ବାଣିଜ୍ୟ

ଇନଷ୍ଟାଗ୍ରାମ୍‌ରେ ଆପଣଙ୍କ ୧୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି କି, ତେବେ ରୋଜଗାର କରିପାରିବେ…

ନୂଆଦିଲ୍ଲୀ, ୮।୫: ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ କଣ୍ଟେଟ୍‌ ତିଆରି କରି ଅନେକେ ରୋଜଗାର କରିପାରୁଛନ୍ତି। ସେମାନଙ୍କ ପାଇଁ ସୋସିଆଲ ମିଡିଆ ନିଜ ଟ୍ୟାଲେଣ୍ଟ ଦେଖେଇବା ପାଇଁ ଏକ ବଡ ପ୍ଲାଟଫର୍ମ ଦେବା ସହ ଅନେକେ ରୋଜଗାର କ୍ଷମ ମଧ୍ୟ...

ପଶ୍ଚିମ ଏସିଆରେ ପହଞ୍ଚିବ ଭାରତୀୟ ରେଳ ଲାଇନ, ୪ ଦେଶର ଯୋଜନା, ଡୋଭାଲଙ୍କ ଉପରେ ଦାୟିତ୍ୱ…

ନୂଆଦିଲ୍ଲୀ/ରିୟାଦ,୮।୫ : ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଗଲ୍ଫ ଦେଶରେ ଶୀଘ୍ର ଭାରତୀୟ ଟ୍ରେନ ଚଳାଚଳ କରିବ। ଏହି ପ୍ରକଳ୍ପ ସମ୍ପର୍କରେ ଆମେରିକା, ଭାରତ, ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଜାତୀୟ...

ଇଣ୍ଡିଆନ୍‌ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୮।୫: ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ପ୍ରଦୀପ୍ତ କୁମାର ରଥ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ରଥ ଆଲ୍ଲାହାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ।...

ଟିସିଏନ୍‌ଏସ୍‌ କ୍ଲଥିଂକୁ ଅଧିଗ୍ରହଣ କରିବ ଏବିଏଫ୍‌ଆର୍‌ଏଲ୍‌

ନୂଆଦିଲ୍ଲୀ,୮।୫: ଆଦିତ୍ୟ ବିର୍ଲା ଗ୍ରୁପର ଫେଶନ୍‌ ଓ ପୋଷାକ କମ୍ପାନୀ ଏବିଏଫ୍‌ଆର୍‌ଏଲ୍‌ ପକ୍ଷରୁ ଟିସିଏନ୍‌ଏସ୍‌ କ୍ଲଥିଂକୁ ଅଧିଗ୍ରହଣ କରିବା ଲାଗି ଏକ ବୁଝାମଣାପତ୍ର ସ୍ବାକ୍ଷର ସହ ଚୁକ୍ତିନାମା ମଧ୍ୟ କରାଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁସାରେ ପ୍ରତିଷ୍ଠାତାଙ୍କ ଅଂଶଧନକୁ ଅଧିଗ୍ରହଣ...

ସାମ୍‌ସଙ୍ଗ୍‌ର କ୍ୟୁଏଲ୍‌ଇଡି ଟିଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଟେଲିଭିଜନ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ୨୦୨୩ ନିଓ କ୍ୟୁଏଲ୍‌ଇଡି ଟିଭି ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୫୦ ଇଞ୍ଚରୁ ୯୮ ଇଞ୍ଚ ସାଇଜ ବର୍ଗରେ ସାମ୍‌ସଙ୍ଗ୍‌...

ଡିସିବିଏଲ୍‌ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ) ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’ର ଶୁଭାରମ୍ଭ ଓ ବଜାର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଉକ୍ତ...

ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭି ଉନ୍ମୋଚିତ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସୋନି ଇଣ୍ଡିଆ ପକ୍ଷରୁ ନିକଟରେ ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭିର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ ଥିବା ନ୍ୟୁ ସୋନି ବ୍ରାଭିଆ ଏକ୍ସଆର୍‌ ଏ୮୦ଏଲ୍‌ ଓଏଲ୍‌ଇଡି ଟିଭିର...

ଅନ୍‌ଏକାଡେମିରେ ଯୋଗଦେଲେ ଅଭେଦ

ନୂଆଦିଲ୍ଲୀ,୭।୫: ଦେଶର ସର୍ବବୃହତ୍‌ ଲର୍ନି ପ୍ଲାଟ୍‌ଫର୍ମ ଅନ୍‌ଏକାଡେମିରେ ବରିଷ୍ଠ ଏବଂ ଅଭିଜ୍ଞ ୟୁପିଏସ୍‌ସି ଶିକ୍ଷାବିତ୍‌ ଅଭାଦ୍‌ ଓଝା ନିକଟରେ ଉପସଭାପତି ୟୁପିଏସ୍‌ସି ପରୀକ୍ଷା ଭାବେ ପ୍ଲାଟ୍‌ଫର୍ମରେ ଯୋଗଦେଇଛନ୍ତି। ଏପରିକି ନୂଆଦିଲ୍ଲୀର ଅନ୍‌ଏକାଡେମି ସେଣ୍ଟରଠାରେ ଅଭାଦ୍‌ ୟୁପିଏସ୍‌ସି ପାଇଁ ଶିକ୍ଷାଦାନ କରିବେ।...

‘ଦିବ୍ୟ ୱେଟ୍‌-ଗୋ’ରୁ ମୋଟାପଣ ମୁକ୍ତି ସମ୍ଭବ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ସମୟରେ ମୋଟାପଣ ଏକ ବଡ଼ ସମସ୍ୟା ଭାବେ ସମାଜରେ ଉଭା ହୋଇଛି। ଉଲ୍ଲେଖଯୋଗ୍ୟ, ମୋଟା ହେବା ସହଜ କିନ୍ତୁ ତାହାକୁ କମାଇବା ଅତ୍ୟନ୍ତ କଠିନ ବ୍ୟାପାର। ଏପରିକି ମୋଟାପଣରୁ ମୁକ୍ତି ପାଇଁ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ନେତୃତ୍ୱରେ ପତଞ୍ଜଳି...

ଗୋଲ୍‌ଡ କଏନ ଜିତିଲେ ଘଡ଼ି ଗ୍ରାହକ

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଘରୋଇ ଡିଟରଜେଣ୍ଟ ଉତ୍ପାଦକ ଘଡ଼ି ପକ୍ଷରୁ ଆକର୍ଷଣୀୟ ଅଫର ‘ ଘଡ଼ି ମେ ସୁନା’ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଫର ଜରିଆରେ ଏକ ଗୋଲ୍‌ଡ କଏନ ଘଡ଼ି ଗ୍ରାହକ ଜିତିଛନ୍ତି ବୋଲି କମ୍ପାନୀ ପକ୍ଷରୁ...

ଲରେନ୍ସ ଆଣ୍ଡ ମାୟୋ ପକ୍ଷରୁ ସନ୍‌ଗ୍ଲାସ୍‌ ମେଳା

ଭୁବନେଶ୍ୱର,୭।୫: ଦେଶର ପ୍ରମୁଖ ଅପ୍ଟିକାଲ ବ୍ରାଣ୍ଡ୍‌ ‘ଲରେନ୍ସ ଆଣ୍ଡ ମାୟୋ’ ପକ୍ଷରୁ ସନ୍‌ଗ୍ଲାସ୍‌ ମେଳାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମେଳା ୨୦୨୩ ମେ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,...

ନାଏକାର ପିଙ୍କ୍‌ ସମର ସେଲ୍‌

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଅନ୍‌ଲାଇନ ମଲ୍ଟି ବ୍ରାଣ୍ଡ୍‌ ନାଏକା ଫ୍ୟାଶନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ଅଭିନବ ସେଲ୍‌ ‘ପିଙ୍କ୍‌ ସମର ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେଲ୍‌ ଜରିଆରେ ଗ୍ରାହକମାନେ ୫ ଲକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri