ବାଣିଜ୍ୟ

ଏପ୍ରିଲ-ଫେବୃଆରୀରେ ବିଦ୍ୟୁତ ଚାହିଦାରେ ୧୦ ପ୍ରତିଶତ ବୃଦ୍ଧି: ଛୁଇଁଲା ୧୩୭୫ ବିଲିୟନ ୟୁନିଟ…

ନୂଆଦିଲ୍ଲୀ,୧୯।୩ : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ବିଦ୍ୟୁତ୍ ଯୋଗାଣଠାରୁ ଏହି ସଂଖ୍ୟା ଅଧିକ ।...

ଆଜି ଜୀ ସାର୍ଥକରେ ‘ବାହାଘର ଡଟ୍‌ କମ୍‌’

ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକର ସହଯୋଗୀ ସଂସ୍ଥା ଜୀ ସାର୍ଥକ ଫିଲ୍ମସ୍‌ର ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ବାହାଘର ଡଟ୍‌ କମ୍‌’ ରବିବାର ଓ୍ବାଲ୍ଡର୍ର୍ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି ଓମ୍‌ ସାଇ ପ୍ରଯୋଜନା...

ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…

ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ।...

ଏଚ୍‌ଡିଏଫ୍‌ସି ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୮।୩: ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି)ର କିଛି ନିୟମ ପାଳନ ନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଲିମିଟେଡ(ଏଚ୍‌ଡିଏଫ୍‌ସି) ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର...

‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କ ପରିଚୟ...

ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ  ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଉତ୍ସାହିତ କରିବାକୁ ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ଏକ ପ୍ରୟାସ ଜାରି ରଖିଛି। ଯେଉଁମାନେ...

ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ...

ଏଚ୍‌ ଆଣ୍ଡ ଏମ୍‌ର ଏକ୍ସକ୍ଲୁସିଭ କଲେକ୍ସନ

ଭୁବନେଶ୍ୱର,୧୮ା୩: ଦେଶର ପ୍ରମୁଖ ରିଟେଲ ଗାର୍ମେଟ ଚେନ୍‌ ‘ଏଚ୍‌ ଆଣ୍ଡ ଏମ୍‌’ର ଏକ୍ସକ୍ଲୁସିଭ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ବସନ୍ତଋତୁ ଅବସରରେ ଉକ୍ତ ସଂଗ୍ରହ ନୂତନ ଋତୁ ପାଇଁ ଷ୍ଟାଇଲ ପରିବର୍ତ୍ତନର ସମ୍ଭାବନାକୁ ଅନୁସନ୍ଧାନ ଜାରି...

ପ୍ରିପ୍‌ଲାଡରର ବାଜିମାତ୍‌

ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଅନ୍‌ଲାଇନ ମେଡିକାଲ ପ୍ରସ୍ତୁତି ପ୍ଲାଟ୍‌ଫର୍ମ ‘ପ୍ରିପ୍‌ଲାଡର’ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପୋଷ୍ଟ ଗ୍ରାଜୁଏଶନ (ପିଜି)-୨୦୨୩ ବା ନିଟ୍‌ ପିଜି-୨୦୨୩ ପରୀକ୍ଷା ଫଳାଫଳରେ ବାଜିମାତ୍‌ କରିଥିବା...

ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ

ନୂଆଦିଲ୍ଲୀ,୧୮ା୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ କ୍ରମାଗତ ୩ୟ ମାସ ଲାଗି ବିଦେଶୀ ମୁଦ୍ରାଭଣ୍ଡାର (ଏଫ୍‌ଇଆର)ରେ ହ୍ରାସ ଘଟୁଛି। ଏପରିକି ଚଳିତ ସପ୍ତାହର କାରବାର ଶେଷ ବେଳକୁ ବିଦେଶ ମୁଦ୍ରାଭଣ୍ଡାର ୫୬୦ ବିଲିଅନ ଆମେରିକୀୟ...

‘କାରବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ’

ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଆୟୁର୍ବେଦର ସହଯୋଗୀ କମ୍ପାନୀ ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌(ପିଏଫ୍‌ଏଲ୍‌)ର ପ୍ରମୋଟରଙ୍କ ଶେୟାରକୁ ଷ୍ଟକ୍‌ ବଜାର ପକ୍ଷରୁ ନିଷ୍କ୍ରିୟ(ଫ୍ରିଜ୍‌)କରି ଦିଆଯାଇଛି। ବିଶେଷକରି ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ନିୟମ ୨୦୧୫ର...

ଟିଏସ୍‌ଏମ୍‌ଏଲ୍‌କୁ ଉତ୍କର୍ଷ ପୁରସ୍କାର

ନୂଆଦିଲ୍ଲୀ,୧୮ା୩: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍‌ ମାଇନିଂର ଉନ୍ନତ ପ୍ରଯୁକ୍ତି ଓ ସମାଧାନ ବ୍ୟବସ୍ଥାକୁ ହୃଦୟଙ୍ଗମ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri