ବାଣିଜ୍ୟ

ଜେଏସ୍‌ଏଲ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୮।୫: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ) ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ୨୦୨୨-୨୩ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ୨୦୨୨-୨୩ ଆର୍ଥତ୍କ ବର୍ଷର...

ଜିଓ-ବିପି ପକ୍ଷରୁ ନୂତନ ଡିଜେଲର ଶୁଭାରମ୍ଭ

ଭୁବନେଶ୍ୱର,୧୮।୫: ଜିଓ-ବିପି ପକ୍ଷରୁ ଏକ ନୂତନ ଡିଜେଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆକ୍ଟିଭ୍‌ ଟେକ୍ନୋଲୋଜି ସହ ଜିଓ-ବିପିର ନୂତନ ଡିଜେଲ ବଜାରରେ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି କମ୍ପାନୀ ଉକ୍ତ ଉତ୍ପାଦ ଭାରତୀୟ ଉପଭୋକ୍ତାଙ୍କ...

‘ଭାରତୀୟ ଅର୍ଥନୀତିରେ ବ୍ୟାଙ୍କର ଭୂମିକା’

ଭୁବନେଶ୍ୱର,୧୮।୫: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କର୍ମଚାରୀ ସଂଘ ଭୁବନେଶ୍ବର ମଣ୍ଡଳର ସାଧାରଣ ପରିଷଦ ସଭା ରେଲୱେ ଅଡିଟୋରିୟମ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ଏସ୍‌ବିଆଇ ଶାଖାଗୁଡ଼ିକର କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ସର୍ବଭାରତୀୟ...

ଜନା ଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ପ୍ରତିଷ୍ଠାନ ଜନା ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ(ଏସ୍‌ଏଫ୍‌ବି)ର ଓଡ଼ିଶା କ୍ଷେତ୍ରରେ ନୂତନ ଶାଖାର ଶୁଭାରମ୍ଭ କରାଯାଇଛି। ଏପରିକି ବୁଧବାର ବ୍ୟାଙ୍କର ୩ଟି ଶାଖା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଓଡ଼ିଶାର ବାଲେଶ୍ୱର ଓ...

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୮।୫: ସୋନି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଡବ୍ଲ୍ୟୁଏଫ୍‌-ଏଲ୍‌ଏସ୍‌୯୦୦ଏନ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଆର୍ଥ ବ୍ଲୁ ରଙ୍ଗରେ ନଏଜ୍‌ କ୍ୟାନ୍‌ସେଲେସନ୍‌ ସୁବିଧା ଥିବା ଓୟାର ଲେସ୍‌ ଇୟର ବଡ୍‌ ଡବ୍ଲ୍ୟୁଏଫ୍‌-ଏଲ୍‌ଏସ୍‌୯୦୦ଏନ୍‌ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ...

୧୯ରୁ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଗୁପ୍ତା ଇଭେଣ୍ଟସ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏକ ୧୧ ଦିନିଆ ବିଶ୍ୱସ୍ତରୀୟ ମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମେ ୧୯ରୁ ଭୁବନେଶ୍ୱରର...

ଶିଳ୍ପପତିଙ୍କ ପସନ୍ଦ ପାଲଟିଛି ଓଡ଼ିଶା

ଭୁବନେଶ୍ୱର,୧୮ା୫(ବ୍ୟୁରୋ) : ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ଓଡ଼ିଶା। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଶିଳ୍ପପତି ଓଡ଼ିଶା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଶିଳ୍ପପତିଙ୍କ ଭରସା ବଢ଼ାଇଛି। ପୁଞ୍ଜିନିବେଶ, ଜାତୀୟ ହାରକୁ ବହୁ...

‘ମେଟା ଇଣ୍ଡିଆ’ରୁ ଇସ୍ତଫା ଦେଲେ ଆଉ ଜଣେ ବଡ ଅଧିକାରୀ

ନୂଆଦିଲ୍ଲୀ,୧୭।୫:ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଫେସବୁକ୍‌ର ସହାୟକ କମ୍ପାନୀ ମେଟାର ଜଣେ ବଡ ଅଧିକାରୀ ମେଟାରୁ ଅଲଗା ହୋଇଛନ୍ତି। ସେ ହେଉଛନ୍ତି ଭାରତର ମେଟାର ଡାଇରେକ୍ଟର ଏବଂ ପାର୍ଟନରସିପ୍‌ ହେଡ୍‌ ମନୀପ ଚୋପ୍ରା। ସେ ମଙ୍ଗଳବାର ଲିଙ୍କ୍‌ଡିନ୍‌ରେ ଇସ୍ତଫା ଦେଇଛନ୍ତି ବୋଲି...

ଖିମ୍‌ଜୀ ଜୁଏଲର୍ସର ‘ହ୍ବାଏ ନଟ୍‌ ଡାଇମଣ୍ଡ’ ଅଭିଯାନ

ଭୁବନେଶ୍ୱର,୧୭।୫: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ନୂତନ ସ୍ବତନ୍ତ୍ର ହୀରା ଗହଣା ‘ହ୍ବାଏ ନଟ୍‌ ଡାଇମଣ୍ଡ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଉକ୍ତ ଅଭିଯାନ ଜରିଆରେ ଖିମ୍‌ଜୀ ପ୍ରତ୍ୟେକ ଗ୍ରାହକଙ୍କ ବ୍ୟକ୍ତିତ୍ୱକୁ ପାଳନ...

ଓଏମ୍‌ସିର ୬୮ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ,୧୭।୫: ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ୬୮ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଓଡ଼ିଶା ସରକାରଙ୍କ ଅଧୀନ ଓଏମ୍‌ସି...

ଓଡ଼ିଶାରେ ଜିଓ ଫାଇବର ୧ ନମ୍ବର

ଭୁବନେଶ୍ୱର,୧୭।୫: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଫାଇବର ଓଡ଼ିଶାରେ କ୍ରମାଗତ ଭାବେ ୧ ନମ୍ବର ସ୍ଥାନରେ ରହିଛି। ଏପରିକି ରାଜ୍ୟର ୨ ଲକ୍ଷରୁ ଅଧିକ ଘରକୁ ହାଇସ୍ପିଡ୍‌ ଓୟାରଲାଇନ...

ଟାଟା ମୋଟର୍ସର ନ୍ୟୁ ନେକ୍ସନ ଇଭି ମାକ୍ସର ଅନାବରଣ

ଭୁବନେଶ୍ୱର,୧୭।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରିକ୍‌ ଭେଇକିଲ (ଇଭି) ‘ନ୍ୟୁ ନେକ୍ସନ ଇଭି ମାକ୍ସ’ ଡାର୍କ ଏଡିସନ ମଡେଲର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri