ବାଣିଜ୍ୟ

ମିସ୍‌ଡ କଲ୍‌ରେ ନୂତନ ବିଦ୍ୟୁତ୍‌ ସଂଯୋଗ

ଭୁବନେଶ୍ୱର,୨୦।୫: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ ସେବା ‘ମିସ୍‌ଡ କଲ୍‌ରେ ନୂତନ ବିଦ୍ୟୁତ୍‌ ସଂଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଦିଆଯାଇଥିବା ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨,୧୯୧୨ରେ କଲ୍‌ କରିପାରିବେ କିମ୍ବା...

ନୂଆ ଅବତାରରେ ଆସିବ ପେବ୍ୟାକ୍‌ ଇଣ୍ଡିଆ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଫିନ୍‌ଟେକ୍‌ କମ୍ପାନୀ ତଥା ଭାରତପେ ଗ୍ରୁପ୍‌ର ସର୍ବବୃହତ୍‌ ମଲ୍ଟି ବ୍ରାଣ୍ଡ୍‌ ବିଶ୍ୱସ୍ତତା କାର୍ଯ୍ୟକ୍ରମ ‘ପେବ୍ୟାକ୍‌ ଇଣ୍ଡିଆ’ ଖୁବ୍‌ଶୀଘ୍ର ନୂଆ ଅବତାରରେ ଆସିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ବିଶ୍ୱସ୍ତତା ଏବଂ...

ନୁରେ ଭାରତର ପିପୋ ନେଟ୍‌ ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଡିଜିଟାଲ ପ୍ଲାଟ୍‌ଫର୍ମ ନୁରେ ଭାରତ ନେଟ୍‌ୱର୍କର ନୂଆ ମୋବାଇଲ ଆପ୍‌ ‘ପିପୋ ନେଟ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜରିଆରେ ରେଳଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସେବା ଓ ସୁବିଧା ଆଗାମୀ ଦିନରେ ଯୋଗାଇ ଦିଆଯିବ...

ବେଙ୍ଗାଲୁରୁରେ ରୋଟାରି ଓଡ଼ିଶାର ‘ଜୟ ହୋ’

ଭୁବନେଶ୍ୱର,୨୦।୫: ରୋଟାରି ଓଡ଼ିଶା ପକ୍ଷରୁ ବେଙ୍ଗାଲୁରୁଠାରେ ପ୍ରଥମ ଥର ପାଇଁ ୨ଦିନିଆ ଜିଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।...

ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏକ ୧୧ ଦିନିଆ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲର ଆୟୋଜନ କରାଯାଉଛି। ଭୁବନେଶ୍ୱରର ଜନତା ମଇଦାନଠାରେ ଆନୁଷ୍ଠାନିକ ଭାବେ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ-୨୦୨୩...

୬ ଜିଲାରେ ବିକାଶମୂଳକ କାର୍ଯ୍ୟ କରିବ ୟୁବିଆଇ

ଭୁବନେଶ୍ୱର,୨୦।୫: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନୀତେଶ ରଞ୍ଜନ ଭୁବନେଶ୍ୱର ଗସ୍ତରେ ଆସି ବ୍ୟାଙ୍କର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶାର ୬ ଜିଲାରେ ବ୍ୟାଙ୍କ ଆବଶ୍ୟକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଇଚ୍ଛା ପ୍ରକାଶ...

ଆଦାନୀକୁ ସୁପ୍ରିମକୋର୍ଟ କମିଟିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୦ା୫: ଶିଳ୍ପପତି ଗୌତମ ଆଦାନୀଙ୍କୁ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ପକ୍ଷରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଦୁର୍ନୀତି ଅଭିଯୋଗ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇ ନ ଥିବା...

ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌। ଆଉ ୨ହଜାର ଟଙ୍କାର ନୋଟ୍‌ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍‌ ଫେରେଇ ନେବା ନେଇ ଶୁକ୍ରବାର ଘୋଷଣା କରିଛି ଆରବିଆଇ। ବର୍ତ୍ତମାନ ପାଇଁ ଏହି ନୋଟ୍‌ ବଜାରରେ ପ୍ରଚଳିତ ହୋଇପାରିବ।...

ଜୟଆଲୁକ୍କାସ୍‌ରେ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୧୯।୫: ବହୁରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ପକ୍ଷରୁ ଚଳିତ ବର୍ଷର ସବୁଠାରୁ ବଡ଼ ଅଳଙ୍କାର ମହୋତ୍ସବ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ସମସ୍ତ ଅଳଙ୍କାର ପ୍ରେମୀଙ୍କୁ ପ୍ରତିଷ୍ଠାନର ସମସ୍ତ ଅଳଙ୍କାରର ମେକିଂ ଚାର୍ଜ ଉପରେ ୫୦%ର ଆକର୍ଷଣୀୟ ରିହାତି...

କର୍ମଚାରୀ କମ୍ପାନୀର ବଡ଼ ସମ୍ପତ୍ତି

ଭୁବନେଶ୍ୱର,୧୯।୫: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତଜାର୍ତୀୟ ପରିବାର ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଗର୍ବିତ ପରିବାର...

ଖିମ୍‌ଜୀର ସ୍ବତନ୍ତ୍ର ‘ଶୁଭ ସାବିତ୍ରୀ ବ୍ରତ’ ଅଫର

ଭୁବନେଶ୍ୱର,୧୯।୫: ରାଜ୍ୟର ପ୍ରମୁଖ ତଥା ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଏକ ଅଭିନବ ତଥା ଚଳିତ ବର୍ଷର ସାବିତ୍ର ପୂଜା ଉପଲକ୍ଷେ ‘ଶୁଭ ସାବିତ୍ରୀ ବ୍ରତ’ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସମସ୍ତ ବିବାହିତ...

ରୂପ୍‌ମନ୍ତ୍ରା ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌

ଭୁବନେଶ୍ୱର,୧୯।୫: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ରୂପ୍‌ମନ୍ତ୍ରାକୁ ନିକଟରେ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ରୂପ୍‌ମନ୍ତ୍ରାକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ-୨୦୨୩ର ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri