ବାଣିଜ୍ୟ

ସନ୍‌ କିଙ୍ଗ୍‌ ଇନ୍‌ଫିନିଟିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସୋଲାର ଏନର୍ଜି ପ୍ରଡକ୍ଟ କମ୍ପାନୀ ସନ୍‌ କିଙ୍ଗ୍‌ର ସବ୍‌-ବ୍ରାଣ୍ଡ୍‌ ସନ୍‌ କିଙ୍ଗ୍‌ ଇନ୍‌ଫିନିଟି ପକ୍ଷରୁ ନିକଟରେ ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମେଚୋନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ନୂଆ ଏଲ୍‌ଇଡି ଲାଇଟିଂ ପ୍ରଡକ୍ଟ ରେଞ୍ଜର...

ନୁଭୋକୋ ପ୍ଲାଣ୍ଟକୁ ଗ୍ରୀନ୍‌ ପ୍ରୋ ଇକୋଲେବଲ ସ୍ବୀକୃତି

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍‌ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ୬ଟି ରେଡି-ମିକ୍ସ କଂକ୍ରିଟ ପ୍ଲାଣ୍ଟକୁ ସମ୍ମାନଜନକ ଗ୍ରୀନ୍‌ ପ୍ରୋ ପ୍ରମାଣପତ୍ର ମିଳିଛି। ବିଶେଷକରି କମ୍ପାନୀର ପାଟେନଚେରୁ, ମିୟାପୁର(ହାଇଦ୍ରାବାଦ), ହ୍ବାଇଟ୍‌ଫିଲ୍ଡ (ବେଙ୍ଗାଲୁରୁ), ସନଥଲ୍‌(ଗୁଜରାଟ), ନୋଏଡା (ଉତ୍ତରପ୍ରଦେଶ) ଏବଂ...

ରାଷ୍ଟ୍ରବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରୋତ୍ସାହନ ଅଭିଯାନ

ଭୁବନେଶ୍ୱର,୧୭।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜୀକରଣ ଶିବିର ଆୟୋଜିତ ହୋଇଯାଇଛି। ଏପରିକି ପେନ୍‌ସନ ଏବଂ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ ଓ ଏସ୍‌ବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଉକ୍ତ...

‘ଡିଜିଟାଲ କାରବାରରେ ସତର୍କତା ଜରୁରୀ’

କଟକ,୧୭।୧୧: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ)ର କଟକ କ୍ଷେତ୍ର ଆନୁକୂଲ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ‘ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଏବଂ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା-୨୦୨୨ ଉପରେ...

‘ଶାଢ଼ି ବ୍ୟବସାୟର ବ୍ୟାପକ ସମ୍ଭାବନା ରହିଛି’

ଭୁବନେଶ୍ୱର,୧୭।୧୧: ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତଥା ଭାରତର ପ୍ରମୁଖ ଗାର୍ମେଣ୍ଟ (ଶାଢ଼ି) ବ୍ରାଣ୍ଡ୍‌ ତନେଇରା ଓଡ଼ିଶା ବଜାରରେ ପ୍ରବେଶ କରିବା ସହ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟନଠାରେ ବ୍ରାଣ୍ଡ୍‌ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ଭିଡ଼ ବଢ଼ାଉଛି କାରବାର

କଟକ,୧୭।୧୧: ଦେଶର ଲୋକପ୍ରିୟ ପପୁଲାର କିଚେନ ଆଣ୍ଡ ହୋମ୍‌ ପ୍ରଡକ୍ଟସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସ ଜରିଆରେ ଚଳିତ ବର୍ଷ କଟକ ବାଲିଯାତ୍ରାରେ ସାମିଲ ହୋଇଛି। ଏପରିକି ଗତ ୨ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଚଳିତ...

ଜିଓ ପରେ ଏବେ ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟକା, ଆଉ ମିଳିବ ନାହିଁ ଏହି ସୁବିଧା

ନୂଆଦିଲ୍ଲୀ,୧୬।୧୧: ଜିଓ ପରେ ଏବେ ଗ୍ରାହକଙ୍କୁ ଝଟ୍‌କା ଦେଇଛି ଏୟାରଟେଲ। କମ୍ପାନୀ ଏହାର ରିଚାର୍ଜ ପ୍ଲାନ୍‌ରୁ ଓଟିଟି ସୁବିଧା ହଟାଇବା ଆରମ୍ଭ କରିଛି। ଏହା ଡିଜନୀ ପ୍ଲସ ହଟ୍‌ଷ୍ଟାର ସବ୍‌ସ୍କ୍ରିପଶନ ଥିବା ଅଧିକାଂଶ ରିଚାର୍ଜ ପ୍ଲାନ୍‌ ଅପସାରଣ କରିଛି। ଏବେ...

ଏସ୍‌ଏଫ୍‌ଟିର ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର

ନୂଆଦିଲ୍ଲୀ,୧୬ା୧୧: ସାମ୍‌ସଙ୍ଗ୍‌ର ସଲ୍‌ଭ ଫର୍‌ ଟୁମରୋ (ଏସ୍‌ଏଫ୍‌ଟି)ର ଉଦ୍‌ଘାଟନୀ ସଂସ୍କରଣର ଶୀର୍ଷ ୩ଜଣଙ୍କ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏପରିକି ୩ ବିଜେତା ଟିମ୍‌ ଯଥା ସ୍ପୁଟନିକ ବ୍ରେନ୍‌, ଉଡାନ ଏବଂ ଆଲ୍‌ଫା ମନିଟର ସମୁଦାୟ ୧ କୋଟି ଟଙ୍କାର...

ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୧୬ା୧୧: ଦେଶର ପ୍ରମୁଖ ପୋଷାକ ଉଦ୍ୟୋଗ ଲକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଏଲ୍‌ଆଇଏଲ୍‌)ର କିଡ୍ସ ଇନର ଓ୍ବେୟର ରେଞ୍ଜ ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୧୦୦ରୁ ଅଧିକ ଉପତ୍ାଦକୁ ୧୪ ଟି ପ୍ରମୁଖ ବ୍ରାଣ୍ଡ୍‌ରେ...

କେନ୍ଦୁଝରରେ ଭୋଲ୍ଟାସ୍‌ର ବ୍ରାଣ୍ଡ୍‌ ଶପ୍‌

କେନ୍ଦୁଝର,୧୬ା୧୧: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦକ କମ୍ପାନୀ ଭୋଲ୍ଟାସ୍‌ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ଅମ୍ବିକା ହୋମ୍‌ ଆପ୍ଲିଆନ୍ସ’ ଜରିଆରେ ମଙ୍ଗଳବାର କେନ୍ଦୁଝର ସହର ଥାନା ଛକ (ରତନ...

ପାୱାର ପ୍ଲାଣ୍ଟରେ ଆଇଓଟି ପ୍ରଯୁକ୍ତି ନିୟୋଜିତ

ଭୁବନେଶ୍ୱର,୧୬ା୧୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟରେ ଜଳ ଖର୍ଚ୍ଚ କମ୍‌ କରିବା ପାଇଁ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି) ପ୍ରଯୁକ୍ତିକୁ ନିୟୋଜିତ କରାଯାଇଛି। ଯେହେତୁ ପାୱାର ପ୍ଲାଣ୍ଟ ପାଇଁ କୁଲିଂ ୱାଟରର ଆବଶ୍ୟକତା ରହୁଛି, ସେଥିପାଇଁ ଉକ୍ତ ପ୍ରଯୁକ୍ତି ଦ୍ୱାରା...

ସେନ୍‌ସେକ୍ସରେ ୨୪୯ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧୬ା୧୧: ଦିନକ ପରେ ପୁଣି ଥରେ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ ଥିବା ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ କିଛି ପରିମାଣରେ ଲାଭବାନ୍‌ ହୋଇଛନ୍ତି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri