ବାଣିଜ୍ୟ

ବିଓଆଇର ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୭।୮: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଆୟୋଜିତ ଏକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଓଆଇର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ସୁଧୀରଞ୍ଜନ ପାଢ଼ୀ ସମ୍ମାନିତ ଅତିଥି ଭାବେ...

ସେକେଣ୍ଡ ଓପିନିଅନ କ୍ଲିନିକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୮: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କଟକ ଏବଂ ଷ୍ଟାର ଡାଏଗ୍ନୋଷ୍ଟିକ କ୍ଲିନିକ ସହଭାଗିତାରେ ‘ସେକେଣ୍ଡ ଓପିନିଅନ କ୍ଲିନିକ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ରାଜ୍ୟ (ସମ୍ବଲପୁର)ରେ ପ୍ରଥମ ଥର ପାଇଁ ଏଭଳି ଏକ...

ଏମ୍‌ଏସ୍‌ଏମ୍‌ଇ ପିସିର ଓଡ଼ିଶା କାର୍ଯ୍ୟାଳୟ

ଭୁବନେଶ୍ୱର,୧୭।୮: ଏମ୍‌ଏସ୍‌ଏମ୍‌ଇ ପ୍ରୋମୋସନ କାଉନସିଲ ଇଣ୍ଡିଆ (ଏମ୍‌ଏସ୍‌ଏମ୍‌ଇପିସିଆଇ)ର ଓଡ଼ିଶା ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରର ଖାରବେଳନଗରସ୍ଥିତ ୟୁନିଟ୍‌-୩ ମଲ୍ଲିକ କମ୍ପ୍ଲେକ୍ସଠାରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ଏସ୍‌ଏମ୍‌ଇପିସିଆଇର ଜାତୀୟ ସମ୍ପାଦକ (ସେଣ୍ଟ୍ରାଲ ନୂଆଦିଲ୍ଲୀ) ଦୁଷ୍ୟନ୍ତ ଯାଦବ ସମ୍ମାନିତ...

ପ୍ରୋଜେକ୍ଟ ‘ସ୍ପର୍ଶ’ର ଶୁଭାରମ୍ଭ

ଭୁବନେଶ୍ୱର,୧୭।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ର ସାମାଜିକ ଅନୁଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନ ଏବଂ ଅନୁଗୋଳ ଜିଲା ପ୍ରଶାସନ ସହଭାଗିତାରେ ପ୍ରୋଜେକ୍ଟ ‘ସ୍ପର୍ଶ’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଲାରେ ଶିଶୁ ମୃତ୍ୟୁ ହାର ଏବଂ...

ଅଗଷ୍ଟ ଯାଏଁ ଟେକ୍‌ କମ୍ପାନୀରେ ୨.୨୬ଲକ୍ଷ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୬।୮: କରୋନା ପରେ ଚଳିତ ବର୍ଷ ବୈଷୟିକ ଶିଳ୍ପରେ ଅଧିକ ଛଟେଇ ହୋଇଛି। ୨୦୨୩ମସିହାରେ ଏପର୍ଯ୍ୟନ୍ତ ଟେକ୍‌ କମ୍ପାନୀଗୁଡିକରେ ୨,୨୬,୦୦୦କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଅଲ୍ଟଇଣ୍ଡେକ୍ସ ତଥ୍ୟ ଅନୁଯାୟୀ, ୨୦୨୨ମସିହାରେ ଛଟେଇ ହୋଇଥିବା ୨,୦୨,୦୦୦ଲୋକଙ୍କ ତୁଳନାରେ ଚଳି ବର୍ଷର ଛଟେଇ ୪୦ଶତକଡା...

ନେପାଳରୁ ଆସିଲା ଟମାଟୋ, ଏହି ରାଜ୍ୟରେ କିଲୋ ପିଛା ୫୦ଟଙ୍କାରେ ବିକ୍ରି…

ନୂଆଦିଲ୍ଲୀ,୧୬।୮: ଟମାଟୋ ଦରରେ ଲାଗିବ ଲଗାମ। ପଡୋଶୀ ଦେଶ ନେପାଳରୁ ଟମାଟୋ ଆମଦାନୀ କରୁଛନ୍ତି ଭାରତ ସରକାର। ପ୍ରାୟ ପାଞ୍ଚ ଟନ ଟମାଟୋ ଖୁବ ଶୀଘ୍ର ଭାରତରେ ପହଞ୍ଚିବ। ଗୁରୁବାର ଠାରୁ ଉତ୍ତରପ୍ରଦେଶରେ ଶସ୍ତାରେ ବିକ୍ରି ହେବ ଟମାଟୋ। କିଲୋ...

ଆପଟେକ୍‌ ଏମଡି ଅନିଲ ପନ୍ତଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୬।୮: କମ୍ପ୍ୟୁଟର କମ୍ପାନୀ ଆପ୍‌ଟେକ୍‌ର ଏମଡି ଓ ସିଇଓ ଅନିଲ ପନ୍ତଙ୍କ ପରଲୋକ। ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏନେଇ ସୂଚନା ଦେଇଛି। ଆପଟେକ୍‌ ନିଜର ବିବୃତ୍ତି ଜାରି କରି କହିଛି, ଡ.ପନ୍ତଙ୍କ ଅବଦାନକୁ କମ୍ପାନୀ ସବୁବେଳେ ମନେ ରଖିବ। କମ୍ପାନୀର...

ଦେଶରେ ୧୦୦ ସହରରେ ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ: କେନ୍ଦ୍ରର ଘୋଷଣା…

ନୂଆଦିଲ୍ଲୀ,୧୬।୮ : ବୁଧବାର କେନ୍ଦ୍ର ସରକାର ପିଏମଇ-ବସ ସେବା ଅନ୍ତର୍ଗତ ଦେଶର ୧୦୦ଟି ସହରରେ ୧୦ ହଜାର ନୂତନ ବୈଦ୍ୟୁତିକ ବସ ଚାଲିବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଇ-ବସ ସେବାଙ୍କୁ ଅନୁମୋଦନ ଦିଆଯାଇଛି। ଏଥିପାଇଁ, ୬୭୭,୬୧୩ କୋଟି ଟଙ୍କା...

ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…

ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ...

୯ ବର୍ଷରେ ସରକାର ଡିବିଟିରୁ ସଞ୍ଚୟ କରିଛନ୍ତି ୨.୭୩ ଲକ୍ଷ କୋଟି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଧାର୍ଯ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ଗ୍ରହଣ କରି ସରକାର ଗତ ୯ ବର୍ଷ ମଧ୍ୟରେ ୨.୭୩ ଲକ୍ଷ କୋଟି ଟଙ୍କା...

ଶାହରୁଖ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୫।୮: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କୁ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ବିଶେଷ କରି କିଙ୍ଗ ଅଫ ଫାଣ୍ଟାସି...

ଜିଓ ୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୫।୮: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆରଜେଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ‘୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଜିଓର ସମସ୍ତ ସ୍ପେକ୍ଟ୍ରମ୍‌ ବ୍ୟାଣ୍ଡ୍‌ର ସବୁ ଲାଇସେନ୍ସ ଅଞ୍ଚଳରେ ସେବା ଶୁଭାରମ୍ଭର ସର୍ବନିମ୍ନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri