ବାଣିଜ୍ୟ

କଟକରେ ଟିଭିଏସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର କଟକର ବାଦାମବାଡ଼ିଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲରଲକ୍ଷ୍ମୀ ଟିଭିଏସ୍‌...

ଆପୋଲୋରେ ଜାତୀୟ ଅସ୍ଥି-ଗଣ୍ଠି ଦିବସ

ଭୁବନେଶ୍ୱର,୫।୮: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଜାତୀୟ ଅସ୍ଥି ଏବଂ ଗଣ୍ଠି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଡ଼କ ଦୁର୍ଘଟଣା ଏବଂ ନିରାପତ୍ତା ସହ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ ସପୋର୍ଟ ପ୍ରଶିକ୍ଷଣ ଆଦି...

ସୋନାଲିକାର ୧୦,୬୮୩ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୫।୮: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର ଚଳିତ ଆର୍ଥିକ ବର୍ଷର ୪ର୍ଥ ମାସରେ ମଧ୍ୟ ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି। ୨୦୨୩ ଜୁଲାଇରେ କମ୍ପାନୀର ମୋଟ ୧୦,୬୮୩ ଟ୍ରାକ୍ଟର ବିକ୍ରି ହୋଇଛି; ଯେଉଁଥିରେ...

ରେକର୍ଡ ପରିମାଣର ସୁନା କ୍ରୟ

ଭୁବନେଶ୍ୱର,୫।୮(ଅଭୟ ଦାଶ): ଗତ କିଛି ମାସ ହେବ ବିଶ୍ୱ ସୁନା ବଜାର ଓ ବଜାର କାରବାରରେ ଅନ୍ତର ସୃଷ୍ଟି ହୋଇଛି। ବିଶେଷକରି ବିଶ୍ୱ ବଜାରରେ ସୁନା କ୍ରୟର ଚାହିଦା ରହିଥିବାବେଳେ ଘରୋଇ ବଜାରଗୁଡିକରେ ସୁନାର ଚାହିଦା ସେହି ପରିମାଣରେ କାରବାର ହୋଇପାରିନାହିଁ...

ସୋନିର ନ୍ୟୁ ଫୁଲ୍‌ ଫ୍ରେମ୍‌ ଭ୍ଲଗ୍‌ କ୍ୟାମେରା

ଭୁବନେଶ୍ୱର,୫।୮: ସୋନିର ନ୍ୟୁ ଫୁଲ୍‌ ଫ୍ରେମ୍‌ ଭ୍ଲଗ୍‌ କ୍ୟାମେରା ‘ଜେଡ୍‌ଭି-ଇ୧’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହା କନ୍‌ଟେଂଟ୍‌ କ୍ରିଏଟରମାନଙ୍କୁ ଉଚ୍ଚ ମାନର ଅନୁଭୂତି ପ୍ରଦାନ କରିବ। ସେହିଭଳି ଲେନ୍‌ସକୁ ବଦଳାଇ ହେଉଥିବା ଏହି କ୍ୟାମେରାରେ ୩୫...

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୫।୮: ଗତ କିଛିଦିନ ହେବ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର...

୩୦୦ କର୍ମଚାରୀଙ୍କ ଛଟେଇ କଲା ସ୍ପିନି

ନୂଆଦିଲ୍ଲୀ,୪।୮: ଛଟେଇ କରିଛି ଗୁରୁଗାଓଁ ସ୍ଥିତ ବ୍ୟବହାର ହୋଇଥିବା କାର୍‌ ଷ୍ଟାଟ୍‌ଅପ୍‌ ସ୍ପିନି। ପ୍ରାୟ ୩୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିସାରିଛି। ଏହା ତାର ମୋଟ କର୍ମଚାରୀଙ୍କ ପ୍ରାୟ ୫% ଅଂଶ ବୋଲି କୁହାଯାଉଛି। ଆଗାମୀ ଦିନରେ କମ୍ପାନୀ ଏହାର...

ପିଏନ୍‌ବିରେ ଖାତା ଥିଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଅଗଷ୍ଟ ୩୧ ପରେ ଚାଲିବ ନାହିଁ ଆକାଉଣ୍ଟ

ନୂଆଦିଲ୍ଲୀ,୪।୮: ସରକାରୀ ବ୍ୟାଙ୍କ ପିଏନ୍‌ବି(ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ନିଜର ଗ୍ରାହକଙ୍କୁ ଆରବିଆଇ ନିୟମାନୁଯାୟୀ ଅଗଷ୍ଟ ୩୧ ପୂର୍ବରୁ ନିଜର କଓ୍ବୋଇସି ଡିଟେଲ ଅପଡେଟ୍‌ କରିବାକୁ କୁହାଯାଇଛି। ଅଗଷ୍ଟ ୨ରେ ଜାରି ପ୍ରେସ ରିଲିଜରେ ପିଏନ୍‌ବି କହିଛି ଯେ ଯେଉଁ ଗ୍ରାହକଙ୍କ...

ବିଜିୟୁର ନବାଗତ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୪।୮:ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଆୟୋଜିତ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନୂତନ ଭାବେ ବିଜିୟୁର ବିଏ ଜେଏମ୍‌ସି ଏବଂ ଏମ୍‌ଏ ଜେଏମ୍‌ସି ବିଭାଗରେ ନାମ ଲେଖାଇଥିବା...

ଓଡ଼ିଆ ସାମ୍ବାଦିକତା ଦିବସ

ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉକତ୍ଳ ଦୀପିକା’ ୧୮୬୬ ମସିହା ଅଗଷ୍ଟ ୪ରେ ଆମତ୍ପ୍ରକାଶ କରିଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ। ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା।...

କେଏଚ୍‌ଏଲ୍‌ର ଗୋଲ୍ଡେନ ଜେନେରଶନ ହେଲ୍ପଲାଇନ

ଭୁବନେଶ୍ୱର,୪।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌’ (କେଏଚ୍‌ଏଲ୍‌) ଭୁବନେଶ୍ୱର ପକ୍ଷରୁ ଗୋଲ୍ଡେନ ଜେନେରଶନ (ବରିଷ୍ଠ ନାଗରିକ) ହେଲ୍ପଲାଇନ ‘୧୮୦୦୫୭୨୫୦୦୦’ ସେବା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ପୋଲିସ ପ୍ରଶାସକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ...

ସମିତି ଜରିଆରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର,୪।୮:ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ସମିତି ଅଧୀନ ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଝାଡୁ ନିର୍ମାଣ ଶିକ୍ଷା ସ୍ଥାନୀୟ ମହିଳାମାନଙ୍କୁ ଦିଆଯିବ। କିର୍ମିରା ବ୍ଲକର ବ୍ଲକ ଚେୟାରମ୍ୟାନ୍‌ ତଥା ଶୁଭଲକ୍ଷ୍ମୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri