ବାଣିଜ୍ୟ

ଜିଓ ଆଣିଲା ଜବରଦସ୍ତ ଚଷମା, ମୋବାଇଲ ସ୍କ୍ରିନ୍‌କୁ କରିଦେବ ହାଇଟେକ୍‌ ଥିଏଟର

ନୂଆଦିଲ୍ଲୀ,୧୧।୧୧: ଭାରତର ଶ୍ରେଷ୍ଠ ଟେଲିକମ୍‌ କମ୍ପାନୀ ଜିଓ ଏଆର୍‌-ଭିଆର୍‌ ସପୋର୍ଟ ଥିବା ମିକ୍ସଡ୍‌ ରିଆଲିଟି ହେଡସେଟ୍‌ ଜିଓ ଚଷମା ବଜାରକୁ ଆଣିଛି। ଏହାକୁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ରେ ପ୍ରଦର୍ଶନ କରାଯାଇଥିଲା। ଏହି ହାଇଟେକ୍‌ ଚଷମାର ଏକାଧିକ ସ୍ବତନ୍ତ୍ରତା ରହିଛି।...

ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୧।୧୧ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ...

ନେପାଳ ଭୂକମ୍ପ ପ୍ରଭାବିତଙ୍କୁ ପତଞ୍ଜଳିର ସହାୟତା

ଭୁବନେଶ୍ୱର,୧୧।୧୧: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ସହଯୋଗୀ ସଂସ୍ଥା ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ ପକ୍ଷରୁ ୮ଟି ରିଲିଫ୍‌ ଟ୍ରକ୍‌ ନେପାଳ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ପତଞ୍ଜଳିର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ବାମୀ ରାମଦେବ ଏବଂ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ...

୩ ବର୍ଷରେ ୭,୭୦୦ କୋଟିର କାର୍ଯ୍ୟ ବରାଦ

ଭୁବନେଶ୍ୱର,୧୧।୧୧ : ରାଜ୍ୟର ଅର୍ଥନୈତିକ ଏବଂ ଶିଳ୍ପର ବିକାଶ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସ୍‌କମ୍‌ ବିଗତ ୩ ବର୍ଷ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଗ୍ରହଣ କରିଛି। ଏପରିକି ରାଜ୍ୟରେ ବିତରଣ...

ମୁନିକୋ ଫୁଡ୍‌ସ ଓଆଇସି (ମିଲେଟସ୍‌)ର ବିଜେତା

ଭୁବନେଶ୍ୱର,୧୧।୧୧, ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ପରିସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଅଭିନବ କାର୍ଯ୍ୟକ୍ରମ ‘ଓଡ଼ିଶା ଇନୋଭେସନ୍‌ ଚ୍ୟାଲେଞ୍ଜ ବା ଓଆଇସି (ମିଲେଟସ୍‌)’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ମୁନିକୋ ଫୁଡ୍‌ସ ପ୍ରଥମ ବିଜେତା ଭାବେ ୩ ଲକ୍ଷ ଟଙ୍କାର ପୁରସ୍କାର ସହ...

ଡ. ମୀନକେତନଙ୍କୁ ଟାଇମ୍ସ ବିଜ୍‌ନେସ୍‌ ଆୱାର୍ଡ

ଭୁବନେଶ୍ୱର,୧୧।୧୧ : ରାଜ୍ୟର ପ୍ରମୁଖ ଘରୋଇ ବିଦ୍ୟାଳୟ ‘ଓଡିଏମ୍‌ ପବ୍ଲିକ୍‌ ସ୍କୁଲ’ର ଅଧ୍ୟକ୍ଷ ତଥା ଓଡିଏମ୍‌ ଏଜୁକେଶନାଲ ଫାଉଣ୍ଡେଶନ ଏବଂ ହେଲ୍‌ଥଭିଲେ୍‌ର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନଙ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଟାଇମ୍ସ ଗ୍ରୁପ୍‌...

ଧନ୍‌ତେରସ୍‌ କାରବାର ଉତ୍ସାହଜନକ

ଭୁବନେଶ୍ୱର, ୧୧।୧୧, (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧନ୍‌ତେରସ ଉପଲକ୍ଷେ ସାରା ରାଜ୍ୟରେ ଏକ ପ୍ରକାର ଉତ୍ସବ ପାଳିତ ହେଉଥିଲା। ବିଶେଷକରି ଧନ୍‌ତେରସରେ ଧନ କ୍ରୟ (ମୂଲ୍ୟବାନ୍‌ ଅଳଙ୍କାର) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ...

କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସକୁ ଗୁରୁତ୍ୱ

ଭୁବନେଶ୍ୱର,୧୧।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ଏକ ନୂତନ ତଥା ଅତ୍ୟାଧୁନିକ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ...

ପାକିସ୍ତାନରେ ପାର୍ସପୋର୍ଟ ସଙ୍କଟ: ପେପର୍‌ ଅଭାବରୁ ବନ୍ଦ ହୋଇଗଲା ପାର୍ସପୋର୍ଟ ଛାପିବା

ଇସଲାମବାଦ,୧୦।୧୧: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢିବା ସହ ଦେଶରେ ମୁଦ୍ରାସ୍ପୀତି ଦେଖାଦେଇଛି। ସେହିପରି ଇନ୍ଧନ ଅଭାବ ହେତୁ ପାକିସ୍ତାନର ଏଆରଲାଇନ୍ସ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି।...

ହିରୋ ମୋଟୋକୋର୍ପ ଅଧ୍ୟକ୍ଷ ପଓ୍ବନ ମୁଞ୍ଜାଲଙ୍କ ୨୪.୯୫ କୋଟିର ସମ୍ପତ୍ତି ଆଟାଚ୍‌ କଲା ଇଡି

ନୂଆଦିଲ୍ଲୀ,୧୦।୧୧: ମନି ଲଣ୍ଡରିଂ ଘଟଣାରେ ତଦନ୍ତର ଅଂଶ ଭାବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ହିରୋ ମୋଟୋକର୍ପ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଓ୍ବନ କାଣ୍ଟ ମୁଞ୍ଜାଲଙ୍କ ୨୪.୯୫ କୋଟି ଟଙ୍କା ମୂଲ୍ୟର ତିନୋଟି ଅସ୍ଥାବର ସମ୍ପତ୍ତିକୁ ଆଟାଚ୍‌ କରିଛି। ଏନେଇ ଶୁକ୍ରବାର ସରକାରୀ...

ପୂର୍ବତନ ମିସ୍‌ ଇଣ୍ଡିଆଙ୍କ ହାତ ଧରିଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ ଜୟ, ଭବ୍ୟ ସମାରୋହରେ…

ନୂଆଦିଲ୍ଲୀ,୧୦।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍‌ ଉଦୟ କୋଟାକ୍‌ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍‌ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ। ଏହାପରେ ଉଦୟପୁରରେ...

ଧନତେରସରେ ରେକର୍ଡ ସ୍ତରରେ ସୁନା ବିକ୍ରି, ୨୭ହଜାର କୋଟି ଟଙ୍କାର ହେଲାଣି ସୁନା ବ୍ୟବସାୟ

ନୂଆଦିଲ୍ଲୀ,୧୦।୧୧: ଧନତେରସ ଉପଲକ୍ଷେ ଲୋକ ସୁନା-ରୁପା କିଣୁଛନ୍ତି। ଏନେଇ ଜୁଏଲରୀ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜିର ଦିନରେ ଜୁଏଲାରୀ ଦୋକାନୀମାନେ ରେକର୍ଡ ସ୍ତରର ବ୍ୟବସାୟ କରିଛନ୍ତି। ଅଲ ଇଣ୍ଡିଆ ଜ୍ୱେଲର୍ସ ଆଣ୍ଡ ଗୋଲ୍ଡସ୍ମିଥ୍‌ ଫେଡେରଶନର ରାଷ୍ଟୟୀୟ ଅଧ୍ୟକ୍ଷ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri