ବାଣିଜ୍ୟ

ଆରମ୍ଭ ହେଲା ‘ଜିଓ ଭାରତ ୪ଜି’ ଫୋନର ବିକ୍ରି, ମୂଲ୍ୟ ୧୦୦୦ଟଙ୍କାରୁ କମ୍‌…

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଜିଓ ଏହାର ନୂତନ ଉତ୍ପାଦ ଜିଓଭାରତ ୪ଜି ଫୋନ୍‌ ବଜାରକୁ ଆଣିଛି। ସୋମବାରଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ ଇଣ୍ଟରନେଟ୍‌ ବ୍ୟବହାର ସହ ହଜାର ହଜାର ଫିଚର ଫୋନ୍‌ ବ୍ୟବହାରକାରୀଙ୍କୁ ୨ଜିରୁ ୪ଜିକୁ ଆସିବା...

‘ଏକ୍ସ’ରେ ଲିଙ୍କଡିନ୍‌ ଭଳି ଫିଚର ଆଣିଲେ ମସ୍କ, ଚାକିରି ଖୋଜିବାରେ…

ନୂଆଦିଲ୍ଲୀ,୨୯।୮: ଟୁଇଟରକୁ କିଣିବା ପରଠାରୁ ପ୍ଲାଟଫର୍ମ ସହ ଭିନ୍ନ ଭିନ୍ନ ପରୀକ୍ଷଣ କରୁଛନ୍ତି ଏଲନ ମସ୍କ। ନିକଟରେ ସେ ଏହାର ଲୋଗୋକୁ ବଦଳାଇ ‘ଏକ୍ସ’ କରିଥିଲେ। ଏବେ ଏହା ପ୍ରଫେସନାଲ ନେଟଓ୍ବାର୍କିଂ କ୍ଷେତ୍ରକୁ ଓହ୍ଲାଇବ। ମସ୍କ ହାୟରିଂର ବିଟା ଭର୍ସନ...

ବୀମା କାରୋବାରକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ

ନୂଆଦିଲ୍ଲୀ,୨୯।୮: ବୀମା କାରୋବାରକୁ ଓହ୍ଲାଇବେ ମୁକେଶ ଅମ୍ବାନୀ। ଏନେଇ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍‌ ବୈଠକରେ ସ୍ପଷ୍ଟ କରି କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ବୀମା କାରୋବାରକୁ ଓହ୍ଲାଇବ। ଏଥିଲାଗି କୌଣସି ବିଦେଶୀ କମ୍ପାନୀ ପାର୍ଟନର ହୋଇପାରେ। କମ୍ପାନୀ ଜୀବନ,...

ମା’ଙ୍କ ଗହଣା ବନ୍ଧାପକାଇ ହୋଟେଲ ଖୋଲିଥିଲି

୧୯୫୭ ଫେବୃୟାରୀ ୩ରେ ଯାଜପୁରରେ ଜନ୍ମ ଗ୍ରହଣ କରିଥିଲେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଡ. ଜିତେନ୍ଦ୍ର କୁମାର ମହାନ୍ତି। ଦିଲ୍ଲୀ ୟୁନିଭର୍ସିଟିରୁ ଗ୍ରାଜୁଏଶନ ଶେଷ କରି ଓଡ଼ିଶା ଫେରିବା ପରେ ମା’ଙ୍କ ସହଯୋଗରେ ହୋଟେଲ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ପ୍ରଥମେ...

ରିଲାଏନ୍ସ ବୋର୍ଡରେ ଆକାଶ, ଈଶା, ଅନନ୍ତ

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ)ର ୪୬ ତମ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ...

ବଜାରରେ ହୋଣ୍ଡାର ନ୍ୟୁ ହର୍ନେଟ

ନୂଆଦିଲ୍ଲୀ,୨୯।୮ : ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହର୍ନେଟ୍‌-୨.୦କୁ ବଜାର ପ୍ରବେଶ ସହ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଏବଂ ସିଇଓ...

ଡ୍ରିମ୍‌ ଗାର୍ଲ ୨ ସହ ଆଇମନ୍ତ୍ରାର ବୁଝାମଣା

ନୂଆଦିଲ୍ଲୀ,୨୯।୮: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ସଂସ୍ଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍‌ ଆଇମନ୍ତ୍ରା ବଲିଉଡ ଚଳଚ୍ଚିତ୍ର ଡ୍ରିମ୍‌ ଗାର୍ଲ ୨ ସହ ଦ୍ୱିପାକ୍ଷିକ ବୁଝାମଣା କରିଛି। ଉକ୍ତ ବୁଝାମଣା ଅନୁଯାୟୀ ଆଇମନ୍ତ୍ରା ଡ୍ରିମ୍‌ ଗାର୍ଲ ୨...

ଗଣେଶ ପୂଜାରେ ଜିଓ ଏୟାର ଫାଇବର

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ (ଆରଆଇଏଲ୍‌)ର ୪୬ ତମ ସାଧାରଣ ପରିଷଦ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ବିଶେଷ କରି...

ବୀମା କ୍ଷେତ୍ରରେ ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ)ର ୪୬ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଜିଓ ଫାଇନାନସିଆଲ ସର୍ଭିସେସକୁ ନେଇ ଏକ ବଡ଼...

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଜିଓର ଗୁରୁତ୍ୱ-ମୁକେଶ

ନୂଆଦିଲ୍ଲୀ,୨୯।୮: ଗତ କିଛି ବର୍ଷ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ସାରା ଦେଶରେ ବ୍ୟାପକ ଚର୍ଚ୍ଚା ହେଉଥିବାବେଳେ ଉକ୍ତ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାକୁ ଜିଓ ପ୍ରୟାସ ଆରମ୍ଭ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ...

ଡିସେମ୍ବର ସୁଦ୍ଧା ସମଗ୍ର ଭାରତରେ ପହଞ୍ଚିବ ୫ଜି ସେବା: ମୁକେଶ ଅମ୍ବାନୀ

ମୁମ୍ବାଇ,୨୮।୮: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି। ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରୁ ଇସ୍ତଫା ଦେଲେ ନୀତା ଅମ୍ବାନୀ

ମୁମ୍ବାଇ,୨୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ଏଜିଏମ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି। ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୋର୍ଡ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri