ବାଣିଜ୍ୟ

ଫେବୃୟାରୀରେ ୩.୯୪ ଲକ୍ଷ ଯାନ ବିକ୍ରି

ନୂଆଦିଲ୍ଲୀ,୫।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟାକର୍ପ ଚଳିତ ବର୍ଷ ଫେବୃୟାରୀରେ ପ୍ରାୟ ୩.୯୪ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି । ଏପରିକି ଗତ ବର୍ଷର ସମାନ ଅବଧି ତୁଳନାରେ କମ୍ପାନୀ ପ୍ରାୟ ୧୦%...

ସୁଯୋଗରୁ ସଫଳତା

ଭୁବନେଶ୍ୱରରୁ ଏମ୍‌ବିଏ ଶିକ୍ଷା ଶେଷକରି ପ୍ରାରମିକ ପର୍ଯ୍ୟାୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସହ ଯୋଡ଼ି ହୋଇଥିଲି। ପରବର୍ତ୍ତୀ ସମୟରେ ପାରିବାରିକ ବ୍ୟବସାୟ (ଟ୍ରୁ ଭ୍ୟାଲୁ ଡିପାର୍ଟମେଣ୍ଟ)ରେ ଯୋଗଦେଇଥିଲି। ଏପରିକି ଆରେନାର ବରଗଡ଼ ଓ ସମ୍ବଲପୁରଠାରେ କାର୍ଯ୍ୟକରି ଅନେକ ଅଭିଜ୍ଞତା ଓ ଲୋକ...

ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୩ : ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ’ସାରରେ ଆତ୍ମନିର୍ଭରଶୀଳତା ପାଇଁ...

ଆଧାର ସହ ପାନ୍‌ ଲିଙ୍କ ଆଉ ମାଗଣା ନୁହେଁ, ଦେବାକୁ ହେବ ୧,୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ,୪।୩: ପାନ୍‌କୁ ଆଧାର ସହ ଲିଙ୍କ କରିବା ଆଉ ମାଗଣା ନୁହେଁ। ଆୟକର ବିଭାଗ ଏହି ଲିଙ୍କ ପାଇଁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ୧,୦୦୦ ଟଙ୍କା ଜରିିମାନା ନେଉଛି। ସମୟସୀମା ଶେଷ ହେବା ପରେ ବିଭାଗ ପକ୍ଷରୁ ଜରିମାନା...

ଚେକ୍‌ ପେମେଣ୍ଟକୁ ନେଇ ନିୟମ ବଦଳାଇଲା ପିଏନ୍‌ବି

ନୂଆଦିଲ୍ଲୀ,୪।୩: ଗ୍ରାହକଙ୍କୁ ଚେକ୍‌ର ନକଲି ପେମେଣ୍ଟରୁ ରକ୍ଷା କରିବା ପାଇଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏକ ନୂତନ ପଦକ୍ଷେପ ନେଇଛି। ବ୍ୟାଙ୍କ ବର୍ତ୍ତମାନ ୫ ଲକ୍ଷରୁ ଅଧିକ ଟଙ୍କା ଚେକ୍‌ ପେମେଣ୍ଟ ପାଇଁ ପଜିଟିଭ ପେ’ ସିଷ୍ଟମ (ପିପିଏସ୍‌) ବାଧ୍ୟତାମୂଳକ...

ଆମାଜନ ପେ’କୁ ବଡ଼ ଝଟ୍‌କା, ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍‌ ପେମେଣ୍ଟ ଇନ୍‌ଷ୍ଟ୍ରୁମେଣ୍ଟ(ପିପିଆଇ) ଏବଂ ନୋ ୟୁଓର କଷ୍ଟମର(କଓ୍ବୋଇସି) ସମ୍ବନ୍ଧୀୟ କିଛି ନିୟମାବଳୀକୁ ପାଳନ ନ...

ଅଭିଜ୍ଞତାରୁ ଅଭିବୃଦ୍ଧି

ଉଚ୍ଚଶିକ୍ଷା ଶେଷକରି ନିଜର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ବ୍ୟବସାୟରେ ବିନିଯୋଗ କରିବା ଲକ୍ଷ୍ୟରେ କର୍ମଭୂମିରୁ ଜନ୍ମଭୂମିକୁ ଫେରିଥିଲେ। ଏପରିକି ଦୀର୍ଘ ୫ଦଶନ୍ଧିରୁ ଅଧିକ ସମୟ ହେବ ରାଉରକେଲାଠାରେ ଥିବା ପାରିବାରିକ ବ୍ୟବସାୟରେ...

ଫେବୃୟାରୀରେ ହୋଣ୍ଡାର ୬୦୮୬ କାର ବିକ୍ରି

ନୂଆଦିଲ୍ଲୀ, ୪ା୩: ଦେଶର ପ୍ରମୁଖ ଅଟୋମୋବାଇଲ୍‌ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ)ଚଳିତ ବର୍ଷ ଫେବୃୟାରୀରେ ମୋଟ ୬୦୮୬ କାର ଘରୋଇ ବଜାରରେ ବିକ୍ରି କରିଛି। ଅପରପକ୍ଷରେ କମ୍ପାନୀ ୨୦୨୩ ଫେବୃୟାରୀେୀ ମୋଟ ୯୭୩ ୟୁନିଟ୍‌ କାର ରପ୍ତାନୀ...

ଖୁବ୍‌ଶୀଘ୍ର ସରିବ ‘ଡିଏନ୍‌ ଫେରିଟେଲ୍‌’

ଭୁବନେଶ୍ୱର,୪।୩: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍‌ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍‌ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ...

ଆନ୍ଧ୍ରପ୍ରଦେଶରେ ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆନ୍ଧ୍ରପ୍ରଦେଶରେ ୧୦ଗିଗାୱାଟ୍‌ ସୋଲାର ପାୱାର ପ୍ଲାଣ୍ଟରେ ପୁଞ୍ଜିନିବେଶ କରିବ। ଆନ୍ଧ୍ରପ୍ରଦେଶର ଉପତ୍ାଦଗୁଡ଼ିକୁ ସାରା ଦେଶରେ ପହଞ୍ଚାଇବା ଲାଗି ରିଲାଏନ୍ସ ରିଟେଲ ଏହାର କୃଷି ଆଧାରିତ ଉପତ୍ାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ।...

‘ଅଧିଗ୍ରହଣ ବ୍ୟବସାୟର ଅଭିବୃଦ୍ଧି ଘଟାଇବ’

ନୂଆଦିଲ୍ଲୀ,୩।୩:ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର କଞ୍ଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ପ୍ରକ୍ରିୟା ସମାପନ କରାଯାଇଛି। ବିଶେଷକରି ସିସିଆଇ ଅନୁମୋଦନ ମିଳିବାର ୭ ମାସ ମଧ୍ୟରେ ଉକ୍ତ ବୁଝାମଣାକୁ କାର୍ଯ୍ୟକାରୀ କରି ଆକ୍ସିସ୍‌ ବ୍ୟାଙ୍କ ତା’ର କାର୍ଯ୍ୟକାରିତା ଦୃଢ଼ତାକୁ ପ୍ରଦର୍ଶନ...

ଗେଲ୍‌ (ଇଣ୍ଡିଆ) ସହ ଟିଏସ୍‌ଏମ୍‌ଏଲ୍‌ର ବୁଝାମଣା ସ୍ବାକ୍ଷରିତ

ନୂଆଦିଲ୍ଲୀ,୩।୩:ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଗେଲ୍‌ (ଇଣ୍ଡିଆ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଟିଏସ୍‌ଏମ୍‌ଏଲ୍‌ ପରିଚାଳନା କ୍ଷେତ୍ରରେ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବାର ପ୍ରତିବଦ୍ଧତାକୁ ଦୋହରାଇ କଟକର ଆଠଗଡ଼ ସ୍ଥିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri