ବାଣିଜ୍ୟ

ଘରର ଅଳିଆ ବିକ୍ରି କରି କୋଇଲା ମନ୍ତ୍ରଣାଳୟ ପାଇଲା ଏତେ କୋଟି ଟଙ୍କା, ଖବର ଶୁଣି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୫।୧୦: ଆଲୋକର ପର୍ବ ଦୀପାବଳୀକୁ ଆଉ କେଇଟା ଦିନ ବାକି ଅଛି। ଏଥିପାଇଁ ଆପଣ ଘର ସଫାସଫି କାମ ଆରମ୍ଭ କରିସାରିଥିବେ। ଏହି କ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟ ସବୁ ଅଫିସରେ ସଫେଇ କାମ ଆରମ୍ଭ କରିଛନ୍ତି।...

ଏସବୁ ଫୋନରେ ହ୍ବାଟସଆପ ବନ୍ଦ, ଜାଣନ୍ତୁ ଅଛି କି ଆପଣଙ୍କ ହ୍ୟାଣ୍ଡସେଟ…

ନୂଆଦିଲ୍ଲୀ,୨୪।୧୦ : ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। ହ୍ବାଟସଆପ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଏହା ମନୋନୀତ ଉପଭୋକ୍ତାଙ୍କ ପାଇଁ ସେବା ଶେଷ କରିବ। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା...

ବଦଳି ଯିବ କି ଉଇକିପିଡିଆର ନାଁ!

ନୂଆଦିଲ୍ଲୀ,୨୪।୧୦: ଉଇକିପିଡିଆର ନାଁ ପରିବର୍ତ୍ତନ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ସୋସିଆଲ ମିଡିଆ ଏକ୍ସର ସିଇଓ ଏଲନ ମସ୍କ। ଡିଜିଟାଲ ଏନସାଇକ୍ଲୋପିଡ଼ିଆ କୁହାଯାଉଥିବା ଉଇକିପିଡିଆରେ ସୁବ ବର୍ଗର ପାଠକ ମାଗଣାରେ ବହୁ ତଥ୍ୟ ପାଇପାରନ୍ତି। ଏହି ଜିଡିଟାଲ ଏଡିସନ...

୨୦୩୦ ସୁଦ୍ଧା ଜାପାନକୁ ଅତିକ୍ରମ କରି ଭାରତ ହେବ ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୪/୧୦: ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ। ଏହାପରେ ଭାରତ ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଡିଜନି ମଧ୍ୟରେ ହୋଇଥିବା ଚୁକ୍ତିରେ ସମସ୍ୟା! ହୋଇପାରେ ବଡ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୪।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି ବାଟରେ ବଡ଼ ସମସ୍ୟା ଆସିପାରେ। ସୋମବାର ବ୍ଲୁମବର୍ଗର ରିପୋର୍ଟରୁ ଜଣା ପଡିଥିଲା ଯେ, ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ...

ପାର୍ବଣ ଋତୁରେ ରେଲଓ୍ବେ କର୍ମଚାରୀଙ୍କୁ ବଡ ଉପହାର ଦେଲେ ସରକାର

ନୂଆଦିଲ୍ଲୀ,୨୪।୧୦: ଦଶହରା ଏବଂ ଦୀପାବଳି ଅବସରରେ ରେଲଓ୍ବ ବୋର୍ଡ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଉପହାର ଦେଇଛି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ରେଲଓ୍ବ ବୋର୍ଡ ଘୋଷଣା କରିଛି। ଏହା ପରେ ଏହା ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛ।...

୨୦ ହଜାର ଟଙ୍କାରୁ ବି କମରେ ମିଳୁଛି ଆଇଫୋନ ୧୪: ଜାଣନ୍ତୁ କେମିତି ଉଠାଇପାରିଲେ ଅଫର୍‌ ଲାଭ

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ଦଶହରା ସେଲ୍‌ ଆରମ୍ଭ ହୋଇଛି। ଏହି ସେଲ୍‌ ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ସେଲ୍‌ରେ ବିଭିନ୍ନ ଜିନିଷ ଉପରେ ରିହାତି ଦିଆଯାଉଛି। ଏହାପୂର୍ବରୁ ଫ୍ଲିପ୍‌କାର୍ଟରେ ବିଗ ବିଲିୟନ ଡେ ସେଲ୍‌...

ଦାଣ୍ଡିଆ ପ୍ରତି ବଢ଼ୁଛି ଯୁବ ବର୍ଗଙ୍କ ଆଗ୍ରହ: ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଆୟୋଜିତ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ସଫଳତାର...

ଭାରତରେ ନିଜ ବ୍ୟବସାୟକୁ ରିଲିଏନ୍ସ କମ୍ପାନୀକୁ ବିକ୍ରିକଲା ଡିଜନୀ: ରିପୋର୍ଟ

ନୂଆଦିଲ୍ଲୀ, ୨୩।୧୦: ଅନେକ ଚର୍ଚ୍ଚା ମଧ୍ୟରେ ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତି ଅନୁଯାୟୀ ଡିଜନୀ ଷ୍ଟାରର...

ବଦଳିବ ୮୪ କୁଟିଆ ରୂପରେଖ

ଭୁବନେଶ୍ୱର,୨୩।୧୦( ଅନୁରାଧା ମହାରଣା): ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ଟ୍ରାନ୍ସେଡେଣ୍ଟାଲ ମେଡିଟେଶନ (ଯୋଗ ଓ ଧ୍ୟାନ)ର ପ୍ରଚାର ପ୍ରସାରର ଆରମ୍ଭ ହୋଇଥିବା ବିଟିଲ୍ସ ଆଶ୍ରମ ବା ୮୪ କୁଟିଆର ରୂପରେଖ ବଦଳିବ। ଏନେଇ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ବନ...

ଏମ୍‌ଏସ୍‌ଇଡିସିଏଲ୍‌କୁ ୫୦,୦୦୦ ଏସ୍‌ବିଡବ୍ଲ୍ୟୁପିଏସ୍‌

ଭୁବନେଶ୍ୱର, ୨୩।୧୦: ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ଲିମିଟେଡ (ଏମ୍‌ଏସ୍‌ଇଡିସିଏଲ୍‌) କୁ ନିକଟରେ ୫୦,୦୦୦ ଅଫ ଗ୍ରୀଡ ସୋଲାର ଫଟୋ ଭୋଲଟାଇକ ୱାଟର ପମ୍ପିଂ ସିଷ୍ଟମ (ଏସ୍‌ପିଡବ୍ଲ୍ୟୁପିଏସ) ଶକ୍ତି ପମ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ବିଶେଷ କରି ପିଏମ୍‌ କୁସୁମ...

ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୨୩।୧୦: ବନ୍ଧନ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୮% ବୃଦ୍ଧି ପାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri