ବାଣିଜ୍ୟ

ଜେଏସ୍‌ଡବ୍ଲ୍ୟୁକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର

ଭୁବନେଶ୍ୱର,୨୯।୯:ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌କୁ ସମ୍ମାନଜନକ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର’ ଦିଆଯାଇଛି। ବିଶେଷକରି...

ସେନ୍‌କୋର ଡାଇମଣ୍ଡ୍‌ ମେଳା

ଭୁବନେଶ୍ୱର, ୨୯।୯:ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ବହୁ ପ୍ରତିକ୍ଷୀତ ‘ଡାଇମଣ୍ଡ ମେଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ହୀରା, ସୁନା, ପ୍ଲାଟିନମ୍‌, ଷ୍ଟଡେଡ୍‌ ପ୍ଲାଟିନମ୍‌, ରୁପା, ଜେମ୍‌ଷ୍ଟୋନ୍‌, ଗସିପ୍‌ ଭଳି ଗହଣା ଉପରେ ଆକର୍ଷଣୀୟ ରିହାତି...

ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପରିବେଶକୁ ଗୁରୁତ୍ୱ

ଭୁବନେଶ୍ୱର, ୨୯।୯ (ଅଭୟ ଦାଶ):ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱ ପ୍ରଦୂଷଣଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିଥିବାବେଳେ ଭାରତ ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନମୁକ୍ତ କରିବା ନେଇ ଯୋଜନା କରୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ଦୃଷ୍ଟିରୁ...

ଅଗଷ୍ଟରେ କ୍ରେଡିଟ କାର୍ଡରେ କାରବାର ହୋଇଛି ୧.୫ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୯: ଭାରତରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସପିଂ ଠାରୁ ଆରମ୍ଭ କରି ଘର ଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଇଏମଆଇ ବି...

ଖୋଲାରେ ବିକ୍ରି ହେବନି ମିଠା: ଏଫଏସଏସଏଆଇ

ନୂଆଦିଲୀ,୨୮।୯: ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ କରିବେ। ଆଉ କିଛି ବାହାର ମିଠା ପ୍ରସ୍ତୁତ ହେଉଥିବା ଦୋକାନରୁ ମିଠା କିଣିବେ।...

ଆଗକୁ ଦୀପାବଳି: ପୁଣି ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ,୨୮।୯: ଯଦି ଆପଣ ସୁନା ଓ ରୁପା ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି। ସୁନା ଓ ରୁପା ଦର ହ୍ରାସ ପାଇଛି। ପାର୍ବଣକୁ ନେଇ ଗତ ଦୁଇ ମାସ ମଧ୍ୟରେ ସୁନା ଦରରେ ୨୪୦୦ଟଙ୍କା...

ଗେମିଂ ପରେ ଏବେ କଣ୍ଟେଟ କ୍ରିଏଟରଙ୍କୁ ବଡ଼ ଝଟକା: ଲାଗିବ ୧୮ ପ୍ରତିଶତ ଜିଏସଟି…

ନୂଆଦିଲ୍ଲୀ,୨୮।୯ : ଗୁଗୁଲ ଏବଂ ଫେସବୁକ ପରି ଏଡେକ କମ୍ପାନୀଗୁଡିକ ଉପରେ ଆଗାମୀ ଦିନରେ ଆର୍ଥିକ ବୋଝ ବୃଦ୍ଧି ପାଇପାରେ। କାରଣ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଆଇସି)ର ବିଜ୍ଞପ୍ତି ଅନୁଯାୟୀ ଅନଲାଇନ ରୋଜଗାର କରୁଥିବା ସମସ୍ତ କମ୍ପାନୀରୁ...

ବ୍ୟାଙ୍କମିତ୍ର ତାଲିମ ଶିବିର

ଭୁବନେଶ୍ୱର,୨୮।୯: ଓଡ଼ିଶା ଜୀବିକା ମିଶନ ଓ ରୁଡ୍‌ସେଟର ମିଳିତ ସହଭାଗିତାରେ ଏକ ୬ ଦିନିଆ ବ୍ୟାଙ୍କ ମିତ୍ର ତାଲିମ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ମହିଳା ସଶକ୍ତୀକରଣ ଓ ଆର୍ଥିକ ସାକ୍ଷରତାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ...

ନୀତାଙ୍କୁ ସିଟିଜେନ୍‌ ଅଫ୍‌ ମୁମ୍ବାଇ ଆୱାର୍ଡ

ଭୁବନେଶ୍ୱର,୨୮।୯(ଅଭୟ ଦାଶ): ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଏମ୍‌ ଅମ୍ବାନୀଙ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରୋଟାରି କ୍ଲବ ଅଫ୍‌ ବମ୍ବେ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ନୀତାଙ୍କୁ ୨୦୨୩-୨୪ ବର୍ଷ...

ଜୋନାଲ ମାଇନ୍ସ ରେସ୍‌କ୍ୟୁ ପ୍ରତିଯୋଗିତା ଉଦ୍‌ଯାପିତ

ତାଳଚେର,୨୮ା୯(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ ଜଗନ୍ନାଥ କ୍ଷେତ୍ରରେ ୨୭ତମ କ୍ଷେତ୍ରୀୟ ଖଣି ଉଦ୍ଧାର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ଜୋନ ରାଞ୍ଚି ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌)ଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଏମ୍‌ସିଏଲ୍‌ ସିଏମ୍‌ଡି ଓମ୍‌ ପ୍ରକାଶ...

ଏଲପିଜି ସବସିଡି-ମାଗଣା ରାଶନ ଯୋଜନାର ହେବ ସମୀକ୍ଷା, ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ନୂଆ ରଣନୀତି …

ନୂଆଦିଲ୍ଲୀ,୨୭।୯ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଏଲପିଜିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ସର୍ବବୃହତ ସବସିଡି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଦାୟିତ୍ୱ ନୀତି ଆୟୋଗକୁ ଦିଆଯାଇଛି।...

୩ମାସରେ ୮୩୦୦କୋଟି ଟଙ୍କା ଋଣ ପରିଶୋଧ କରିବ ବେଦାନ୍ତ, କମ୍ପାନୀର ରେଟିଂ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୭।୯: ଉଦ୍ୟୋଗପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତର ସମସ୍ୟା ବଢିବାରେ ଲାଗିଛି। କମ୍ପାନୀ କରଜରେ ବୁଡି ରହିଛି। ବର୍ତ୍ତମାନ ମୁଡି ଇନଭେଷ୍ଟର୍ସ ସର୍ଭିସେସ କମ୍ପାନୀର କ୍ରେଡିଟ ରେଟିଂ ହ୍ରାସ କରିଛି। କମ୍ପାନୀ ଦିନକୁ ଦିନ ଋଣ ଚାପରେ ଫସୁଥିବା ଦେଖି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri