ବାଣିଜ୍ୟ

ଶ୍ରୀଲଙ୍କାରେ ହେବ ଭାରତୀୟ ମୁଦ୍ରାରେ କାରବାର…

କଲମ୍ବୋ,୨୨।୭ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଭାରତ ଗସ୍ତସମୟରେ ସେ ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟ ଟଙ୍କା ବ୍ୟବହାର ବୃଦ୍ଧି କରିବାକୁ ଆହ୍ବାନ ଆହ୍ବାନ ଦେଇଛନ୍ତି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ଶନିବାର କହିଛନ୍ତି ଭାରତୀୟ ପର୍ଯ୍ୟଟକ ଏବଂ...

ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସା ୧୮୧୪କୋଟି ଟଙ୍କାରେ ବିକ୍ରି, ଏନସିଏଲଟି ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୭: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ ବିକ୍ରି କରିଛି। ଡାରୱିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର୍‌ିକୁ ଏହି ହିଲ୍‌ ଷ୍ଟେଶନ ବିକିବା ନେଇ ଟ୍ରିବ୍ୟୁନାଲ ମଞ୍ଜୁର କରିଛି। ଏନସିଏଲଟି ଘରୋଇ ହିଲ୍‌ ଷ୍ଟେଶନ...

ଭାରତରେ ୯୦୦୦କୋଟି ଟଙ୍କା ଟିକସ ଫାଙ୍କିଛନ୍ତି ଚାଇନା ମୋବାଇଲ ଫୋନ କମ୍ପାନୀ

ନୂଆଦିଲ୍ଲୀ,୨୨।୭: ଚାଇନା ମୋବାଇଲ ଫୋନ ନିର୍ମାତା ଏକ ବଡ ରକମର ଟଙ୍କା ଭାରତରେ ଫାଙ୍କିଛନ୍ତି। କମ୍ପାନୀଗୁଡିକ କଷ୍ଟମ ଡ୍ୟୁଟି ଏବଂ ଜିଏସ୍ଟି ଆକାରରେ ଭାରତ ସରକାରଙ୍କୁ ୯,୦୦୦ କୋଟି ଟଙ୍କା ଟିକସ ଦେଇ ନାହାନ୍ତିି। କମ୍ପାନୀ ଠାରୁ ସରକାର କେବଳ...

ଜିଓକୁ ୪,୮୬୩ କୋଟି ଟଙ୍କାର ଲାଭ

ନୂଆଦିଲ୍ଲୀ,୨୨।୭: ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ନେଟ୍‌ ପ୍ରଫିଟ୍‌(ଲାଭ) ୧୨% ବୃଦ୍ଧିପାଇ ୪,୮୬୩ କୋଟି ଟଙ୍କା ହୋଇଛି। ବର୍ଷେ ପୂର୍ବରୁ ଏହା ୪,୩୩୫ କୋଟି ଥିଲା। ପ୍ରଥମ ତ୍ରୈମାସିକରେ ଜିଓର ମୋଟ ଆୟ ବୃଦ୍ଧି ପାଇ ୨୪,୧୨୭...

ରିଲାଏନ୍ସ ଜିଓର ପ୍ରଥମ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୧।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩...

ଜେଏସ୍‌ଏଲ୍‌ର ମାଲିକାନାରେ ଜେୟୁଏସ୍‌ଏଲ୍‌

ଭୁବନେଶ୍ୱର,୨୨।୭: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ନିକଟରେ ଆଉ ଏକ ଶିଳ୍ପ ପ୍ରତିଷ୍ଠାନକୁ ଅଧିଗ୍ରହଣ କରିଛି। ଏପରିକି ଜେଏସ୍‌ଏଲ୍‌ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ୟୁନାଇଟେଡ୍‌ ଷ୍ଟିଲ୍‌ ଲିମିଟେଡ୍‌ (ଜେୟୁଏସ୍‌ଏଲ୍‌)ର ଶତପ୍ରତିଶତ ଅଂଶଧନ ଅଧିଗ୍ରହଣ ସହ ମାଲାକାନା...

ପୁଣି ବଢ଼ିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୨୨।୭ (ଅଭୟ ଦାଶ): ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ପାମ୍‌ ଅଏଲର ଦର ବୃଦ୍ଧି ପାଇଚାଲିଛି। ଏପରିକି ପାମ୍‌ ଅଏଲର ଦର ଗତ ୪ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷକରି ମାଲେସିଆରେ ପାମ୍‌ ଅଏଲର ୪୦୪୩ ରିଙ୍ଗିଟ୍‌ ପାର ହୋଇଯାଇଛି।...

ଏନ୍‌ଆଇପିଏଲ୍‌ର ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୨୨।୭: ନିକନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଏନ୍‌ଆଇପିଏଲ୍‌)ର ନୂତନ ଉତ୍ପାଦ ‘ନିକନ୍‌ ଜେଡ୍‌-୮’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ ଆଇଟିସି ୱେଲକମ୍‌ ପରିସରରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରଦଶନୀରେ...

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨୨।୭: କ୍ରମାଗତ ୬ଷ୍ଠ ଦିନର ଉଚ୍ଚ କାରବାର ପରେ ଭାରତୀୟ ଶେୟାର ବଜାରର କାରବାରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ...

ହରତାଳ କରିବେ ପାକିସ୍ତାନୀ ପେଟ୍ରୋଲିୟମ ଡିଲର

ଇସଲାମବାଦ,୨୧।୭: ଅର୍ଥସଙ୍କଟରେ ଯୁଝୁଥିବା ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି। ପାକିସ୍ତାନର ପେଟ୍ରୋଲିୟମ ଡିଲରମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏନେଇ ସେମାନେ ଶନିବାର ଠାରୁ ଦେଶବ୍ୟାପୀ ଧର୍ମଘଟ...

ଏବେ ହ୍ବାଟ୍ସଆପ୍‌ରେ ଖୋଲିପାରିବ ଏସ୍‌ବିଆଇ ଆକାଉଣ୍ଟ, ଚାଟିଂ ଯୋଗେ କରିପାରିବେ ଏସବୁ କାମ…

ନୂଆଦିଲ୍ଲୀ,୨୧।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ହ୍ବାଟ୍ସଆପ୍‌ରେ ଅନେକ ବ୍ୟାଙ୍କିଂ ସେବା ପ୍ରଦାନ କରୁଛି। ଗ୍ରାହକମାନେ ନିଜ ମୋବାଇଲ ଫୋନରେ କ୍ୟୁଆର୍‌ କୋଡ ସ୍କାନ୍‌ କରି ହ୍ବାଟ୍ସଆପ୍‌ ମାଧ୍ୟମରେ ଏସ୍‌ବିଆଇ ବ୍ୟାଙ୍କ ସେବାର ଲାଭ ଉଠାଇପାରିବେ। ଏଥିରେ ଆକାଉଣ୍ଟ ବାଲାନ୍ସ, ମିନି...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୧।୭: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଶ୍ରୀଲଙ୍କାର ଅନେକ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସହ ଏକ ବୈଠକ କରିଛନ୍ତି। ଶିଳ୍ପପତି କହିଛନ୍ତି ଯେ, କଲମ୍ବୋ ପୋର୍ଟ ଓ୍ବେଷ୍ଟ କଣ୍ଟେନର ଟର୍ମିନାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri