏଥର ବିବାହ ଋତୁ କିଛି ଖାସ୍‌ ହେବାକୁ ଯାଉଛି। ବିବାହ ଋତୁ ନଭେମ୍ବର ୨୩ ଗୁରବାରରେ...

ଓପନ ଏଆଇକୁ ଫେରିଲେ ସାମ୍‌ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା

ଓ୍ବାଶିଂଟନ୍‌,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍‌ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍‌ ସିଇଓ ଓ ଗ୍ରେଗ୍‌ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ...

ସ୍ବିଗି-ଜୋମାଟୋକୁ ୫୦୦-୫୦୦କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ,୨୨।୧୧: ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋ। ବର୍ତ୍ତମାନ ଏହି ଦୁଇ କମ୍ପାନୀର ବିବାଦ ବଢିବାରେ ଲାଗିଛି। ନିକଟରେ ସ୍ବିଗି-ଜୋମାଟୋ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପାଇଛନ୍ତି। ଅଭିଯୋଗ ହୋଇଛି କି,ସ୍ବିଗି-ଜୋମାଟୋ ଡେଲିଭରି ଫି ନାମରେ...

ଏହି ଧନୀ ମହିଳାଙ୍କ ଲାଗି ଦେବଦୂତ ପାଲଟିଲେ ନୀତା ଅମ୍ବାନୀ, ଅଭିଯୁକ୍ତ ସ୍ବାମୀ ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ,୨୨।୧୧: କୋଟିପତି ବ୍ୟବସାୟୀ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ପରସ୍ପରଠାରୁ ଅଲଟା ହୋଇଛନ୍ତି। ଦୀପାବଳି ପାର୍ଟୀରେ ନଓ୍ବାଜଙ୍କୁ ସାମିଲ ହେବାକୁ ଦିଆଯାଇ ନ ଥିବା ଭିଡିଓ ଭାଇରାଲ ହୋଇଥିଲା। ପରେ ଗୌତମ ସୋସିଆଲ ମିଡିଆରେ ପୋଷ୍ଟ...

ଟାଟା ପାୱାରର ନୂତନ ଅଭିଯାନ

ଭୁବନେଶ୍ୱର,୨୨।୧୧: ଟାଟା ପାଓ୍ବାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଟାଟା ପାୱାର...

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୨୨।୧୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍‌...

ଓଡ଼ିଶାରେ ଜିଓ ଏୟାରଫାଇବର

ଭୁବନେଶ୍ୱର,୨୨।୧୧: ବିଶ୍ୱର ସର୍ବବୃହତ୍‌ ଘରୋଇ ମୋବାଇଲ ଡାଟା ନେଟ୍‌ୱର୍କ ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ସର୍ବାଧୁନିକ ହୋମ୍‌ ଏଣ୍ଟରଟେଣ୍ଟମେଣ୍ଟ ସ୍ମାର୍ଟହୋମ୍‌ ସେବା ଏବଂ ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସମନ୍ବିତ ଏଣ୍ଡ୍‌-ଟୁ-ଏଣ୍ଡ୍‌ ସମାଧାନ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ପଶ୍ଚିମବଙ୍ଗରେ ୨୦,୦୦୦ କୋଟି ନିବେଶ କରିବ ଆର୍‌ଆଇଏଲ୍‌

ଭୁବନେଶ୍ୱର,୨୨।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାଠାରେ ଆୟୋଜିତ ୭ମ ବେଙ୍ଗଲ ଗ୍ଲୋବାଲ ସମ୍ମିଟ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗରେ ୨୦,୦୦୦କୋଟି ଟଙ୍କା ବିନିଯୋଗ କରିବା ନେଇ ଘୋଷଣା କରିଛନ୍ତି। ଉକ୍ତ...

ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି...

୨୨ରେ ଖୋଲିବ ଟିଟିଏଲ୍‌ର ଆଇପିଓ

ଭୁବନେଶ୍ୱର,୨୧ା୧୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଟେକ୍ନୋଲୋଜି ଲିମିଟେଡ୍‌ (ଟିଟିଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।...

କାନାରା ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ଦିବସ

ଭୁବନେଶ୍ୱର,୨୧ା୧୧ (ଅଭୟ ଦାଶ): କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ୧୧୮ତମ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା (କାର୍ଯ୍ୟକ୍ରମ)ର ଆୟୋଜନ କରାଯାଇଥିଲା।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri