ବାଣିଜ୍ୟ

ଅନେକ ଦିନ ହେବ କ୍ରେଡିଟ କାର୍ଡ ବ୍ୟବହାର ବନ୍ଦ କରିଦେଇଛନ୍ତି କି, ହୋଇପାରେ ବଡ଼ ଅସୁବିଧା

ନୂଆଦିଲ୍ଲୀ,୧୩।୨: ଅନେକ ଥର କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ପରେ, ଆମେ ଏହାକୁ ବ୍ୟବହାର ନ କରି ରଖିଥାଉ। ଯଦିଓ ଆପଣଙ୍କୁ ଲାଗୁଛି ଯେ ଏହା ଯୋଗୁ କିଛି ହେବ ନାହିଁ, ତାହା ସମ୍ପୂର୍ଣ୍ଣ ଭୁଲ। କ୍ରେଡିଟ କାର୍ଡ...

New Income Tax Bill 2025: ନୂତନ ଆୟକର ବିଲ ୨୦୨୫ ଲୋକ ସଭାରେ ଆଗତ: ବିଲ୍‌ରେ ୧୦ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ୧୩।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି। ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଥିଲେ। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର...

Dollar bows before Rupee: ଟଙ୍କା ଆଗରେ ମୁଣ୍ଡ ନୁଆଁଇଲା ‘ଡଲାର’, ଏସିଆରେ ଦେଖାଯାଇ ନାହିଁ ଏଭଳି…

ନୂଆଦିଲ୍ଲୀ,୧୩।୨: ଭାରତୀୟ ଟଙ୍କା ଲଗାତାର ତୃତୀୟ ଦିନ ପାଇଁ ଡଲାରଠାରୁ ଉପରକୁ ଉଠିଛି। ଅନ୍ୟ ଏସୀୟ ମୁଦ୍ରା ତୁଳନାରେ, ଟଙ୍କା ସାମ୍ପ୍ରତିକ ସମୟରେ ଡଲାର ତୁଳନାରେ ଅଧିକ ଶକ୍ତି ଦେଖାଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଧାରା ଗୁରୁବାର ମଧ୍ୟ...

PNB ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି କ୍ୟାନସରରେ ପୀଡିତ! ବେଲଜିୟମରେ ଚାଲିଛି ଚିକିତ୍ସା

ବ୍ରସେଲ୍ସ,୧୩।୨: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ବେଲଜିୟମରେ ଅଛନ୍ତି। ମଙ୍ଗଳବାର (୧୧ ଫେବୃଆରୀ, ୨୦୨୫) ଏଠାରେ ଏକ ସ୍ବତନ୍ତ୍ର ଅଦାଲତକୁ...

EPFO ସଦସ୍ୟଙ୍କ ପାଇଁ ଖୁସିଖବର: ଶୀଘ୍ର ବଢ଼ିପାରେ PF ସୁଧହାର,ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୩।୨: ୨୦୨୫ରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ନିଷ୍ପତ୍ତି ନେଉଛନ୍ତି। ବଜେଟରେ ଟିକସ ହ୍ରାସଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାର ହ୍ରାସ ନେଇ ଘୋଷଣା କରିବା ପରେ ମଧ୍ୟବିତ୍ତ ବର୍ଗଙ୍କୁ...

୧ ଡଲାର= ୮୬.୯୫ ଟଙ୍କା

ମୁମ୍ବାଇ,୧୩।୨: କ୍ରମାଗତ ୩ ଦିନ ଧରି ଡଲାର ତୁଳନାରେ ଟଙ୍କା ସ୍ଥିତି ସାମାନ୍ୟ ଭଲ ରହିବା ପରେ ବୁଧବାର ପୁଣିଥରେ ହ୍ରାସ ପାଇଛି। ଆମେରିକୀୟ ଡଲାରର ଦୃଢ଼ ସ୍ଥିତି ସାଙ୍ଗକୁ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ବୁଧବାର ଟଙ୍କା...

ଟ୍ୟାକ୍ସ ପରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳିଲା ଆଶ୍ବସ୍ତି, ପାଞ୍ଚ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୨: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି। ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଡିସେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୫.୨୨ ପ୍ରତିଶତ ଏବଂ ଗତ...

Disney+ Hotstar ସେବା ଠପ୍‌: ଆକାଉଣ୍ଟ ଆକ୍ସେସ୍‌ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍‌ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଟି ମୋବାଇଲ, ୱେବ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ, କିନ୍ତୁ...

୧୬୧ଟଙ୍କା ରିଚାର୍ଜ କଲେ ମିଳିବ 12 GB ଡାଟା, ଉଠାନ୍ତୁ ଲାଭ

ଯଦି ଆପଣ ଏକ ଶସ୍ତା ଏବଂ ଦୀର୍ଘସ୍ଥାୟୀ ରିଚାର୍ଜ ଯୋଜନା ଖୋଜୁଛନ୍ତି, ତେବେ ଏହି ଯୋଜନା ଆପଣଙ୍କ ପାଇଁ। ଏୟାରଟେଲର ଏହି ପ୍ଲାନରେ, ଆପଣଙ୍କୁ କେବଳ ଡାଟା ଏବଂ OTT ପ୍ଲାଟଫର୍ମର ସବସ୍କ୍ରିପସନ ମିଳିବ। ଏୟାରଟେଲ ଆପଣଙ୍କୁ ୧୬୧ ଟଙ୍କାରେ...

8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଲାଗୁ ହେବ… ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୧୨।୨: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ କମିଶନ କେବେ ଗଠନ ହେବ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି କମିଶନ...

ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି...

ମହାକୁମ୍ଭରେ ବୁଡ଼ ପକାଇଲେ ଅମ୍ବାନୀ ପରିବାରର ୪ ପିଢ଼ି

ମୁମ୍ବାଇ,୧୨।୨ (ଅଭୟ ଦାଶ): ଦୀର୍ଘ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ‘ମହାକୁମ୍ଭ’ (କୁମ୍ଭ ମେଳା) ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଅମ୍ବାନୀ ପରିବାରର ୪ ପିଢ଼ି ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଏହି ଅବସରରେ ମୁକେଶ ଅମ୍ବାନୀ, ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image