ବାଣିଜ୍ୟ

କ୍ୱାଣ୍ଟମ ଏଏମ୍‌ସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୪।୧୦: କ୍ୱାଣ୍ଟମ ଏଏମ୍‌ସିର ନୂତନ ଉତ୍ପାଦ ‘କ୍ୱାଣ୍ଟମ ସ୍ମଲ୍‌ କ୍ୟାପ୍‌ ଫଣ୍ଡ’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଏକ ନୂଆ ଫଣ୍ଡ ଅଫର (ଏନ୍‌ଏଫ୍‌ଓ)ର ଶୁଭାରମ୍ଭ କରାଯାଇଛି। ଏହ ଅଫର ୨୦୨୩ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉପଲବ୍ଧ। ଏ...

ଅରୁନ୍ଧତୀ ଜୁଏଲର୍ସର ପ୍ରିମିୟମ କଲେକ୍ସନ ଉନ୍ମୋଚିତ

ଭୁବନେଶ୍ୱର,୧୪।୧୦: ଅରୁନ୍ଧତୀ ଜୁଏଲର୍ସର ନୂତନ ତଥା ପ୍ରିମିୟମ କଲେକ୍ସନ ‘ଅର୍କ ଓ ଅମେୟା’କୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର କଳା, ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଓ ପ୍ରସ୍ତର ଖୋଦେଇ କାରୁକାର୍ଯ୍ୟକୁ ନେଇ ସ୍ବତନ୍ତ୍ର ଭାବେ ଅର୍କ ଗହଣା...

କାନାରା ବ୍ୟାଙ୍କର ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୧୪।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ମୁଦ୍ରା ବିନିମୟ ମେଳାର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କ ପକ୍ଷରୁ ପୁରୁଣା, ମଇଳା ଏବଂ ଚିରାଫଟା ନୋଟ୍‌ ବଦଳରେ ନୂଆ ନୋଟ୍‌ ଏବଂ କଏନ୍‌ ଦେବାର ବ୍ୟବସ୍ଥା...

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର, ୧୪।୧୦: ଗତ କିଛିଦିନ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ...

ଖୋଲାବଜାରରେ ଗହମ ବିକୁଛି ଏଫ୍‌ସିଆଇ

ଭୁବନେଶ୍ୱର,୧୪।୧୦ (ଅଭୟ ଦାଶ): ବିଗତ କିଛି ମାସ ହେଲା ଖୋଲା ବଜାରରେ ଗହମ ଅଭାବ ଦେଖାଦେଇଛି। ଫଳରେ ଗହମ ଜାତୀୟ ଖାଦ୍ୟ ପଦାର୍ଥ ସାଙ୍ଗକୁ ଅଟାର ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ସରକାରଙ୍କୁ ଆଗୁଆ ସୂଚନା ପ୍ରଦାନ...

ପେଟିଏମ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ, ଦେବାକୁ ହେବ ୫.୩୯ କୋଟି

ନୂଆଦିଲ୍ଲୀ,୧୩।୧୦: ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପେଟିଏମ୍‌ କଓ୍ବୋଇସି ସମେତ କିଛି ନିୟମ ପାଳନ ନ କରିବାକୁ ନେଇ ୫.୩୯ କୋଟି ଟଙ୍କାର ଜରିମାନା ଦେବ ବୋଲି ଜଣାପଡ଼ିଛି। ଆର୍‌ବିଆଇ କହିଛି,...

ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍‌ଫୋସିସ୍‌’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଦ୍ୱିତୀୟ ତ୍ରୈମାସିକରେ କର୍ମଚାରୀଙ୍କ ସଂଖ୍ୟା ୭,୫୦୦ କମିଛି।...

ବିଓବି ପକ୍ଷରୁ ୩୪୫ ସ୍କୁଟି ବଣ୍ଟନ

ଭୁବନେଶ୍ୱର,୧୩।୧୦:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଓଡ଼ିଶା କ୍ଷେତ୍ର ପକ୍ଷରୁ ୩୪୫ଟି ସ୍କୁଟି ବଣ୍ଟନ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ରାଜ୍ୟର ବିଭିନ୍ନ ବିଓବି ଶାଖା ଜରିଆରେ ସ୍କୁଟି...

ଆଇନଗତ ବିଦ୍ୟୁତ୍‌ ସଂଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର,୧୩।୧୦:ପ୍ରତିବର୍ଷ ଭଳି ଚଳିତ ବର୍ଷ ପାର୍ବଣ ସମୟରେ ଆଇନଗତ ବିଦ୍ୟୁତ୍‌ ସଂଯୋଗକୁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଚଳିତ ପାର୍ବଣ ଏବଂ ଆଗାମୀ ଦଶହରା ସମୟରେ ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ...

ପାହାଳରେ ମୋଟୋ ଭାଲ୍‌ଟର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୧୦:ମୋଟୋ ଭାଲ୍‌ଟ ମଲ୍‌ଟି ବ୍ରାଣ୍ଡ୍‌ ସୁପର ବାଇକର ନୂତନ ଆଉଟ୍‌ଲେଟ (ଫ୍ରାଞ୍ଚାଇଜ) ଗୁରୁବାର ଭୁବନେଶ୍ୱରର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସଆର ଅଟୋମୋବାଇଲ ଆନୁକୂଲ୍ୟରେ ଉକ୍ତ ଆଉଟ୍‌ଲେଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ମୋଟୋ ଭାଲ୍‌ଟ ଆନ୍ତର୍ଜାତିକ ମାନର...

ପିଏନ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୧୦:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ର ନୂତନ ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଭୁପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%

ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri