ବାଣିଜ୍ୟ

ଅଣ-ବାସୁମତୀ ଚାଉଳ ରପ୍ତାନୀ ବନ୍ଦ କଲା ଭାରତ: ଆମେରିକା ସୁପର ମାର୍କେଟରେ ଲମ୍ବାଲାଇନ…

ଓ୍ବାଶିଂଟନ,୨୬।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତୀ ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ...

ସ୍ବିସ୍‌ ଓ୍ବାଚ୍‌ର ବଢୁଛି ଚାହିଦା: ୬ମାସରେ ୯୩୩କୋଟି ଓ୍ବାଚ୍‌ କିଣିଛନ୍ତି ଭାରତୀୟ

ଟେକ୍ନୋଲୋଜିର ଦୈାଡରେ ଆଶା କରାଯାଉଥିଲା କି, ମୋବାଇଲ ଆସିବା ପରେ କ୍ୟାମେରା ପରି ଘଣ୍ଟା ମଧ୍ୟ ଏକ ର୍ଦୁଲଭ ବା କମ୍‌ ବ୍ୟବହାର ଯୋଗ୍ୟ ଜିନିଷ ହୋଇ ରହିଯିବ। କିନ୍ତୁ ଏହାକୁ ଭୂଲ ପ୍ରମାଣ କରିଛି ସ୍ବିଜରଲାଣ୍ଡର ସ୍ବିସ୍‌ ଓ୍ବାଚ୍‌।...

ଭାରତରେ ଡାଟା ଚୋରି ଯୋଗୁ ୧୭.୯ କୋଟି ଟଙ୍କା କ୍ଷତି, ୨୦୨୦ ତୁଳନାରେ ୨୮ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୬।୭ : ଭାରତରେ ହାରାହାରି ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ମାମଲା ସରକାରୀ ଏବଂ ବେସରକାରୀ କମ୍ପାନୀ ଏବଂ ଅନୁଷ୍ଠାନ ପାଇଁ ୧୭.୯ କୋଟି ଟଙ୍କାର କ୍ଷତି ଘଟାଉଛି। ଏହି କ୍ଷତି ସର୍ବାଧିକ ଏବଂ ୨୦୨୦ବର୍ଷ ତୁଳନାରେ ୨୮ ପ୍ରତିଶତ...

ପୋଷାକର ଇଣ୍ଡିଆ ସାଇଜ ତିଆରି କରିବେ ଭାରତ ସରକାର, ପୂର୍ବରୁ ହେଉଥିଲା ୟୁକେ-ଆମେରିକା ସାଇଜ…

ନୂଆଦିଲ୍ଲୀ,୨୬।୭ : ପୋଷାକ କିଣିବାବେଳେ, ଭାରତୀୟମାନଙ୍କୁ ବ୍ରିଟେନ(ୟୁକେ) ଏବଂ ଆମେରିକାର ଆକାର ମଧ୍ୟରେ ବାଛିବାକୁ ପଡିଥାଏ। ଏଗୁଡିକ ଆମେରିକାର, ୟୁରୋପର ନାଗରିକମାନଙ୍କର ଶାରୀରିକ ଗଠନ ଉପରେ ଆଧାରିତ। ଯାହା ପ୍ରାୟତଃ ଭାରତୀୟଙ୍କ ସହ ମେଳ ଖାଇ ନ ଥାଏ। ଏହି...

ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଅଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଆମେରିକାସ୍ଥିତ ଡାନା ଇନ୍‌କୋରପୋର୍ଟେଡ୍‌ ଦ୍ୱାରା ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ ଦିଆଯାଇଥିଲା। ବିଶେଷକରି...

ତନିସ୍କରେ ଡାଇମଣ୍ଡ ଫେଷ୍ଟିଭାଲ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଏକ ଆକର୍ଷଣୀୟ ଡାଇମଣ୍ଡ ଫେଷ୍ଟିଭାଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ କଲେକ୍ସନ ‘ଦି ଅଟମ୍‌ ଏଡିଟ୍‌’ ଓ ହୀରା ଗହଣାର ବ୍ୟାପକ ସମ୍ଭାରକୁ ଫେଷ୍ଟିଭାଲରେ...

ଜେଏସ୍‌ପିକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର

ଭୁବନେଶ୍ୱର,୨୬।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) କୁ ନିକଟରେ ଆଉ ଏକ ସ୍ବୀକୃତି ତଥା ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି ଉନ୍ନତ କର୍ମକ୍ଷେତ୍ରର ସଂସ୍କୃତି ପାଇଁ ୨୦୨୩...

୫୦୦ ଶହ ଟଙ୍କିଆ ନୋଟ ବନ୍ଦ ହେବ କି ? ସ୍ପଷ୍ଟୀକରଣ ଦେଲେ ସରକାର…

ନୂଆଦିଲ୍ଲୀ,୨୫।୭ : ନୂତନ ୨୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଲୋକଙ୍କ ମନରେ ଏକ ଭୟ ରହିଛି ସରକାର ମଧ୍ୟ ୫୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରି ନେଇପାରନ୍ତି। ଏବେ ସରକାର ଏହାର ଉତ୍ତର ଦେଇଛନ୍ତି।...

ଅଡୁଆରେ ‘ବାୟଜୁସ୍’, ଏବେ କମ୍ପାନୀର ହାତ ଛାଡିଲେ ସବୁଠୁ ବଡ ନିବେଶକ

ନୂଆଦିଲ୍ଲୀ, ୨୬। ୭: ଦେଶରେ ଆଡଟେକ୍ ଇଣ୍ଡଷ୍ଟ୍ରିରେ ବଡ ପରିବର୍ତ୍ତନ ଆଣିଥିବା କମ୍ପାନୀ ‘ବାୟଜୁସ୍’ର ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହଯୋଗୀ କମ୍ପାନୀର ହାତ ଛାଡୁଛନ୍ତି। ଏହି କ୍ରମରେ ଏବେ ବାୟଜୁ ରବିନ୍ଦ୍ରନ ନେତୃତ୍ବାଧୀନ ଏହି କମ୍ପାନୀର...

ଭାରତରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ଟେସଲା, ଖୁବ୍‌ଶୀଘ୍ର ପୀୟୁଷ ଗୋୟଲଙ୍କ ସହ ମ୍ୟାନେଜ୍‌ମେଣ୍ଟ କରିବ ଆଲୋଚନା

ନୂଆଦିଲ୍ଲୀ,୨୫।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିିକ କମ୍ପାନୀ ଟେସଲା ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ଏବଂ ସର୍ତ୍ତ ଯୋଗୁ କମ୍ପାନୀ ଏହାର ଯୋଜନା କାର୍ଯ୍ୟକାରୀ କରିବାରେ ସକ୍ଷମ...

ବିଓବିର ୧୧୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ୧୧୬ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ପ୍ରତିଷ୍ଠା ଦିବସ ବ୍ୟାଙ୍କର ଗୌରବମୟ ଇତିହାସ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ...

ବିଜିୟୁର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ଯଥା ଆଇନ, ବାଣିଜ୍ୟ, ବିଜ୍ଞାନ ଏବଂ ହ୍ୟୁମାନିଟିଜ ଓ ଆପ୍ଲାଏଡ ସାଇନ୍ସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri