ବାଣିଜ୍ୟ

ଫୋନ୍‌ପେର ଓ୍ବାନ୍‌ ଷ୍ଟପ୍‌ ପିଓଏସ୍‌

ଭୁବନେଶ୍ୱର,୭।୭:ଫୋନ୍‌ପେ ପକ୍ଷରୁ ଏକ ଅତ୍ୟାଧୁନିକ ଓ୍ବାନ୍‌ ଷ୍ଟପ ପଏଣ୍ଟ-ଅଫ-ସେଲ (ପିଓଏସ୍‌) ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ବ୍ୟବସାୟୀଙ୍କୁ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବାକୁ ସକ୍ଷମ ସହ...

ବଜାରରେ ଜିଓ ଭାରତ ୪ଜି ଫୋନ୍‌

ଭୁବନେଶ୍ୱର,୭।୭:ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓର ନୂଆ ୪ଜି ଫିଚର ଫୋନ୍‌ ଜିଓ ଭାରତ ଭି୨କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷ କରି ଦେଶର କୋଟି କୋଟି ୨ଜି ଫୋନ୍‌...

ମାରୁତି ସୁଜୁକିର ନ୍ୟୁ ଇନ୍‌ଭିକ୍ଟୋ ଉନ୍ମୋଚିତ

ଭୁବନେଶ୍ୱର,୭୭:ମାରୁତି ସୁଜୁକି ଇଣ୍ଡିଆର ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦି ନ୍ୟୁ ମାରୁତି ସୁଜୁକି ’ଇନ୍‌ଭିକ୍ଟୋ ଏମପିଭି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏମଏସଆଇଏଲର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ହିସାଶି...

ବେଦାନ୍ତରେ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଫର୍କଲିଫ୍ଟର ଶୁଭାରମ୍ଭ

ଭୁବନେଶ୍ୱର,୭।୭(ଅଭୟ ଦାଶ):ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ (ଝାରସୁଗୁଡ଼ା) ମେଗା ଆଲୁମିନିୟମ୍‌ ସ୍ମେଲଟର ପ୍ଲାଣ୍ଟ ଝାରସୁଗୁଡାରେ ନିୟୋଜିତ...

ଟିସିଏସ ପରେ ଟାଟା ଷ୍ଟିଲର ବଡ଼ କାର୍ଯ୍ୟାନୁଷ୍ଠାନ, କମ୍ପାନୀରୁ ବିଦା ହେଲେ ୩୮ କର୍ମଚାରୀ

ନୂଆଦିଲ୍ଲୀ,୬।୭: ଟିସିଏସ ପରେ ଟାଟା ଷ୍ଟିଲ ମଧ୍ୟ କମ୍ପାନୀର ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ୩୮ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଟାଟା ଷ୍ଟିଲ ଚେୟାରମ୍ୟାନ ଏନ୍‌. ଚନ୍ଦ୍ରଶେଖରନ କମ୍ପାନୀର ଏଜିଏମ୍‌ରେ ଏହି ସୂଚନା ଦେଇଛନ୍ତି। ପଦବୀର ଅପବ୍ୟବହାର, ବ୍ୟକ୍ତିଗତ...

ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…

ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ...

ଟୁଇଟର୍‌କୁ ଟକ୍କର ଦେବାକୁ ଆସିଲା ଥ୍ରେଡ୍‌ସ ଆପ୍‌

କାଲିଫର୍ନିଆ,୬।୭: ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ ଲଞ୍ଚ କରିଛନ୍ତି। ଏହି ଆପ ଭାରତ ସମେତ ୧୦୦ରୁ ଅଧିକ ଦେଶରେ ଲଞ୍ଚ କରାଯାଇଛି। ଦୀର୍ଘ ସମୟ ଧରି ମେଟା ଏହି ଆପ୍‌ ଉପରେ କାମ କରୁଥିଲା ଯାହା ଶେଷରେ...

ତାତି ଲହରର ପ୍ରଭାବ: ୨୦୫୦ ବେଳକୁ ଗହମ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା…

ନୂଆଦିଲ୍ଲୀ,୬।୭ : ତାପମାତ୍ରା ବୃଦ୍ଧି ଯୋଗୁ ୨୦୪୦ ସୁଦ୍ଧା ଭାରତରେ ଗହମ ଅମଳ ୫ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୧୦ ପ୍ରତିଶତ ହ୍ରାସ ହୋଇପାରେ। ଏକ ଅଧ୍ୟୟନରେ ଏହି ଆଶଙ୍କା ପ୍ରକାଶ ପାଇଛି। ଗହମ ଏବଂ ସୋରିଷ ଉତ୍ପାଦନରେ...

ୟୁନିୟନ୍‌ ବ୍ୟାଙ୍କ ପକ୍ଷରୁ ସୋଲାର ଟ୍ୟୁବ୍‌ ଲାଇଟ୍‌ ବଣ୍ଟନ

ଭୁବନେଶ୍ୱର,୬।୭: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ସାମାଜିକ କାର୍ଯ୍ୟକ୍ରମ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁପାଲି ଗ୍ରାମର ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ୨୦୦ ସୋଲାର ଟ୍ୟୁବ୍‌ ଲାଇଟ୍‌...

ଟାଟା ଷ୍ଟିଲ୍‌ର ୧୧୬ତମ ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର,୬।୭: ଟାଟା ଷ୍ଟିଲ୍‌ର ୧୧୬ ତମ ବାର୍ଷିକ ସାଧାରଣ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ୍‌ ଅଂଶଧନକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅଭିଭାଷଣ ଏବଂ କମ୍ପାନିର ଆର୍ଥିକ ପ୍ରଦର୍ଶନ ଓ ଭବିଷ୍ୟତ ଯୋଜନା...

ଡ୍ରିମ୍‌ସ ପଲିଟେକ୍‌ନିକର ମେଗା କ୍ୟାମ୍ପସ ଚୟନ

ଭୁବନେଶ୍ୱର,୬।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମସ ଗ୍ରୁପର ସହଯୋଗୀ ଅନୁଷ୍ଠାନ ଡ୍ରିମ୍‌ସ ପଲିଟେକନିକ ପକ୍ଷରୁ ନିକଟରେ ଏକ ମେଗା କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କ୍ୟାମ୍ପସ ଚୟନରେ ଡ୍ର୍ରିମ୍‌ସ ପଲିଟେକ୍‌ନିକର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର...

ପ୍ରଥମ ତ୍ରୈମାସରେ ସୋନାଲିକାର ୪୦,୭୦୦ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୬।୭: ଦେଶର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ୪୦,୭୦୦ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ଆର୍ଥିକ ବର୍ଷର ସର୍ବୋଚ୍ଚ ତ୍ରୈମାସିକ ବିକ୍ରି ରେକର୍ଡ ହାସଲ ସହ ଘରୋଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri