ବାଣିଜ୍ୟ

ଅଡୁଆରେ ମାରୁତି ସୁଜୁକି, ଆୟକର ବିଭାଗ ପଠାଇଲା ୨୧୬୦ କୋଟି ଟଙ୍କାର ବକେୟା ଦେବାର ନୋଟିସ୍‌

ନୂଆଦିଲ୍ଲୀ,୪।୧୦: ଦେଶର ସବୁଠାରୁ ବଡ଼ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକିକୁ ଆୟକର ବିଭାଗ ଟିକସ ନୋଟିସ୍‌ ପଠାଇଛି। ୨,୧୬୦ କୋଟି ଟଙ୍କାର ବକେୟା ରାଶି ଦେବା ଲାଗି ବିଭାଗ ପକ୍ଷରୁ ନୋଟିସ୍‌ କରାଯାଇଥିବା କମ୍ପାନୀ କହିଛି। ଏହି ମାମଲା...

ଏଲ୍‌ଆଇସିକୁ ୮୪ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍‌ ପଠାଇଲା ଆୟକର ବିଭାଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)କୁ ଆୟକର ବିଭାଗ ପକ୍ଷରୁ ଟିକସ ନୋଟିସ୍‌ ମିଳିଛି। ନୋଟିସ୍‌ରେ ଆୟକର ବିଭାଗ ୮୪ କୋଟି ଟଙ୍କା ଜରିମାନା ଦେବାକୁ ଦାବି କରିଛି। ୩ ବର୍ଷ ଆଧାରରେ ଏହି ଦାବି କରାଯାଇଛି। ତେବେ ଆୟକର...

କାନାରା ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛତା ହିଁ ସେବା

ଭୁବନେଶ୍ୱର,୪।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ଶାଖାଗୁଡ଼ିକରେ...

ୟୁବିଆଇର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୪।୧୦: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛତା ଅଭିଯାନ (ସ୍ବଚ୍ଛତା ହିଁ ସେବା) କାର୍ଯ୍ୟକ୍ରମ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କ ଏବଂ ମୋ ବସ୍‌ ଷ୍ଟାଣ୍ଡ୍‌ଠାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର...

ଏଡୁନମ୍‌ ପକ୍ଷରୁ ପ୍ରି ଡିପାର୍ଚର ସେରେମନି

ଭୁବନେଶ୍ୱର,୪।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଡୁନାମ ପକ୍ଷରୁ ଏକ ପ୍ରି ଡିପାର୍ଚର ସେରେମନି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ଭାବ୍ୟ ଡାକ୍ତରୀ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବିଦାୟ...

ଏଚ୍‌ସିଆଇଏଲ୍‌ର ନୂତନ ଫେଷ୍ଟିଭ ଏଡିଶନ

ଭୁବନେଶ୍ୱର,୪॥୧୦ (ଅଭୟ ଦାଶ): ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ନୂତନ ଫେଷ୍ଟିଭ ଏଡିସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୋଣ୍ଡାର ଅଗ୍ରଣୀ ବ୍ରାଣ୍ଡ୍‌ ହୋଣ୍ଡା ସିଟି (ଏଲେଗାଣ୍ଟ ଏଡିଶନ) ଏବଂ ହୋଣ୍ଡା ଆମେଜ (ଏଲାଇଟ...

ଲାଇଫ ଷ୍ଟାଇଲ୍‌ର ପୂଜା ସମ୍ଭାର

ଭୁବନେଶ୍ୱର,୪।୧୦: ଲାଇଫ୍‌ଷ୍ଟାଇଲ୍‌ର ବହୁ ପ୍ରତୀକ୍ଷିତ ‘ପୂଜା ସମ୍ଭାର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଲାଇଫ ଷ୍ଟାଇଲ୍‌ ପୂଜା ସମ୍ଭାରରେ ଆକର୍ଷଣୀୟ ପୋଷାକ ପ୍ରଦାନ କରୁଛି, ଯାହା ଉତ୍ସବର ସମୃଦ୍ଧ ପରମ୍ପରାକୁ ଗ୍ରହଣ କରିବାର ଆବଶ୍ୟକତା ପୂରଣ କରିବ। ଆଧୁନିକ...

ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଉନ୍ମୋଚିତ

ଭୁବନେଶ୍ୱର,୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ,...

ଜେଜେଭିର ନୂତନ ଅଭିଯାନ

ଭୁବନେଶ୍ୱର,୪।୧୦: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଭିଜନ (ଜେଜେଭି)ର ନୂତନ ଅଭିଯାନ ‘ଆକ୍ୟୁଭ୍ୟୁ ସେ ପୁଛୋ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଭିଯାନ ଜରିଆରେ ବଲିଉଡ୍‌ ଅଭିନେତା ରଣବୀର ସିଂ ବ୍ରାଣ୍ଡ୍‌ର ଲେନ୍‌ସର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି...

ସୂତାର ଏକ୍ସକ୍ଲୁସିଭ ରିଟେଲ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୪।୧୦: ହୋମ୍‌-ଗ୍ରାଉନ ଆର୍ଟିସ୍‌ନାଲ ବ୍ରାଣ୍ଡ୍‌ ସୂତା’ର ନୂତନ ଏକ୍ସକ୍ଲୁସିଭ ରିଟେଲ ଆଉଟ୍‌ଲେଟ (ଷ୍ଟୋର) ଭୁବନେଶ୍ୱରର ସାମନ୍ତବିହାର ଗଜପତିନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏ ସମ୍ପର୍କରେ ସୂତା’ର ସହପ୍ରତିଷ୍ଠାତା ସୁଜାତା ବିଶ୍ୱାସ କହିଛନ୍ତି, ଆମେ ଏକ ଶାଢ଼ି ସହିତ ଆମର...

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୪।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ମଙ୍ଗଳବାର ବମ୍ବେ ଷ୍ଟକ୍‌...

୨୦୨୩-୨୪ ରେ ଜିଡିପି ୬.୩%କୁ ବୃଦ୍ଧି ପାଇବ

ଭୁବନେଶ୍ୱର,୪।୧୦(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ହାର ୬.୩%କୁ ବୃଦ୍ଧି ପାଇବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ୨୦୨୩ ଅକ୍ଟୋବର ପାଇଁ ଏହାର ‘ଇଣ୍ଡିଆ ଡେଭଲପମେଣ୍ଟ ଅପ୍‌ଡେଟ୍‌’ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri