ବାଣିଜ୍ୟ

ମନୋଜ ଶର୍ମା ପୂର୍ବତଟ ରେଳପଥର ନୂଆ ଜିଏମ୍‌

ଭୁବନେଶ୍ୱର,୨୬।୧: ଭାରତୀୟ ରେଳ ଇଞ୍ଜିନିୟରିଂ ସେବା(ଆଇଆର୍‌ଏସ୍‌ଇ)ର ବରିଷ୍ଠ ଅଧିକାରୀ ମନୋଜ ଶର୍ମା ନିକଟରେ ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ (ଜିଏମ୍‌) ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ କେନ୍ଦ୍ରୀୟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବେ...

ପ୍ରିପେଡ୍‌ ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟ୍‌କା, ଦେଢ଼ ଗୁଣା ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୫।୧: ପ୍ରିପେଡ ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟ୍‌କା। କମ୍ପାନୀ ପକ୍ଷରୁ ସବୁଠାରୁ ଶସ୍ତା ପ୍ଲାନ ୯୯ ଟଙ୍କାରେ ଉପଲବ୍ଧ ହେଉଥିଲା। ହେଲେ ଏବେ ଏହି ମାସିକ ପ୍ରିପେଡ ପ୍ଲାନ ଦେଢ଼ ଗୁଣା ବଢ଼ି ୧୫୫ ଟଙ୍କାର ହୋଇଛି। ୯୯ ଟଙ୍କିଆ ପ୍ଲାନରେ...

ଆଜିଠାରୁ ଦିଲ୍ଲୀରୁ ‘ଶ୍ରୀଜଗନ୍ନାଥ ଯାତ୍ରା’

ନୂଆଦିଲ୍ଲୀ,୨୫ା୧: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଆର୍‌ସିଟିସି ଲିଃ ପକ୍ଷରୁ ବୁଧବାରଠାରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ପାଇଁ ଏକ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏହା ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ...

ଓଡ଼ିଶାର ୧୦ ସହରରେ ଜିଓ ଟ୍ରୁ ୫ଜି ସେବା

ନୂଆଦିଲ୍ଲୀ,୨୫ା୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଓଡ଼ିଶାର ଆଉ ୬ ଟି ସହରରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରିଥିବା ଜଣାପଡ଼ିଛି। ଏପରିକି ରାଜ୍ୟର ମୋଟ ୧୦ଟି ସହରରେ ଏହି ସେବା ଉପଲବ୍ଧ...

ଟାଟା ମୋଟର୍ସର ୨ଏସ୍‌ ଫ୍ୟାସିଲିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ଆଉ ଏକ ୨ଏସ୍‌ ଫ୍ୟାସିଲିଟି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ପ୍ରାଧିକୃତ ଡିଲର ଅଷ୍ଟଭିନାୟକ ମୋଟର୍ସ ଆନୁକୂଲ୍ୟରେ ସ୍ଥାନୀୟ ଗୋହରିଆଠାରେ ଉକ୍ତ ୨ଏସ୍‌ (ସ୍ପେୟାର ଏବଂ ସର୍ଭିସ୍‌) ଫ୍ୟାସିଲିଟି...

‘ବଜାର ସ୍ଥିତି ସହ ଖାପଖୁଆଇ ଚଳିବାକୁ ହେବ’

ଭୁବନେଶ୍ୱର,୨୫ା୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଏବଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ହିସାର)ର ନିର୍ଦ୍ଦେଶକ ମଣ୍ଡଳଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିନ୍ଦଲ ଷ୍ଟେନ୍‌ଲେସ (ମିଶ୍ରିତ ସଂସ୍ଥାକୁ...

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୧: ସୋନିର ନୂତନ ଉତ୍ପାଦ ‘ଅଲ୍‌ଟ୍ରା-ୱାଇଡ୍‌ ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି’ ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି,ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି ଲେନ୍ସର...

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୫ା୧: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ସମୟ ମଧ୍ୟରେ ବ୍ୟାଙ୍କ ଟିକସ ପରବର୍ତ୍ତୀ ଲାଭ ବାର୍ଷିକ ଭିତ୍ତିରେ ୬୨%...

ବଢ଼ୁଛି ଫାସ୍‌ଟାଗ୍‌ ଟୋଲ୍‌ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨୫ା୧: ଭାରତୀୟ ସଡ଼କ ପଥରେ ପ୍ରତିଦିନ ଲକ୍ଷାଧିକ ଗାଡ଼ି ଚଳପ୍ରଚଳ କରୁଥିବା ବେଳେ ସଡ଼କ ପଥରେ ଆଦାୟ ହେଉଥିବା ଟିକସ ପରିମାଣ କିନ୍ତୁ ସେହି ଅନୁସାରେ ଆଦାୟ ହେଉ ନ ଥିଲା। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ...

ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ମସିହାରେ ସଂଗ୍ରହ ପରିମାଣ ୩୪,୭୭୮ କୋଟି...

ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ନିଜ ଅଂଶଧନ ହଟାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୪।୧: ଘରୋଇ ଅଟୋମେକର୍‌ ଟାଟା ମୋଟର୍ସ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ଏହାର ସାଧାରଣ ଅଂଶଧନକୁ ସ୍ବେଚ୍ଛାକୃତ ଭାବେ ହଟାଇବାକୁ ଯାଉଛି। ସୋମବାରର ବ୍ୟବସାୟ ବନ୍ଦ ହେବା ପରେ ଏହା କାର୍ଯ୍ୟକାରୀ ହେବ। ଏକ ନିୟାମକ ବିଜ୍ଞପ୍ତିରେ କମ୍ପାନୀ ଏନେଇ ସୂଚନା...

ଗୁଗୁଲ୍‌ ନିଷ୍ପତ୍ତି ଉପରେ ସିଇଓଙ୍କ ସ୍ପଷ୍ଟୀକରଣ: ସ୍ଥିତି ଖରାପ ନ ହେଉ ବୋଲି…

ନୂଆଦିଲ୍ଲୀ,୨୪।୧: ଗୁଗୁଲ୍‌ରୁ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ଉପରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟୀକରଣ ଦେଇଛନ୍ତି। ବାଧ୍ୟତାମୂଳକ ଭାବେ କମ୍ପାନୀକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଯଦି ସେ ତାହା କରି ନ ଥାନ୍ତେ, ଖରାପ ସମୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri