ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୨୭।୧୦:କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ୍‌...

ବଜାରରେ କପିଳାର ନୂଆ ଏଚ୍‌ପିଏଫ୍‌

ଭୁବନେଶ୍ୱର ,୨୭।୧୦ (ଅଭୟ ଦାଶ):ଦେଶର ପ୍ରମୁଖ ପଶୁଦାନା ଉତ୍ପାଦକ କାମଧେନୁ କ୍ୟାଟେଲ ଫିଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ କପିଳା ପଶୁ ଆହାରର ନୂତନ ଉତ୍ପାଦ ‘ହାଇ ପ୍ରୋଟିନ୍‌ ଆଣ୍ଡ ଫ୍ୟାଟ୍‌’(ଏଚ୍‌ପିଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର...

୯୯୯ ଟଙ୍କା ମୂଲ୍ୟ ଫୋନରେ ୟୁପିଆଇ ପେମେଣ୍ଟ ସୁବିଧା: ଜାଣନ୍ତୁ କେମିତି ଉଠାଇବେ ଲାଭ

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସ୍ମାର୍ଟଫୋନ ମାଧ୍ୟମରେ ୟୁପିଆଇ ଦେୟ ପ୍ରଦାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ସୁବିଧା ଫିଚର୍‌ ଫୋନରେ ମଧ୍ୟ ଉପଲବ୍ଧ ହେବା ଆରମ୍ଭ କରିଛି। ନିକଟରେ ଏଚ୍‌ଏମ୍‌ଡି ଗ୍ଲୋବାଲ ଏହାର ନୂତନ ସୁଲଭ ମୂଲ୍ୟର ଫିଚର୍‌ ଫୋନ...

ବ୍ୟକ୍ତିଗତ ଜୀବନୀକୁ ନେଇ ବଡ଼ ଖୁଲାସା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ନୀତା ଅମ୍ବାନୀ

ମୁମ୍ବାଇ,୨୭।୧୦: ଆଜିକାଲି ଝିଅମାନେ ସବୁ କ୍ଷେତ୍ରରେ ପୁଅମାନଙ୍କ ସହିତ ସମାନ। ମୋ ଘରେ ତିନି ପିଲା ଆକାଶ, ଅନନ୍ତ ଏବଂ ଇଶାଙ୍କ ମଧ୍ୟରେ ଭେଦଭାବ ମୁଁ କରି ନ ଥିଲି। ରିଲାଏନ୍ସରେ ତିନିଜଣଙ୍କୁ ସମାନ ଭାଗୀଦାରୀ ଦେଇଛନ୍ତି। ଏସିଆର ସବୁଠାରୁ...

ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ...

ଏକ ସପ୍ତାହରେ ୫୦% ପର୍ଯ୍ୟନ୍ତ ମହଙ୍ଗା ହେଲା ପିଆଜ

ନୂଆଦିଲ୍ଲୀ,୨୬।୧୦: ଟମାଟୋ ପରେ ଏବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଖୁଜୁରା ବଜାରରେ ପିଆଜ ୫୦ରୁ ୬୦ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି। ଏକ ସପ୍ତାହ ପୂର୍ବରୁ ପିଆଜ ୩୦ରୁ ୪୦ ଟଙ୍କା କିଲୋଗ୍ରାମରେ ମିଳୁଥିଲା। ତେବେ...

ସେୟାର ବଜାରରେ ହାହାକାର: ୮୦୦ ପଏଣ୍ଟ ଖସିଲା ସେନସେକ୍ସ, ୭ ଦିନରେ ୨୦ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୨୬/୧୦: ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଲଗାତାର ଷଷ୍ଠ ଦିନ ପାଇଁ ଏହି ହ୍ରାସ ଧାରା ଲାଗି ରହିଛି। ଏହି ସମୟରେ ସେନସେକ୍ସ ୮୧୧.୧୯ ପଏଣ୍ଟ ହ୍ରାସ ପାଇ ୬୩,୨୩୭.୮୭ରେ ପହଞ୍ଚିଥିବା ବେଳେ ନିଫ୍ଟି...

ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ ଉନ୍ମୋଚିତ: ରହିଛି ଭଏସ୍‌ ଆସିଷ୍ଟ୍‌, କଲ୍‌ ଓ ମେସେଜ୍‌ ଆଲର୍ଟ ଭଳି ସୁବିଧା…

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନି ପକ୍ଷରୁ ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନିର ବରିଷ୍ଠ...

ଜିଓ ଦେଶରେ ୧ ନମ୍ବର ନେଟ୍‌ୱର୍କ

ଭୁବନେଶ୍ୱର,୨୬।୧୦: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଭାରତର ୧ ନମ୍ବରର ନେଟ୍‌ଓ୍ବର୍କ ମାନ୍ୟତା ହାସଲ କରିଛି। ଏପରିକି ଓକ୍‌ଲା ପକ୍ଷରୁ ନିକଟରେ କରାଯାଇଥିବା ସ୍ପିଡ୍‌ ପରୀକ୍ଷା ଆୱାର୍ଡରେ ଜିଓ ସମସ୍ତ ପୁରସ୍କାର ଯଥା ଦ୍ରୁତ ମୋବାଇଲ୍‌...

ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ ଦିଆଯାଇଛି। ବିଶେଷକରି ଏହି ସହଯୋଗ ବୁଝାମଣାପତ୍ର (ଏମ୍‌ଓସି) ୨୦୨୩ ଜୁଲାଇରେ ସ୍ବାକ୍ଷର...

ଦୁଇଜଣ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ଘରୋଇ ବ୍ୟାଙ୍କ ଗୁଡିକୁ କହିଲେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫।୧୦: ଦେଶର ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକର ଭାରତୀୟ ଶାଖା ଗୁଡିକରେ ଦୁଇ ଜଣ ଲେଖାଏଁ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦୁଇ ନିର୍ଦେଶକଙ୍କ ବ୍ୟତୀତ ପରିଚାଳନା ନିର୍ଦେଶକ(ଏମଡି) ଏବଂ ମୁଖ୍ୟ...

ନଭେମ୍ବର ପହିଲାରୁ ଏସବୁ ବଡ଼ ପରିବର୍ତ୍ତନ, ବ୍ୟବସାୟୀଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୦ : ପ୍ରତ୍ୟେକ ମାସ କିଛି ପରିବର୍ତ୍ତନ ସହିତ ଆରମ୍ଭ ହୋଇଥାଏ। ଆଗକୁ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ପହିଲାଠାରୁ ବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri