ବାଣିଜ୍ୟ

ଆମେରିକା, ଲଣ୍ଡନ, ଦୋହାକୁ ଉଡ଼ିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୨।୧୦: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ଏପରିକି ଚଳିତ ବର୍ଷ ଅକ୍ଟୋବର ୩୦ରୁ ଦେଶର ପ୍ରମୁଖ ସହରରୁ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଆମେରିକା, ଦୋହା...

ତଳମୁହାଁ ଅର୍ଥନୀତି: ମାନ୍ଦାବସ୍ଥା ଜଳଜଳ

ନୂଆଦିଲ୍ଲୀ,୧୨।୧୦: କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ବହୁ ତଳକୁ ଟାଣିନେବା ପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଓ ଅନ୍ୟ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକରେ ଲାଗିରହିଥିବା ସଂଘର୍ଷ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପୃଷ୍ଠଭୂମିରେ ଭାରତ ସମେତ ବିଭିନ୍ନ...

ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ ଏଜେନ୍ସିରେ ମଧ୍ୟ ଯୋଗ ଦେଇଛି ଯେଉଁମାନେ ଭାରତର ଜିଡିପି ହାରର ପୂର୍ବାନୁମାନକୁ ହ୍ରାସ...

ୟୁଟ୍ୟୁବ୍‌ର ଦୀପାବଳି ଅଫର୍‌: ମାତ୍ର ୧୦ ଟଙ୍କା ଦେଇ ପାଆନ୍ତୁ ୩ ମାସର ସବ୍‌ସ୍କ୍ରିପ୍‌ଶନ୍‌

ନୂଆଦିଲ୍ଲୀ,୧୧।୧୦: ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କୁ ବିଶେଷ ଅଫର ଦେଉଛି ୟୁଟ୍ୟୁବ୍‌। କମ୍ପାନୀ ଦ୍ୱାରା ରିହାତି ମୂଲ୍ୟରେ ତିନି ମାସର ସବସ୍କ୍ରିପଶନ ଦିଆଯାଉଛି। ତେବେ ଏହି ପ୍ରିମିୟମ ସେବା ଅଫର୍‌ କେବଳ ସେହି ଉପଭୋକ୍ତାଙ୍କୁ ମିଳିବ ଯିଏ ଏଯାବତ୍‌ ୟୁଟ୍ୟୁବ୍‌ ସବ୍‌ସ୍କ୍ରିପ୍‌ଶନ...

ଏସ୍‌ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ ବ୍ୟାଙ୍କିଙ୍ଗ ସମାଧାନ ସହ ୧୨ଟି ଭାଷାରେ ୨୪ ଘଣ୍ଟା ଉପଲବ୍ଧ ହେବ, ଯାହାକୁ...

୮୪୯୦ ଶାଖାରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଉଛି ଆଇପି

ଭୁବନେଶ୍ୱର,୧୧।୧୦: ଗତ ବର୍ଷକ ମଧ୍ୟରେ ଭାରତୀୟ ଡାକ ବା ଇଣ୍ଡିଆନ ପୋଷ୍ଟ (ଆଇପି)ର ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ଓଡ଼ିଶାର ଲୋକ ଓ ଗ୍ରାହକଙ୍କର ଆଦର ଲାଭ କରିଛି। ବିଶେଷକରି ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି...

ଆୟକର ବ୍ୟବସ୍ଥାରେ ଦକ୍ଷ କରାଇବ ଟ୍ୟାକ୍ସବଡ଼ି

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଇନ୍‌କମ୍‌-ଟ୍ୟାକ୍ସ ଇ-ଫାଇଲିଙ୍ଗ୍‌ ପ୍ଲାଟ୍‌ଫର୍ମ ଟ୍ୟାକ୍ସବଡ଼ି ପକ୍ଷରୁ ଏକ ‘ଇନ୍‌କମ୍‌-ଟ୍ୟାକ୍ସ ଏକ୍ସପର୍ଟ କୋର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆୟକର ଦାଖଲ, ଟିକସ ସମ୍ବନ୍ଧିତ ପରାମର୍ଶ, ଟିକସ ଯୋଜନା ଏବଂ ବିଜ୍ଞପ୍ତି ପରିଚାଳନା ଭଳି ବିଭିନ୍ନ...

ଜୈବବିବିଧତା କ୍ଷେତ୍ରରେ ଟିଏସ୍‌ଏମ୍‌ଏଲ୍‌ ସମ୍ମାନିତ

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌)କୁ ‘ଗ୍ରୋ ଉଇଥ୍‌ ନେଚର’ ଏବଂ ‘ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ କଞ୍ଜରଭେଶନ୍‌ ସୋସାଇଟି ଅଫ୍‌ ଓଡ଼ିଶା’ (ଏନ୍‌ଡବ୍ଲ୍ୟସିଏସ୍‌ଓ) ପକ୍ଷରୁ ସମ୍ମାନିତ କରାଯାଇଛି। ବିଶେଷକରି ଜୈବବିବିଧତାର ସଂରକ୍ଷଣ...

ସେନ୍‌ସେକ୍ସରେ ୨୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୦।୧୦: ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି କ୍ରମାଗତ ଭାବେ ଷ୍ଟକ୍‌ ବଜାରର କାରବାର ଉପର ତଳ ରହିବା ଏବଂ ଅନ୍ତଜାର୍ତୀୟ ଘଟଣା ଯୋଗୁ ଦଲାଲ ଷ୍ଟ୍ରିଟ୍‌ର କାରବାର...

ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ୫୭% ବୃଦ୍ଧି

ନୂଆଦିଲ୍ଲୀ,୧୧।୧୦: ଚଳିତ ବର୍ଷ ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ପ୍ରାୟ ୫୭% ବୃଦ୍ଧି ସହ ୫୩୯,୨୨୭ ୟୁନିଟ୍‌ରେ ପହଞ୍ଚତ୍ଛି। ଏପରିକି ଅଟୋମୋବାଇଲ କ୍ଷେତ୍ର ବର୍ତ୍ତମାନ ଏକ ବଡ଼ ଅଭିବୃଦ୍ଧି ଏବଂ ପୁନରୁଦ୍ଧାରର ସଙ୍କେତରେ ରହିଛି। ବିଶେଷକରି ଗତ ବର୍ଷ ଏହି...

ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ ଏପି’ର ୨ୟ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଏପିଜେ ଅବଦୁଲ କଲାମ ଅଡିଟୋରିୟମ୍‌ ପରିସରରେ ଉକ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ...

ଅନୁଭା-ବାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ କର୍କଟ ଚିକିତ୍ସାଳୟ ବେଦାନ୍ତର ବାଲକୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି) ଏବଂ ଅନୁସନ୍ଧାନ ସଂସ୍ଥା ଅନୁଭା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର ନିକଟରେ ସ୍ବାକ୍ଷରିତ ହୋଇଛି। ସେହି ଅନୁଯାୟୀ ବାଲକୋରେ କର୍କଟ ଜେନୋମିକ୍ସ ବାୟୋ ବ୍ୟାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri