ବାଣିଜ୍ୟ

ଏଚ୍‌ଏମ୍‌ଆଇଏଫ୍‌ର ଟେଲି ମେଡିସିନ କ୍ଲିନିକ୍‌ ‘ସ୍ପର୍ଶ ସଞ୍ଜୀବନୀ’

ଭୁବନେଶ୍ୱର,୨୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅନୁଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଓ ନୟାଗଡ଼ ଜିଲାରେ ୫ଟି ଟେଲି ମେଡିସିନ କ୍ଲିନିକ୍‌...

ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍‌: ଜୁନ୍‌ ୧ରୁ ନିୟମ ଲାଗୁ…

ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

୩ କୋଟି ପ୍ୟାକେଜ ସହିତ, ଅନ୍ୟ ଏକ ରେକର୍ଡ କରିଛି ଏଲପିୟୁ

ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ୨୦୧୮ ଶ୍ରେଣୀର ଜଣେ ଛାତ୍ର ୟାସିର ଏମ ବିଶ୍ୱର ଏକ ବଡ ଆଇଟି କମ୍ପାନୀରେ ୩ କୋଟି ପ୍ୟାକେଜ ପାଇ ଇତିହାସ ସୃଷ୍ଟି କରିଛନ୍ତି। ସେ ଏଆଇ/ଏମଏଲ ପ୍ରୋଜେକ୍ଟରେ କାମ କରିବେ, ଯାହା ଶିଳ୍ପରେ ଏକ...

ଜିଆଇଏମ୍‌ରେ ମହା ନିଯୁକ୍ତି ମେଳା

କଟକ,୨୩।୫: ଗ୍ଲୋବାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଜିଆଇଏମ୍‌)ରେ ଏକ ମହା ନିଯୁକ୍ତି ମେଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ବିଏ ପାଠ୍ୟକ୍ରମର ଶେଷ ବର୍ଷରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ନିଯୁକ୍ତି ନିମନ୍ତେ ଏହି ମେଳା ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଓ ଡାଇଭରସ୍‌...

ରିଅଲ୍‌ମିର ନ୍ୟୁ ନାର୍‌ଜୋ ଏନ୍‌୫୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୩।୫: ରିଅଲ୍‌ମିର ନୂଆ ସ୍ମାର୍ଟଫୋନ୍‌ ରିଅଲ୍‌ମି ନ୍ୟୁ ନାର୍‌ଜୋ ଏନ୍‌୫୩ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉକ୍ତ ବ୍ରାଣ୍ଡ୍‌ ବର୍ତ୍ତମାନ ଭାରତୀୟ ବଜାରରେ ଉପଲବ୍ଧ ରହିଛି, ଯେଉଁଥିରେ ଏକ ପତଳା ଫର୍ମ ଫ୍ୟାକ୍ଟର ଓ ପରବର୍ତ୍ତୀ ପିଢ଼ିର ଉପଭୋକ୍ତାଙ୍କ...

ପତଞ୍ଜଳିର ଜୀବନ ରକ୍ଷାକାରୀ ଔଷଧ ‘ଗିଲୟ’

ନୂଆଦିଲ୍ଲୀ,୨୩।୫: ବିଗତ କିଛି ବର୍ଷ ହେବ ପତଞ୍ଜଳି ଆୟୁର୍ବେଦର ପ୍ରସିଦ୍ଧ ମେଡିସିନ ଗିଲୟ ରୋଗ ନାଶକାରୀ ଔଷଧ ଭାବେ ବେଶ୍‌ ପରିଚିତ ହୋଇପାରିଛି। ଏପରିକି ଗୁଡୁଚି (ଗିଲୟ) (ଟିନୋସ୍ପୋରା କର୍ଡିଫୋଲିଆ) ଅମ୍ରିତା ଭାବେ ମଧ୍ୟ ବେଶ୍‌ ଜଣାଶୁଣା। ବିଶେଷ କରି...

ଇଆର୍‌ଏମ୍‌ ଇଣ୍ଡିଆ ସହ ବେଦାନ୍ତର ସହଭାଗିତା

ଭୁବନେଶ୍ୱର,୨୩।୫: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଜୈବବିବିଧତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନ୍ତଃରାଷ୍ଟ୍ରୀୟ ପରିବେଶ ପରାମର୍ଶଦାତା ସଂସ୍ଥା ଇଆର୍‌ଏମ୍‌ ଇଣ୍ଡିଆ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା ହୋଇଥିବା ଜଣାପଡିଛି। ବିଶେଷକରି ବେଦାନ୍ତର...

୫୦୦୦ ୟୁଜି ଛାତ୍ରୀଛାତ୍ରଙ୍କୁ ଆର୍‌ଏଫ୍‌ଏସ୍‌

ଭୁବନେଶ୍ୱର,୨୩।୫: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ୨୭ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୫୦୦୦ ଅଣ୍ଡର-ଗ୍ରାଜୁଏଟ୍‌ (ୟୁଜି) ଛାତ୍ରୀଛାତ୍ର ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି (ଆର୍‌ଏଫ୍‌ଏସ୍‌) ପାଇବେ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।...

ସମ୍ମମ୍‌ରେ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୩ା।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସମ୍‌ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ନିକଟରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା...

୨୦୦୦ ଟଙ୍କିଆ ବିମୁଦ୍ରୀକରଣ: ବଢ଼ିଲା ସୁନା ଚାହିଦା, ପେଟ୍ରୋଲ ପମ୍ପରେ ଭିଡ଼…

ନୂଆଦିଲ୍ଲୀ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ଶୁକ୍ରବାର ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ୨୦୧୬ରେ ହୋଇଥିବା ବିମୁଦ୍ରୀକରଣର ସ୍ମୃତିକୁ ଲୋକଙ୍କ ମନରେ ଫେରାଇ ଆଣିଛି। ଯଦିଓ ଏଥର ବିମୁଦ୍ରୀକରଣର ପ୍ରଭାବ...

ପ୍ରତିଦିନ ଜମା ହେଉଥିବା ୨୦୦୦ ଟଙ୍କିଆ ନୋଟ ବିଷୟରେ ସୂଚନା ରଖିବାକୁ ବ୍ୟାଙ୍କଗୁଡିକୁ ଆରବିଆଇର ନିର୍ଦ୍ଦେଶ…

ମୁମ୍ବାଇ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ପ୍ରତିଦିନ ୨୦୦୦ ଟଙ୍କତଆ ନୋଟ ଜମା କରାଯାଉଥିବା ତଥ୍ୟ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜଡିତ ନିର୍ଦ୍ଦେଶନାମା ଆରବିଆଇ ଦ୍ୱାରା ମେ ୨୨ ଜାରି କରାଯାଇଛି। ରିଜର୍ଭ...

ମୁକ୍ତ ବାଣିଜ୍ୟ ଆଲୋଚନା ଆଗେଇବ: ମୋଦି-ସୁନକ ଦେବେ ଚୂଡ଼ାନ୍ତ ରୂପ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଆଲୋଚନାକୁ ସମୀକ୍ଷା କରିଛନ୍ତି। ଏହି ଆଲୋଚନାକୁ ତ୍ୱରାନୱିତ କରିବାକୁ ଏବଂ ଜାପାନରେ ଆଲୋଚନା ସମୟରେ ଏକ ଉଚ୍ଚାଭିଳାଷୀ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri