ବାଣିଜ୍ୟ

ଏତିହାଦ୍‌ ଏୟାରଓ୍ବେଜ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କଟ୍ରିନା

ନୂଆଦିଲ୍ଲୀ,୧୨।୯: ୟୁଏଇର ଜାତୀୟ ପରିବହନକାରୀ ସଂସ୍ଥା ଏତିହାଦ୍‌ ଏୟାରଓ୍ବେଜ୍‌ ବଲିଉଡ ସୁପଷ୍ଟାର କଟ୍ରିନା କୈଫଙ୍କୁ ଏହାର ନୂତନ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୧୦ରେ କଟ୍ରିନା ଏତିହାଦ୍‌ ସହ କାମ କରିଥିଲେ। ତେବେ ଏବେ କଟ୍ରିନା...

ଅଦରକାରୀ ଫାଇଲ ବିକି ହଜାରେ କୋଟି ଆୟ କରିବେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୨।୯ : ରଦ୍ଦି କାଗଜରୁ କେନ୍ଦ୍ର ସରକାର ହଜାରେ କୋଟି ଟଙ୍କା ରୋଜଗାର କରିବେ। ବାସ୍ତବରେ କେନ୍ଦ୍ର ସରକାର ଆସନ୍ତା ମାସରୁ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ସରକାରୀ...

ଫେମସ ଜର୍ନାଲରେ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୧୨।୯: ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନେତ୍ୱତୃରେ ଅନେକ ନୂତନ ଗୁଣାତ୍ମକ ଔଷଧ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଜଡ଼ି ବୁଟି ସାମଗ୍ରୀ ଉପରେ ଗବେଷଣା କରି ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଅନେକ...

ସୋନି ବ୍ରାଭିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୧୨।୯: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ବ୍ରାଭିଆ ଏକ୍ସଆର୍‌ ମାଷ୍ଟର ସିରିଜ୍‌ ଏ୯୭ଏଲ୍‌ ଓଏଲ୍‌ଇଡି ୬୫ ଏବଂ ୫୫ ଇଞ୍ଚର ଦୁଇଟି ସ୍କ୍ରିନ୍‌ରେ ଉପଲବ୍ଧ।...

ଅଗଷ୍ଟରେ ସୋନାଲିକାର ୧୦,୬୩୪ ୟୁନିଟ୍‌ ବିକ୍ରି

ଭୁବନେଶ୍ୱର,୧୨।୯: ସୋନାଲିକା ଟ୍ରାକ୍ଟର୍ସ ୨୦୨୩ ଅଗଷ୍ଟରେ ମୋଟ ୧୦,୬୩୪ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଏପରିକି କମ୍ପାନୀ ଅଗଷ୍ଟରେ ମାସିକ ସର୍ବାଧିକ ୧୬,୩୦୦ ଟ୍ରାକ୍ଟର ଉପତ୍ାଦନ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ନୂଆଦିଲ୍ଲୀ,୧୨।୯: ପ୍ରଥମ ଥର ପାଇଁ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିର କାରବାର ପ୍ରଥମ ପର୍ଯ୍ୟୟରେ ୨୦,୦୦୦ ଅଙ୍କ ପାର କରିଥିବା ବେଳେ ସୋମବାର କାରବାର ଶେଷ ବେଳେକୁ ନିଫ୍ଟି ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା। ଏପରିକି ଶେୟାର ବଜାରର କାରବାର ଶେଷ...

ଶେୟାର ବଜାର ଉପର ମୁହାଁ, ସେନସେକ୍ସରେ ୩୪୫ ଅଙ୍କ ବୃଦ୍ଧି,ନିଫ୍ଟି ୧୯୯୦୦ ଟପିଲା…

ମୁମ୍ବାଇ,୧୧।୯ : କ୍ରମାଗତ ସପ୍ତମ ଦିନ ପାଇଁ ଷ୍ଟକ ମାର୍କେଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ସୋମବାର ପ୍ରମୁଖ ସୂଚକାଙ୍କ ଜୋରଦାର କାରବାର କରୁଛି। ପୂର୍ବାହ୍ନ ୯ଟା ୨୦ରେ, ସେନସେକ୍ସ ୬୬,୮୪୪.୨୮ ସ୍ତରରେ ୨୪୫.୩୭ ଅଙ୍କ (୦.୩୬ ପ୍ରତିଶତ) ଅଙ୍କ...

୩ ବର୍ଷରେ ୫୦୦ ବିଲିୟନ ଡଲାର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ ରିପୋର୍ଟ…

ନୂଆଦିଲ୍ଲୀ,୧୧।୯ : ଜି -୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ବଚ୍ଛ ପରିବେଶ ଉପଯୋଗୀ ତଥା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଇଣ୍ଡିଆନ ବାୟୋଗ୍ୟାସ ଆସୋସିଏଶନ (ଆଇବିଏ) କହିଛି...

ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଳୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୯: ହଳଦୀରାମ ଭୁଜିଆଓ୍ବାଲା ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍‌ ତଥା ସହଯୋଗୀ କମ୍ପାନୀ ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଶନିବାର ଭୁବନେଶ୍ୱରର ପଟିଆ (କିଟ୍‌ ଛକ)ରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ସବୁ ବର୍ଗର ଗ୍ରାହକମାନଙ୍କୁ ବ୍ରାଣ୍ଡ୍‌ର ମିଠା ଓ...

ଝାରସୁଗୁଡ଼ା ଖିମ୍‌ଜୀ ଷ୍ଟୋର୍‌ର ଦ୍ୱିତୀୟ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୧୧।୯ ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ତଥା ଖିମ୍‌ଜୀ ଜୁଏଲର୍ସର ଝାରସୁଗୁଡାସ୍ଥିତ ସରବାହାଲ୍‌ ରୋଡ୍‌ ମାରଓ୍ବାଡ଼ିପଡ଼ା ଏକ୍ସକ୍ଲୁସିଭ ଷ୍ଟୋର୍‌ର ୨ୟ ବର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର...

ବିଜୟ ଫାଷ୍ଟଟ୍ରାକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୧।୯: ଭାରତର ଅଗ୍ରଣୀ ହାତଘଣ୍ଟା ଓ ଆସେସୋରି ବ୍ରାଣ୍ଡ୍‌ ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ବ୍ରାଣ୍ଡ୍‌ ଅଭିଯାନ ‘ବି ବୋଥ୍‌’ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ଚିନ୍ତାଧାରା ଓ ବିଶ୍ୱାସ ଏବଂ ବ୍ୟବହାରକୁ ଏହି ଅଭିଯାନ ପାଳନ...

ଉତ୍ତରାଖଣ୍ଡ ସିଏମ୍‌ଆର୍‌ଏଫ୍‌କୁ ୨୫କୋଟିର ସହାୟତା

ଭୁବନେଶ୍ୱର,୧୧।୯: ବିଗତ କିଛି ମାସ ହେଲା ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଏପରିକି ଉତ୍ତରାଖଣ୍ଡ ସରକାର ରାଜ୍ୟବାସୀଙ୍କ ସହ ଛିଡା ହୋଇଥିବାବେଳେ ଦେଶର ବିଭିନ୍ନ ଅନୁଷ୍ଠାନ ମଧ୍ୟ ସରକାରଙ୍କ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri