ବାଣିଜ୍ୟ

ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍‌ ଗୁରୁବାର ସେନ୍‌ସେକ୍ସ ୭୬୨.୧୦ ପଏଣ୍ଟ ବଢ଼ି ୬୨,୨୭୨.୬୮ ଅଙ୍କ ସହ ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ହେଲେ...

ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ। ଯାହାଦ୍ୱାରା ମୁଦ୍ରୀକରଣ ପ୍ରକ୍ରିୟାକୁ ପୁନର୍ବାର ଟ୍ରାକରେ ରଖାଯାଇପାରିବ। ଏହି ଆର୍ଥିକ ବର୍ଷ ପାଇଁ...

ଆକ୍ସିସ ବ୍ୟାଙ୍କ-ଫ୍ଲିପ୍‌କାର୍ଟର ସହଯୋଗିତା

ନୂଆଦିଲ୍ଲୀ,୨୪।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍‌କାର୍ଟ ସୁପର କଏନ୍‌ସ ରିୱାର୍ଡ ପ୍ରୋଗ୍ରାମକୁ...

ରାଜସୁନାଖଳାରେ ଟ୍ରେଣ୍ଡ୍‌ସ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼ ଜିଲା ରାଜସୁନାଖଳାଠାରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ (ଷ୍ଟୋର) ର ଶୁଭାରମ୍ଭ କରାଯାଇଛି। ୬୪୦୦...

ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌ ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା...

‘ଶିକ୍ଷା ବିଚାରପ୍ରକ୍ରିୟା ଉନ୍ମୋଚିତ କରିଥାଏ’

ଭୁବନେଶ୍ୱର,୨୪।୧୧: ଫିକି ଓ ଆଦିତ୍ୟ ବିର୍ଲା ସିଏସ୍‌ଆର୍‌ (ସେଣ୍ଟର ଫର ଏକ୍ସିଲେନ୍ସ)ର ମିଳିତ ଆନୁକୂଲ୍ୟରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ଦ୍ୱାରା ବୁଧବାର ଆଇଡିଏଟର ୧୧ତମ ଅଧିବେଶନ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜାତୀୟସ୍ତରର...

‘ଶ୍ରେଷ୍ଠ ପ୍ରତିଭାଙ୍କୁ ପୁରସ୍କୃତ କରିବ ନ୍ୟୁରନ୍‌’

ଭୁବନେଶ୍ୱର,୨୪।୧୧: ଓଡିଏମ୍‌ ଏଜୁକେଶନାଲ୍‌ ଗ୍ରୁପ୍‌ ସହଭାଗିତାରେ ପ୍ରିମିୟର ଇଣ୍ଡିଆନ୍‌ କମ୍ପାନୀ (ନ୍ୟୁରନ୍‌) ଦ୍ୱାରା ପରିଚାଳିତ ‘Brain-a-thon-Olympiad’ & ‘Who’s Next Talent Hunt’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ୍‌ ପରିସରରେ ବୁଧବାର ଏକ ଖବରଦାତା...

‘ଓଡ଼ିଶାରେ ବୃଦ୍ଧି ପାଇଛି ୨ ଚକିଆ ଯାନ ବିକ୍ରି’

ଭୁବନେଶ୍ୱର,୨୪।୧୧: ଗତ କିଛି ମାସ ହେବ ଉଭୟ ଜାତୀୟ (ଭାରତ) ଏବଂ ରାଜ୍ୟ (ଓଡ଼ିଶା) ବଜାରରେ ଗାଡ଼ି ବିକ୍ରି ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଏପରିକି ଉଭୟ ଭାରି ଏବଂ ଯାତ୍ରୀବାହୀ ଯାନ ସାଙ୍ଗକୁ ୨ ଏବଂ ୩...

ଅମ୍ବାନୀ କହିଲେ ‘୪ଜି-୫ଜି ନୁହେଁ, ଏହା ହେଉଛି ଦୁନିଆର ସବୁଠାରୁ ବଡ ‘ଜି’

ନୂଆଦିଲ୍ଲୀ,୨୩।୧୧: ବର୍ତ୍ତମାନର ସମୟ ୪ଜି ଏବଂ ୫ଜିର ସମୟ। ଆଜିର ଯୁବପିଢ଼ି ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ। ହେଲେ ସେମାନଙ୍କୁ ମନେ ରଖିବା ଉଚିତ ଯେ ଦୁନିଆରେ ମାତା ଜି ଏବଂ ପିତା ଜିଙ୍କଠାରୁ କୌଣସି ଜି ବଡ...

କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର କମିଶନରଙ୍କ ନିକଟରେ ହାଜର ହେବାକୁ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଲେଖିଛି,...

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା କର୍ମଚାରୀମାନଙ୍କ ପାଇଁ ଅସ୍ଥାୟୀ ଭିଜା ଉପରେ ଆଉ ଏକ ଚାକିରି ଖୋଜିବା ପାଇଁ...

ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ ଏକ ବୈଷୟିକ ମାଷ୍ଟରକ୍ଲାସ୍‌ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଭାରତ ସମେତ ୬୦ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri