ବାଣିଜ୍ୟ

ଆମାଜନ.ଇନ୍‌ରେ ଗ୍ରାହକଙ୍କ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ.ଇନ୍‌ରେ ‘ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ (ଏଜିଆଇଏଫ୍‌)-୨୦୨୨’ ବର୍ତ୍ତମାନ ସକ୍ରିୟ ରହିଛି। ଏଥିରେ ବିଭିନ୍ନ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ରହିଛି। ଏହା ମାଧ୍ୟମରେ କମ୍ପାନୀ ସାରା ଦେଶରେ ରହିଥିବା ଏହାର କୋଟି...

ଭାରତରେ ହୋଣ୍ଡା ସିଟିର ୨୫ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ଅଗ୍ରଣୀ ମଡେଲ ହୋଣ୍ଡା ସିଟି ଭାରତ ବଜାରରେ ସଫଳତାର ସହ ୨୫ବର୍ଷ ପୂରଣ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ୨୫ ବର୍ଷର ପୂର୍ତ୍ତି...

କଟକରେ ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଷ୍ଟୋର

କଟକ,୮ା୧୦ଚଳିତ ବର୍ଷର ପାର୍ବଣ ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର କଟକ ସହର(କଟକ)ରେ ଶୁଭାରମ୍ଭ କରାଯାଇଛି। ବିଶେଷକରି କଟକବାସୀଙ୍କ ପାଇଁ ଆମର ଆକର୍ଷଣୀୟ ଏବଂ ମନଲୋଭା ଡିଜାଇନର ସମ୍ଭାରକୁ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଆଣିଥିବାରୁ...

‘ଇ-ମୁଦ୍ରା’ ପ୍ରଚଳନ କରିବ ଆର୍‌ବିଆଇ

ନୂଆଦିଲ୍ଲୀ,୮।୧୦: ଭାରତରେ ଖୁବ୍‌ଶୀଘ୍ର ଡିଜିଟାଲ କରେନ୍ସି ବା ଇ-ରୁପିର ଶୁଭାରମ୍ଭ (ବ୍ୟବହାର) ହେବାକୁ ଯାଉଛି। ଏ ନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଖୁବ୍‌ଶୀଘ୍ର ଭାରତରେ ଡିଜିଟାଲ ଟଙ୍କା...

ହିରୋର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟରର ଲଞ୍ଚ: ଜାଣନ୍ତୁ ମୂଲ୍ୟ, ଫିଚର ଏଭଳି…

ନୂଆଦିଲ୍ଲୀ,୭।୧୦:ଦେଶରେ କ୍ରମାଗତ ଭାବେ ବୈଦ୍ୟୁତିକ ଯାନ ଲାଗି କ୍ରେଜ୍‌ ବୃଦ୍ଧି ପାଉଛି। ଏଥିନେଇ ଯାନବାହନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଗୋଟିଏ ପରେ ଗୋଟିଏ ବୈଦ୍ୟୁତିକ ଯାନକୁ ଭାରତୀୟ ବଜାରରେ ଲଞ୍ଚ କରୁଛନ୍ତି। ଏହି କ୍ରମରେ ଏବେ କିମ୍ବଦନ୍ତୀ ଦୁଇ ଚକିଆ ନିର୍ମାତା...

ଜିଓର ଟ୍ରୁ-୫ଜି,ବିଟା ପରୀକ୍ଷଣ ସେବା ଆରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହୋଇଯାଇଛି। ଉକ୍ତ ସେବା ଦେଶର ପ୍ରମୁଖ ୪ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣସୀରେ ଆରମ୍ଭ ହୋଇଛି। ଏହି ସେବା...

ଏୟାରଟେଲ୍‌ ୫ଜି ପ୍ଲସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ର ଉନ୍ମୋଚନ କରାଯାଇଛି। ଏପରିକି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଓ ବାରାଣସୀ ଭଳି ସହରର ଗ୍ରାହକମାନେ ପର୍ଯ୍ୟାୟକ୍ରମେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାଗୁଡ଼ିକୁ ଉପଭୋଗ କରିପାରିବେ ା...

ଖୁସି ଖବର! ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଏସ୍‌ଏନ୍‌ଏଲ୍‌ର ୪ଜି ଏବଂ ୫ଜି ସେବା

ନୂଆଦିଲ୍ଲୀ,୬।୧୦: ଦେଶରେ ଲଞ୍ଚ ହୋଇ ସାରିଛି ୫ଜି ସେବା। ଏୟାରଟେଲ ଏବଂ ଜିଓ ପକ୍ଷରୁ କିଛି ସହରରେ ଏହି ସେବା ଦିଆଯାଉଛି। ଆସନ୍ତା ବର୍ଷ ମଧ୍ୟରେ ଭାରତର ଅଧିକାଂଶ କ୍ଷେତ୍ରରେ ଏହି ସେବା ମିଳିବ ବୋଲି କମ୍ପାନୀଗୁଡ଼ିକ ଦାବି କରୁଛନ୍ତି।...

ଦଶହରାରେ ୫ଜି ଲଞ୍ଚ କରିବ ଜିଓ: ଏସବୁ ସହରର ବ୍ୟବହାରକାରୀଙ୍କୁ ସୁବିଧା, ଦେଉଛି ଓ୍ବେଲକମ୍‌ ଅଫର

ନୂଆଦିଲ୍ଲୀ,୪।୧୦: ଏୟାରଟେଲ ପରେ ଏବେ ୫ଜି ସେବା ନେଇ ଘୋଷଣା କରିଛି ଜିଓ। ଏହି ସେବା ଦଶହରାରେ ଦେଶରେ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୪ଟି ସହରରେ ସେବା ଯୋଗାଇ ଦେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀର...

ହ୍ବାଟସଆପରେ ସ୍କ୍ରିନ୍‌ଶଟ ମନା…

ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ ଗୁଡିକର ସ୍କ୍ରିନ୍‌ଶଟ ନିଆଯାଇପାରିବ ନାହିଁ। ଏହି ବୈଶିଷ୍ଟ୍ୟ ପରେ, ବର୍ତ୍ତମାନ ବ୍ୟବହାରକାରୀଙ୍କ ଚାଟ...

ଶସ୍ତା ଲାପଟପ୍‌ ଲଞ୍ଚ କଲା ଜିଓ: ଜାଣନ୍ତୁ ଦାମ, ବୈଶିଷ୍ଟ୍ୟ…

ନୂଆଦିଲ୍ଲୀ,୪।୧୦: ଗ୍ରାହକଙ୍କ ପ୍ରତିକ୍ଷାର ଅନ୍ତ। ଜିଓ ପକ୍ଷରୁ ଏହାର ଲାପଟପ୍‌କୁ ଲଞ୍ଚ କରାଯାଇଛି। କମ୍ପାନୀ ଏହାକୁ ସୁଲଭ ମୂଲ୍ୟରେ ଲଞ୍ଚ କରିଛି। ଜେଇଏମ୍‌(ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ) ଓ୍ବେବ୍‌ସାଇଟ୍‌ରୁ ଏହି ଜିଓ ବୁକ୍‌କୁ କିଣିହେବ। ହେଲେ ଅନ୍ୟ କୌଣସି ଇ-କମର୍ସ ପ୍ଲାଟଫର୍ମରେ...

ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ଷ୍ଟିଲ୍‌ଥ ୨.୦ର ବଜାର ପ୍ରବେଶ

ନୂଆଦିଲ୍ଲୀ,୪।୧୦: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ସଂସ୍କରଣର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ଷ୍ଟିଲ୍‌ଥ ୨.୦ର ବଜାର ପ୍ରବେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri