ବାଣିଜ୍ୟ

୫୬,୦୦୦ ଉପରେ ସୁନା ଦର

ନୂଆଦିଲ୍ଲୀ,୧୦।୧: ଗତ କିଛିଦିନ ହେଲା ସୁନାଜାତ ସାମଗ୍ରୀ ସାଙ୍ଗକୁ ରୁପା ଓ ହୀରାର ଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏପରିକି ସୋମବାର ସୁନା ଦର ୫୬,୦୦୦ଟଙ୍କା ଟପି ଯାଇଥିବା ସୂଚନା ମିଳିଛି। ଏ ନେଇ ମଧ୍ୟ ଇଣ୍ଡିଆ ବୁଲିୟନ...

ଫେବୃୟାରୀ ୧୩ରୁ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ…

ନୂଆଦିଲ୍ଲୀ,୯।୧ : ଫେବୃଆରୀ ୧୩ ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ -୨୦୨୩ ଆୟୋଜିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହା ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ ଏହା ହେଉଛି ତୀର ଭାରତର ୧୪ ତମ...

ଉତ୍ପାଦ ବର୍ଗର ବିସ୍ତାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା କମ୍ପାନୀ ସୋମାନି ସେରାମିକ୍ସ ଲିମିଟେଡ ପକ୍ଷରୁ ନିକଟରେ ଏକ ରାଜ୍ୟସ୍ତରୀୟ ଡିଲର ମିଟ୍‌ର ଆୟୋଜନ କରାଯାଇଥିଲା। ବିଶେଷକରି ପୁରୀ ଜଗନ୍ନାଥଧାମରେ ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ସୋମାନି ଇଜି ଫିକ୍ସ ଡିଲର ମିଟ୍‌ ସମ୍ପର୍କରେ ଘୋଷଣା...

ରୁଙ୍ଗ୍‌ଟା ଷ୍ଟିଲ୍‌ ଓୟାର ରଡ୍‌ର ନୂଆ ଟିଭିସି

ନୂଆଦିଲ୍ଲୀ,୯।୧ : ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିସି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବଲିଉଡ୍‌ ତାରକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭି ବିଜ୍ଞାପନକୁ...

ୟେସ୍‌ ୱାଲର୍‌ଡର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧: ଅନ୍ତଃରାଷ୍ଟ୍ରୀୟ କ୍ଲାଇମେଟ୍‌ ଟେକ୍‌ କମ୍ପାନୀ ୟେସ୍‌ ୱାଲର୍‌ଡ୍‌ କ୍ଲାଇମେଟ୍‌ ଟେକ୍‌ ପିଟିଇ ଲିଃ.ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷ କରି ଘରର ଝରକାଗୁଡିକ ପାଇଁ ବିଶ୍ୱର ପ୍ରଥମ ଶକ୍ତି ଦକ୍ଷ ଗ୍ଲାସ୍‌ ସଲ୍ୟୁଶନର ଶୁଭାରମ୍ଭ କରାଯାଇଛି।...

ଆକ୍ସିସ୍‌ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୯।୧: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂଆ ଆକ୍ସିସ୍‌ କ୍ରିସିଲ ଆଇବିଏକ୍ସ ୫୦:୫୦ ଗିଲ୍ଟ ପ୍ଲସ ଏସ୍‌ଡିଏଲ ଜୁନ ୨୦୨୮ ‘ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ କୌଣସି ପ୍ରଯୁଜ୍ୟ ଏକ୍ସିଟ ଲୋଡ଼ ନାହିଁ, ଏହି ନୂଆ ଫଣ୍ଡ...

ମୋନେଟ ପାୱାରକୁ କାର୍ଯ୍ୟକ୍ଷମ କରାଇବ ଜେଏସ୍‌ପିଏଲ୍‌

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ନୂତନ ଅଧିଗ୍ରହଣ କମ୍ପାନୀ ମୋନେଟ ପାୱାରର ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଜେଏସପିଏଲ ପ୍ରାୟ ୧୫୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜେଏସ୍‌ପିଏଲ୍‌ର...

ଦକ୍ଷିଣ-ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧିକ, ଆମେରିକା-ୟୁରୋପରେ ସ୍ଥିତିରେ ସୁଧାର: ଆଇଏଲଓ ରିପୋର୍ଟ…

ଜେନେଭା,୮।୧ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସପ୍ତାହରେ ହାରାହାରି କାର୍ଯ୍ୟ ସମୟ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏବଂ ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ସର୍ବାଧିକ। ଉତ୍ତର ଆମେରିକା, ୟୁରୋପ ଏବଂ...

ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ଆସନ୍ତା ମାସରୁ…

ନୂଆଦିଲ୍ଲୀ,୮।୧ : ଭାରତ ଏବଂ ବାଂଲାଦେଶର ଉଚ୍ଚାଭିଳାଷୀ ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ପ୍ରକଳ୍ପ (ଆଇବିଏଫପିଏଲ) ଆସନ୍ତା ମାସରୁ ଆରମ୍ଭ ହେବ। ଏହି ପାଇପଲାଇନର କାର୍ଯ୍ୟ ଆରମ୍ଭ ଉଭୟ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଆଇବିଏଫପିଏଲ ପ୍ରକଳ୍ପର...

ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି ଟଙ୍କା ଥିଲା। ଯାହା ବର୍ତ୍ତମାନ ୬୨,୬୮୧.୬୮ କୋଟି ଟଙ୍କାକୁ ଖସି ଆସିଛି। ବିଶେଷଜ୍ଞମାନେ...

‘ଜୀବନ ଶାନ୍ତି’ରେ ସଂଶୋଧନକଲା ଏଲ୍‌ଆଇସି

ଭୁବନେଶ୍ୱର,୮।୧: ଜୀବନ ଶାନ୍ତି ପ୍ଲାନ୍‌ରେ ସଂଶୋଧନ କରିଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। ଏହି ସଂଶୋଧନ ୫ ଜାନୁୟାରୀଠାରୁ ଲାଗୁହେବ ବୋଲି ଏଲ୍‌ଆଇସି ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,ଜୀବନ ଶାନ୍ତି ପ୍ଲାନ୍‌ରେ ଆନ୍ୟୁଇଟି ହାର ଓ ହାଇ ପର୍‌ଚେଜ୍‌...

ଏସିସି ଇକୋମ୍ୟାକ୍ସର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୧: ଦେଶର ୩ଟି ରାଜ୍ୟରେ ଆଦାନୀ ଗ୍ରୁପ୍‌ ତା’ର ‘ଏସିସି ଇକୋମ୍ୟାକ୍ସ’ ସିମେଣ୍ଟକୁ ଶୁଭାରମ୍ଭ କରିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର। ଏ ନେଇ କମ୍ପାନୀ ସିଇଓ ଅଜୟ କପୁର କହିଲେ, ଆମ ପରିଚାଳନାର ମୂଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri