ବାଣିଜ୍ୟ

ଓପୋର ରେନୋ ସିରିଜ

ଭୁବନେଶ୍ୱର,୧୪।୭:ଓପୋର ବହୁ ପ୍ରତୀକ୍ଷିତ ତଥା ରେନୋ ସିରିଜର ନୂତନ ଉପତ୍ାଦଗୁଡ଼ିକ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ରେନୋ-୧୦ପ୍ରୋ+ ୫ଜି, ରେନୋ-୧୦ପ୍ରୋ ୫ଜି ଓ ରେନୋ-୧୦ ୫ଜି ୪ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ବ୍ୟାଟେରି ପାଇଁ ବିଏଚ୍‌ଇ,...

ଜାହ୍ନବୀ ନିସାନର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୭: (ଅଭୟ ଦାଶ/ ସତ୍ୟ ରଞ୍ଜନ ଦାସମହାପାତ୍ର):ନିସାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏନ୍‌ଏମ୍‌ଆଇପିଏଲ୍‌)ର ଏକ୍ସକ୍ଲୁସିଭ ଆଉଟଲେଟ ପାହାଳର ପ୍ରାଚୀ ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏନ୍‌ଏମ୍‌ଆଇପିଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ଜାହ୍ନବୀ ନିସାନ ଆନୁକୂଲ୍ୟରେ ଉକ୍ତ ବ୍ରାଣ୍ଡ୍‌ ନ୍ୟୁ ଶୋ’ରୁମ୍‌ର...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୪।୭:ଦେଶର ପ୍ରମୁଖ ନବରତ୍ନା ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନୂତନ ଉତ୍ପାଦ ‘ମେକାନାଇଜ୍‌ଡ ସୋ ଇନଗଟର’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ତା’ର ପ୍ରଡକ୍ଟ ପୋର୍ଟଫୋଲିଓକୁ ଅଧିକ ମଜଭୁତ ଓ...

ଅକ୍ଟୋବର ୨୭ରୁ ଆଇଏମ୍‌ସିର ୭ମ ସଂସ୍କରଣ

ଭୁବନେଶ୍ୱର,୧୪।୭ (ଅଭୟ ଦାଶ):ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ (ଆଇଏମ୍‌ସି)ର ୭ମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ସେଲ୍ୟୁଲାର୍‌...

ଭାରତରେ ଏତିକି ଟଙ୍କାରେ ମିଳିପାରେ ଟେସଲାର ଇଲେକ୍ଟ୍ରିକ କାର୍‌

ନୂଆଦିଲ୍ଲୀ,୧୩।୭: ଆମେରିକାର ବୃହତ୍ତମ ଇଲେକ୍ଟ୍ରିକ ଯାନ ନିର୍ମାତା କମ୍ପାନୀ ‘ଟେସଲା’ର କାର୍‌କୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଛି। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି। ଦେଶରେ ବାର୍ଷିକ ୫,୦୦,୦୦୦ ଇଲେକ୍ଟ୍ରିକ ଯାନ (ଇଭି) କ୍ଷମତା...

ଏଲନ ମସ୍କ ଲଞ୍ଚ କଲେ ଏକ୍ସ ଏଆଇ, ଓପନ ଏଆଇ-ଚାଟ୍‌ ଜିପିଟିକୁ ଦେବ ଟକ୍କର…

ଓ୍ବାଶିଂଟନ,୧୩।୭ : ଏଲନ ମସ୍କ ନିଜର କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀ ଏକ୍ସଏଆଇ (ଏକ୍ସ ଡଟ୍‌ ଏଆଇ)ଆରମ୍ଭ କରିଛନ୍ତି। ଏକ୍ସ ଏଆଇ ୱେବସାଇଟ କହିଛି ଟେସଲା ଟାଇକୁନ କମ୍ପାନୀକୁ ଅନ୍ୟ କମ୍ପାନୀଠାରୁ ପୃଥକ ଭାବରେ ଚଳାଇବ ଏବଂ ବିକଶିତ ଟେକ୍ନୋଲୋଜି ଟୁଇଟର...

ଓଡ଼ିଶା ଷ୍ଟିଭେଡର୍ସକୁ ‘ଗ୍ରେଟ୍‌ ବ୍ରାଣ୍ଡ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୧୩।୭: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଆନ୍ତର୍ଜାତିକ ପୁରସ୍କାର ଏବଂ ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଏହାର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମହିମାନନ୍ଦ ମିଶ୍ର (ମହିମା...

ଲିଡ୍‌ଆଇଟି ଅଭିଯାନରେ ଟାଟା ଷ୍ଟିଲ୍‌ ସାମିଲ

ଭୁବନେଶ୍ୱର,୧୩।୭: ଅନ୍ତଃରାଷ୍ଟ୍ରୀୟ ପ୍ରତିଷ୍ଠାନ ତଥା ଜାତିସଂଘର ସ୍ବତନ୍ତ୍ର ‘ଲିଡରଶିପ୍‌ ଗ୍ରୁପ୍‌ ଫର ଇଣ୍ଡଷ୍ଟ୍ରି ଟ୍ରାଞ୍ଜିସନ’(ଲିଡ୍‌ଆଇଟି) ଅଭିଯାନରେ ଟାଟା ଷ୍ଟିଲ ସାମିଲ୍‌ ହୋଇଛି। ବିଶେଷ କରି ଭାରି ଶିଳ୍ପରେ ନେଟ୍‌ ଜିରୋ ନିର୍ଗମନ ପାଇଁ ଉଦ୍ୟମ କରୁଥିବା ରାଷ୍ଟ୍ର ଓ କମ୍ପାନୀଗୁଡ଼ିକ...

ଡିଟିଆଇ ସହ ବିଓବିର ସହଭାଗିତା

ଭୁବନେଶ୍ୱର,୧୩।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ଟ୍ରେଜେରିଜ୍‌ ଆଣ୍ଡ ଇନ୍‌ସ୍ପେକ୍ସନ (ଡିଟିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଘୋଷଣା କରାଯାଇଛି। ବିଶେଷକରି ସରକାରୀ ଚାଲାଣ ପୈଠ...

ଗ୍ରାମୀଣ ବିକାଶରେ ନାର୍ବାଡର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୩।୭: (ଅଭୟ ଦାଶ): ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ...

ଜୁନ୍‌ ମୁଦ୍ରାସ୍ଫୀତି ୪.୮୧%

ନୂଆଦିଲ୍ଲୀ,୧୩ା୭(ପି.ଟି.): ପନିପରିବା ଓ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୧%ରେ ପହଞ୍ଚତ୍ଥିଲା, ଯାହାକି ୩ ମାସରେ ସର୍ବାଧିକ ବୋଲି ସରକାରୀ ଭାବେ କୁହାଯାଇଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ନିର୍ଭର କରୁଥିବା...

ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri