ବାଣିଜ୍ୟ

ରୁପେ କ୍ରେଡିଟ୍‌ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ କଲା ଏସ୍‌ବିଆଇ କାର୍ଡ

ନୂଆଦିଲ୍ଲୀ,୧୨।୮: ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍‌ କାର୍ଡ କମ୍ପାନୀ ଏସ୍‌ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି। କମ୍ପାନୀ ଗ୍ରାହକଙ୍କୁ ରୁପେ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା...

ପୁଣି ନିକଟତର ହେଲେ ଅମ୍ବାନୀ ବ୍ରଦର୍ସ; ରୋହିତ-ଅଜୟଙ୍କ ଯୋଗୁ ହେଲା ସମ୍ଭବ

ବମ୍ବେ: ପୁଣିଥରେ ନିକଟତର ହୋଇଛନ୍ତି ଅମ୍ବାନୀ ବ୍ରଦର୍ସ। ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ ଲାଗି ଏହା ସମ୍ଭବ ହୋଇଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏବଂ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ରୋହିତଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର...

ଇଣ୍ଡିଆସ୍‌ ବିଗେଷ୍ଟ ଇଲେକ୍ଟ୍ରୋନିକ୍ସ ସେଲ୍‌

ଭୁବନେଶ୍ୱର,୧୨।୮ : ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଲୋକପ୍ରିୟ ଅଭିଯାନ ‘ଇଣ୍ଡିଆସ ବିଗେଷ୍ଟ ଇଲେକ୍ଟ୍ରୋନିକ୍ସ ସେଲ୍‌’ ଜରିଆରେ ଉପଭୋକ୍ତମାନଙ୍କୁ ଟେକ୍ନୋଲୋଜି ସହ ସଶକ୍ତ କରିବା ପାଇଁ ରିଲାଏନ୍ସ ଡିଜିଟାଲ...

ବେଦାନ୍ତ ଆଲୁମିନିୟମର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୮: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ କାର୍ଯ୍ୟ ପରିସରରେ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏପରିକି ସପ୍ତାହବ୍ୟାପୀ ଆୟୋଜିତ ଉକ୍ତ ଅଭିଯାନରେ ଉଭୟ ମା...

ଭୁବନେଶ୍ୱରରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର

ଭୁବନେଶ୍ୱର,୧୨।୮ : ଦେଶର ଅଗ୍ରଣୀ ଅନଲାଇନ୍‌ ଟ୍ରାଭେଲ୍‌ କମ୍ପାନୀ ଯାତ୍ରା (ୟାତ୍ରା) ର ପ୍ରଥମ ଅଫଲାଇନ୍‌ ଫ୍ରାଞ୍ଚାଇଜ୍‌ ଷ୍ଟୋର ଓଡିଶା ବଜାରରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଭୁବନେଶ୍ୱରର ଜୟଦେବଠାରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ...

ଏଏମ୍‌ଏନ୍‌ଏସ ଇଣ୍ଡିଆ ପକ୍ଷରୁ ରିଲିଫ୍‌ ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର,୧୨।୮: ଆର୍ସଲରମିତଲ ନିପ୍ପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ) ଇଣ୍ଡିଆ ବନ୍ୟା ପ୍ରପିଡିତ ଗ୍ରାମାଞ୍ଚଳଗୁଡିକରେ ରିଲିଫ ବିତରଣ ପାଇଁ ଆବଶ୍ୟକୀୟ ରିଲିଫ ସାମଗ୍ରୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ପ୍ରଶାସନକୁ ପ୍ରଦାନ କରାଯାଇଛି। ଏପରିକି କୁଜଙ୍ଗ ବ୍ଲକରେ ବନ୍ୟା ଯୋଗୁଁ ଜନଜୀବନ,ପଶୁସମ୍ପଦ ଓ...

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୧୨।୭: କ୍ରମାଗତ ୨ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ଶୁକ୍ରବାର...

୬.୫୩ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୭ (ଅଭୟ ଦାଶ): କ୍ରମାଗତ ଭାବେ ଦେଶର ଟିକସ ସଂଗ୍ରହ ବୃଦ୍ଧି ପାଉଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷରେ ଟିକସରୁ ସରକାରଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଶୁକ୍ରବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍‌ସେସ୍‌ (ସିବିଡିଟି) ପକ୍ଷରୁ...

ପିଆଜ ଦରର ଲଗାମ କଷିବାକୁ ସରକାର ନେଲେ ବଡ ପଦକ୍ଷେପ…

ନୂଆଦିଲ୍ଲୀ,୧୧।୮: ଟମାଟୋ ପରେ ଏବେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ୩ ଲକ୍ଷ ମେଟ୍ରିକ ଟନ୍‌ ପିଆଜକୁ ବଫର ଷ୍ଟକ ଜାରି କରିବାକୁ...

ବିଳାସପୂର୍ଣ୍ଣ ମହଲ କିଣିଲେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି: ଦାମ୍‌ ରହିଛି

ଫ୍ଲୋରିଡା,୧୧।୮: ଆମାଜନ୍‌ର ମୁଖ୍ୟ ତଥା ବିଶ୍ୱର ୩ ନମ୍ବର ଧନୀ ଜେଫ ବେଜୋସ ରିଏଲ ଇଷ୍ଟେଟ କ୍ଷେତ୍ରରେ ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆମେରିକାର ଫ୍ଲୋରିଡା ଉପକୂଳରେ ଏକ ବିଳାସପୂର୍ଣ୍ଣ ମହଲ କିଣିଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ଏକ...

ଏବେ ପାସଓ୍ବାର୍ଡ ବିନା କରନ୍ତୁ ୫୦୦ ଟଙ୍କା ଯାଏ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୧୧।୮: ଏଣିକି ୟୁପିଆଇରୁ ୫୦୦ ଟଙ୍କା ଯାଏର ନେଣଦେଣ ଲାଗି ପାସଓ୍ବାର୍ଡ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁପିଆଇ ଲାଇଟ୍‌ ଲାଗି ବିନା ପାସଓ୍ବାର୍ଡ କାରବାର ସୀମାକୁ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିଛି...

ଜୀ-ସୋନିର ମିଶ୍ରଣକୁ ଏନ୍‌ସିଏଲ୍‌ଟିର ଅନୁମତି

ଭୁବନେଶ୍ୱର,୧୧।୮:ଦେଶର ପ୍ରମୁଖ ଗଣମାଧ୍ୟମ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ଏବଂ ସୋନି ପିକ୍ଚର୍ସ ନେଟ୍‌ଓ୍ବାର୍କ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହା ବିରୋଧରେ ବିଭିନ୍ନ ପରିଚାଳନା ଏବଂ ଆର୍ଥିକ ଋଣଦାତାମାନେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri