ବାଣିଜ୍ୟ

ରେଳବାଇକୁ ୬୦ ହଜାର ଜରିମାନା, ୧୩ ଘଣ୍ଟା ବିଳମ୍ବର ଦଣ୍ଡାଦେଶ…

ଏର୍ନାକୁଲମ,୨୮।୧୦ : ଅକ୍ଟୋବର 28 ରେ, କେରଳର ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ରେଳବାଇକୁ ଟ୍ରେନ ବିଳମ୍ବ ହୋଇଥିବା ନେଇ ଜଣେ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଭାରତୀୟ ରେଳବାଇକୁ...

ମୁକେଶ ଅମ୍ବାନୀଙ୍କୁ ମିଳିଛି ୫୫ ଯବାନଙ୍କ ଅଭେଦ୍ୟ ସୁରକ୍ଷା କବଚ, ମାସକୁ ଗଣନ୍ତି ମୋଟା ଅଙ୍କର ଟଙ୍କା

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି। ପୂର୍ବରୁ ଅମ୍ବାନୀଙ୍କ...

Bank Holidays November: ନଭେମ୍ବର ବିଭିନ୍ନ ପର୍ବରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮/୧୦: ଆସନ୍ତା ନଭେମ୍ବର ମାସରେ ଅନେକ ରାଜ୍ୟରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ, କାରଣ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଆଧାରରେ ଛୁଟି ମିଳିଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନଭେମ୍ବରରେ ସମସ୍ତ ରବିବାର ଦ୍ୱିତୀୟ...

୪୪ କୋଟି ଗ୍ରାହକଙ୍କୁ ଲାଭ: ପୁରା ୧ ବର୍ଷ ପାଇଁ ‘ଡିଜନୀ+ ହଟ୍‌ଷ୍ଟାର’ ମାଗଣା, ଅନ୍‌ଲିମିଟେଡ୍‌ ୫ଜି ବି…

ନୂଆଦିଲ୍ଲୀ,୨୮।୧୦: ଜିଓ ନିକଟରେ ୪୪ କୋଟି ବ୍ୟବହାରକାରୀଙ୍କ ବଡ଼ ୟୁଜରବେସ୍‌ ଅଛି। ଏହାଛଡ଼ା କମ୍ପାନୀ ନିକଟରେ ଗ୍ରାହକଙ୍କ ଲାଗି ଅନେକ ମନୋରଞ୍ଜନ ସମ୍ବନ୍ଧୀତ ପ୍ଲାନ୍‌ ରହିଛି। ଆଜି ଆମେ ଆପଣଙ୍କୁ ମାଗଣା ଡିଜନୀ+ ହଟ୍‌ଷ୍ଟାର ସବ୍‌ସ୍କ୍ରିପ୍‌ଶନ ଯୁକ୍ତ ପ୍ଲାନ ବିଷୟରେ...

ଆମେରିକାରେ ବଢିଛି ଭାରତୀୟ ଆମ୍ବର ଚାହିଦା

ଓ୍ବାଶିଂଟନ୍‌,୨୮।୧୦: ବିଦେଶରେ ବଢିଛି ଭାରତୀୟ ଆମ୍ବର ଚାହିଦା। ଆମ୍ବ ରପ୍ତାନିକାରୀମାନଙ୍କ ମଧ୍ୟରେ ଭାରତର ସ୍ଥାନ ଅନ୍ୟତମ। ଭାରତର ମୁକେଶ ଅମ୍ବାନୀ ଏସିଆର ସର୍ବବୃହତ ଆମ୍ବ ରପ୍ତାନିକାରୀ ମଧ୍ୟରୁ ଜଣେ। ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି। ତେବେ ଭାରତୀୟ...

ପିଆଜ ଦର ବୃଦ୍ଧିକୁ ନେଇ ବଡ ପଦକ୍ଷେପ ନେଲେ ମୋଦି ସରକାର

ନୂଆଦିଲ୍ଲୀ,୨୮।୧୦: ପାର୍ବଣ ଋତୁରେ ପିଆଜର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଦୀପାବଳି ଠିକ୍‌ ପୂର୍ବରୁ ପିଆଜ ଦର ୫୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ପିଟିଆଇ ଖବର ଅନୁଯାୟୀ ଖୁଚୁରା ବଜାରରେ ପିଆଜର ମୂଲ୍ୟ...

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି, ସପ୍ତାହରେ ୫ ଦିନ କାମ : ଆଇବିଏ ରଖିଲା ପ୍ରସ୍ତାବ

ନୂଆଦିଲ୍ଲୀ,୨୮।୧୦: ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ସରକାରୀ ତଥା କିଛି ପୁରୁଣା ବେସରକାରୀ ଜେନେରେଶନ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୧୫ ପ୍ରତିଶତ ବେତନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି, ଏବଂ ଖୁବ୍‌ଶୀଘ୍ର ସପ୍ତାହରେ ୫ ଦିନ କାମ ଆରମ୍ଭ କରିବାର...

୨୦ କୋଟି ନ ଦେଲେ କରିବୁ ହତ୍ୟା: ମୁକେଶ ଅମ୍ବାନୀଙ୍କୁ ଆସିଲା ଏଭଳି ଧମକ

ମୁମ୍ବାଇ,୨୮।୧୦: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି ମେଲ ୨୭ ଅକ୍ଟୋବରରେ...

ପୁରୀରେ ଖୋଲିଲା ପାତ୍ର ଇଲେକ୍ଟ୍ରୋନିକ୍ସର ୩୧ତମ ଷ୍ଟୋର

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ପୁରୀ ଭିଆଇପି ରୋଡ୍‌ରେ ପାତ୍ର ଇଲେକ୍ଟ୍ରୋନିକ୍ସର ୩୧ତମ ଷ୍ଟୋର ଖୋଲାଯାଇଛି। ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ରିଟେଲ ମାର୍କେଟିଂ ହେଡ୍‌ ମନୀଷ ଗୁପ୍ତା, ବିହାର ଓ ଓଡ଼ିଶା ରିଜିଓନାଲ ବିଜ୍‌ନେସ୍‌ ହେଡ୍‌ ଅଶେଷ ନନ୍ଦ, ବ୍ରାଞ୍ଚ ମ୍ୟାନେଜର ସନ୍ଦୀପ ପାତ୍ର ପ୍ରମୁଖ...

ପୂଜାରେ ‘ସ୍ମାର୍ଟ ବଜାର ଚଲିଏ’ କ୍ୟାମ୍ପେନ୍‌

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ପୂଜା ବଜାରରେ କିଣାକିଣିରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ପାଇଁ ସ୍ମାର୍ଟ ବଜାର ପକ୍ଷରୁ ସ୍ବତନ୍ତ୍ର ଅଫର ଘୋଷଣା ହୋଇଛି। ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସ୍ମାର୍ଟ ବଜାରର ବ୍ରାଣ୍ଡ ଆମ୍ବାସାଡାର ରହିଥିବାବେଳେ ବ୍ରାଣ୍ଡ କ୍ୟାମ୍ପେନ୍‌ ‘ସ୍ମାର୍ଟ...

ହେଲ୍‌ଥଭିଲେର ସିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା) : ଜୟଦେବବିହାର ଗଙ୍ଗାଧର ମେହେର ମାର୍ଗରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ‘ହେଲ୍‌ଥଭିଲେ’ର ସିଟି ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ସୂଚନାଥାଉ କି, ବାରଙ୍ଗସ୍ଥିତ ଭାଲୁଙ୍କା ଅଞ୍ଚଳର...

ୟୁବିଆଇର ମେଗା ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୨୮।୧୦ :ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ସଂଯୋଗୀକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଆସ୍ପିରେଶନାଲ ଜିଲା ଖୋର୍ଦ୍ଧା ପାଇଁ ଏହି ଅଭିଯାନ ୟୁବିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri