ବାଣିଜ୍ୟ

ଆଭାଡା ସହ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର, ୮।୯:ଆଭାଡା ଗ୍ରୁପ୍‌ର ଗ୍ରୀନ୍‌ ହାଇଡ୍ରୋଜେନ୍‌ ଶାଖା ଆଭାଡା ଗ୍ରୀନ୍‌ଏଚ୍‌୨ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗଞ୍ଜାମ ଜିଲାର ଗୋପାଳପୁର...

କ୍ରମ୍ପଟନର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର, ୮।୯: କ୍ରମ୍ପଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ (ସିଜିସିଇଏଲ୍‌) ର ନୂତନ ଉତ୍ପାଦ ‘ସୋଲାରିୟନ ବଗିଚା ଲାଇଟ’କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷ କରି ସୌନ୍ଦର୍ଯ୍ୟକରଣ ଏବଂ ବିଭିନ୍ନ ପ୍ରକାର ବାହ୍ୟ ଆଲୋକ ଉତ୍ପାଦକୁ ମଧ୍ୟ ବଜାର ପ୍ରବେଶ...

ଋଣ ମଞ୍ଜୁରୀ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୮।୯ (ଅଭୟ ଦାଶ):ରାଜ୍ୟର କୋଣ ଅନୁକୋଣର ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରକ୍ରିୟାରେ ସାମିଲକରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରିକି ସବୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ସେବା ପାଇଁ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ବିତ...

ଜି -୨୦ ସମ୍ମିଳନୀରେ ୟୁପିଆଇର ଚମତ୍କାରିତା ଦେଖିବ ଦୁନିଆ, ସମସ୍ତ ପ୍ରତିନିଧୀଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୭।୦୯: ଦୁନିଆର ୨୦ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରୁଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦...

ଅମ୍ବାନୀ କିଣିଲେ ଆଲିଆ ଭଟ୍ଟଙ୍କ କମ୍ପାନୀ, ପିଲାଙ୍କ ପୋଷାକ ବିକ୍ରି କମାଇଛନ୍ତି ୧୫୦ କୋଟି

ନୂଆଦିଲ୍ଲୀ,୭।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସବ୍‌ସିଡାରୀ କମ୍ପାନୀ ରିଲାଏନ୍ସ ରିଟେଲ ଭେନ୍ଚରର୍ସ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକ ବ୍ରାଣ୍ଡ ‘ଏଡ୍‌-ଏ-ମାମା’ ସହ ଏକ ସହଭାଗିତା ଲାଗି ଘୋଷଣା କରିଛି। ରିଲାଏନ୍ସ ରିଟେଲ ବ୍ରାଣ୍ଡର ୫୧% ଅଂଶ କ୍ରୟ କରିଛି। କମ୍ପାନୀ ପିଲା...

ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ମଧ୍ୟରେ ତଫାତ କ’ଣ? ଜିନିଷ କିଣିବା ବେଳେ ୯୯% ଲୋକେ ଯାହା ଜାଣି ନ ଥାନ୍ତି…

ଘରୋଇ ସାମଗ୍ରୀ ନଚେତ କୌଣସି ଇଲେକ୍ଟ୍ରୋନିକ୍‌ ଜିନିଷ କିଣିବା ବେଳେ ପ୍ରାୟତଃ ଲୋକଙ୍କ ସାମ୍ନାକୁ ଦୁଇଟି ଶବ୍ଦ ଆସିଥାଏ। ତାହା ହେଲା ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି। ଉଭୟ ମାମଲାରେ ଦୋକାନୀ ଅଥବା କମ୍ପାନୀ ପକ୍ଷରୁ ମିଳିଥିବା ରସିଦକୁ ସମ୍ଭାଳି ରଖିବାକୁ...

୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…

ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ...

ଆର୍‌ଜେସିରେ ଯୋଗଦେଲା ସେନ୍‌କୋ

ଭୁବନେଶ୍ୱର,୭ା୯: ପୂର୍ବ ଭାରତର ସର୍ବବୃହତ୍‌ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ ରେସ୍‌ପନ୍‌ସିବଲ୍‌ ଜୁଏଲେରି କାଉନ୍‌ସିଲ୍‌ (ଆର୍‌ଜେସି)ର ଏକ ସଦସ୍ୟ ଭାବେ ଯୋଗଦେଇ ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘସ୍ଥାୟୀ ଯାତ୍ରା ଆଡ଼କୁ ଏକ ପଦକ୍ଷେପ ଗ୍ରହଣ କରିଛି। ଆର୍‌ଜେସି ୨୦୦୫ରେ ସ୍ଥାପନ କରାଯାଇଥିବା...

୫୦୦୦ ବିଦ୍ୟାର୍ଥଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି

ଭୁବନେଶ୍ୱର, ୭।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୫୦୦୦ ଛାତ୍ରୀଛାତ୍ରଙ୍କୁ ଉପରୋକ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ।...

ଆଜିଠାରୁ ‘ହୋମ୍‌ ଶପିଂ ସ୍ପ୍ରି’ ଉତ୍ସବ

ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଇ କର୍ମସ ପ୍ଲାଟଫର୍ମ ଆମାଜନ୍‌.ଇନର ବହୁ ପ୍ରତୀକ୍ଷିତ ‘ହୋମ୍‌ ଶପିଂ ସ୍ପ୍ରି’ର ଶୁଭାରମ୍ଭ ଗୁରୁବାର ଠାରୁ ହେଉଛି। ଏହି ପରିପ୍ରେକ୍ଷୀରେ ଅନେକ ପ୍ରସିଦ୍ଧ ଓ ଲୋକପ୍ରିୟ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଡିଲ୍‌ ଓ ଅଫର ପ୍ରଦାନ...

ଲାଭି’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୭ା୯: ଦେଶର ଅଗ୍ରଣୀ ଫ୍ୟାଶନ ବ୍ରାଣ୍ଡ୍‌ ଲାଭି’ର ପ୍ରଥମ ତଥା ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଭୁବନେଶ୍ୱରର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଏଠାରେ ସମସ୍ତ ପ୍ରକାର ଫ୍ୟାଶନ୍‌ ଆସେସୋରିଜ୍‌...

ଆଇଏଫ୍‌ଏମ୍‌ ସହ ବିଜିୟୁର ବୁଝାମଣା

ଭୁବନେଶ୍ୱର,୭।୯: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଭୁବନେଶ୍ୱର ଏବଂ ତାଞ୍ଜାନିଆସ୍ଥିତ ଡାର୍‌-ଏସ୍‌-ସଲାମର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସ ମ୍ୟାନେଜମେଣ୍ଟ (ଆଇଏଫ୍‌ଏମ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସହ ଚୁକ୍ତିପତ୍ର ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri