ବାଣିଜ୍ୟ

୪୦%ରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ

ଭୁବନେଶ୍ୱର,୧୬ା୧୧: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ଜେନା ମଙ୍ଗଳବାର ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ବୈଠକରେ ଯୋଗଦେଇ ଏଭଳି ମତବ୍ୟକ୍ତ...

‘ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼’

ନୂଆଦିଲ୍ଲୀ,୧୫।୧୧:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବି ଗୃହ ଋଣ ସୁଧ ହାରକୁ ୨୫ ବିପିଏସ ହ୍ରାସ କରି ବାର୍ଷିକ ୮.୨୫%...

ଆଧାରରେ ହେବ ଫୋନ୍‌ପେ ଆକ୍ଟିଭେସନ

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଫିନଟେକ ପ୍ଲାଟଫର୍ମ ଫୋନ୍‌ ପେ ସୋମବାର ଘୋଷଣା କରିଛି ଯେ, ଆଧାର କାର୍ଡ ଆଧାରିତ ଓଟିପି ଅଥେଣ୍ଟିକେଶନର ବ୍ୟବହାର କରି ଫୋନ୍‌ ପେ ୟୁପିଆଇ ଆକ୍ଟିଭେଶନ ସକ୍ଷମ କରିଛି। ଆଧାର କାର୍ଡ ଆଧାରିତ ୟୁପିଆଇ ଅନବୋର୍ଡିଂ ଫ୍ଲୋ...

ଡାଲମିଆ ସିମେଣ୍ଟର ‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୧୫।୧୧: ଦେଶର ପ୍ରମୁଖ ଘରୋଇ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ ପକ୍ଷରୁ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ହସ୍ତକଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଝଗରପୁର ଗ୍ରାମର ମହିଳାଙ୍କ ପାଇଁ ଏହି ଅର୍ଥନୈତିକ ଉତ୍‌ଥାନ କାର୍ଯ୍ୟକ୍ରମର ଶୁଭାରମ୍ଭ...

ବେଦାନ୍ତ ଝାରସୁଗୁଡ଼ାର ସବୁଜ ଅଭିଯାନ

ଭୁବନେଶ୍ୱର,୧୫।୧୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ ପକ୍ଷରୁ ସବୁଜ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଜିଲା ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜମାର୍ଗ ପାର୍ଶ୍ୱରେ ପ୍ରାଥମିକ ପର୍ଯ୍ୟାୟରେ ୧୦ କିମି ବ୍ୟାପୀ ଧାଡ଼ି ପ୍ରଣାଳୀରେ ବୃକ୍ଷରୋପଣ କରାଯାଇଛି। ଏପରିକି...

ଜିଓର ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

ମୁମ୍ବାଇ,୧୫।୧୧:ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓର ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ କୋଲକାତାଠାରେ ଏକ ଦିନିକିଆ...

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%

ନୂଆଦିଲ୍ଲୀ,୧୫।୧୧:ଗତ କିଛି ମାସ ହେବ ଦରଦାମ ବୃଦ୍ଧି ଓ ମାନ୍ଦାବସ୍ଥା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏପରିକି ସରକାରଙ୍କ ସମସ୍ତ ପଦକ୍ଷେପ ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିନାହିଁ। ବିଶେଷ କରି ଦେଶରେ ଖୁଚୁରା ମୁଦ୍ରାସ୍ପୀତି...

ଭାରତରେ ପୁଣିଥରେ ଡାଉନଲୋଡ୍‌ କରିହେବ ଭିଏଲ୍‌ସି ମିଡିଆ ପ୍ଲେୟାର

ନୂଆଦିଲ୍ଲୀ,୧୪।୧୧: ନିକଟରେ ମଲ୍ଟିମିଡିଆ ପ୍ଲେୟାର ଭିଏଲ୍‌ସି ଉପରେ ଭାରତ ସରକାର ପ୍ରତିବନ୍ଧ ଲଗାଇଥିଲେ। ଏବେ ଏହି ଆଦେଶ ହଟିଛି। ଫଳରେ ବ୍ୟବହାରକାରୀମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। ସୋମବାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ କମ୍ପାନୀ ଉପରୁ ପ୍ରତିବନ୍ଧକୁ ହଟାଇ...

୨୦ଜଣଙ୍କୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୪।୧୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ତାନ କରିଡର୍‌ ପକ୍ଷରୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି। ବିଶେଷ କରି ଷ୍ଟାର୍ଟଅପ୍‌ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍‌ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନଗୁଡ଼ିକର ଅବଦାନକୁ...

ବଢୁଛି ଶୀର୍ଷ ବ୍ରାଣ୍ଡ୍‌ ପ୍ରତିଯୋଗିତା

ନୂଆଦିଲ୍ଲୀ,୧୪।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ପ୍ରମୁଖ କମ୍ପାନୀଗୁଡିକର ବ୍ରାଣ୍ଡ୍‌ ଭାଲ୍ୟୁ ସୂଚୀ ପ୍ରକାଶ ପାଇଛି। ଏପରିକି ବର୍ଷକୁ ବର୍ଷ ଉଭୟ ଘରୋଇ ଏବଂ ସରକାରୀ ସଂସ୍ଥାଗୁଡିକ ମଧ୍ୟରେ ଶୀର୍ଷସ୍ଥାନ ପାଇଁ ପ୍ରତିଯୋଗିତା ଜାରି ରହିଛି...

ପତଞ୍ଜଳିର ୫ମେଡିସିନ କଟକଣା ମୁକ୍ତ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ଆୟୁର୍ବେଦିକ ସଂସ୍ଥା ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ୫ ମେଡିସିନର ବିକ୍ରି ଉପରେ ଉତ୍ତରାଖଣ୍ଡ ସରକାର କଟକଣା (ବ୍ୟାନ୍‌) ଲଗାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କିମିଟିର ପରାମର୍ଶ ପରେ ସରକାର...

୨୦ରେ ଜୀ ସାର୍ଥକର ‘ଦିଲ୍‌ ମୋର ମାନେନା’

ଭୁବନେଶ୍ୱର,୧୪।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜି ସାର୍ଥକର ବହୁ ପ୍ରତୀକ୍ଷିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ଆସନ୍ତା ରବିବାର (ନଭେମ୍ବର-୨୦) ସା ୬ଟା ୩୦ରେ ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri