ବାଣିଜ୍ୟ

ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ବଣ ଅଫର

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୪୯ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରି କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର...

ସେନ୍‌ସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧।୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ୟୁଏସ୍‌ ଫେଡ୍‌ର କ୍ରମାଗତ ସୁଧ ବୃଦ୍ଧି ଭଳି ଘଟଣା ଯୋଗୁ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ରହିବା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଥିଲା। ଏପରିକି ଲଗାତର ୬ଷ୍ଠ ଦିନ ପରେ ୭ମ...

‘ଓଡ଼ିଶାରେ ୨.୫ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର,୧।୧୦: ଗତ କିଛି ବର୍ଷ ହେବ ଯୁବବର୍ଗ ଆଉ ବିଦେଶ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ବଦଳରେ ନିଜ ଅଞ୍ଚଳରେ କିଛି କରିବା ସହ ସ୍ଥାନୀୟ ଉତ୍ସାହୀ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ...

ସାଓମିର ୫,୫୫୧ କୋଟି ଜବତକୁ ଫରେକ୍ସ ଅନୁମୋଦନ

ନୂଆଦିଲ୍ଲୀ,୧।୧୦: ଚାଇନା ଫୋନ୍‌ ଉତ୍ପାଦନକାରୀ କମ୍ପାନୀ ସାଓମି ଟେକ୍‌ନୋଲୋଜି ଇଣ୍ଡିଆ ପ୍ରା. ଲିଃ ବେଆଇନ ଭାବେ ବିଦେଶକୁ ପଠାଉଥିବା ୫,୫୫୧ କୋଟି ଟଙ୍କାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଏପ୍ରିଲରେ ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହା ଦେଶରେ ସବୁଠୁ...

ବଢିଲା ରେପୋ ରେଟ୍‌: ଋଣ ନେବା ହେବ ମହଙ୍ଗା

ନୂଆଦିଲ୍ଲୀ,୩୦।୯: କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ରିର୍ଜଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆରବିଆଇ)। ରେପୋ ରେପୋ ରେଟ୍‌ ୫୦ ଆଧାର ପଏଣ୍ଟକୁ ବୃଦ୍ଧି ପାଇ ୫.୪୦ ପ୍ରତିଶତରୁ ୫.୯୦ ପ୍ରତିଶତକୁ ବୃଦ୍ଧି ପାଇଛି।...

ଟିକେଏମ୍‌ ପକ୍ଷରୁ ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୩୦।୯:ଚଳିତ ମାସ ଆରମ୍ଭରେ ଅର୍ବାନ କ୍ରୁଇଜର ହାଇରାଡରର ଶ୍ରେଷ୍ଠ ଚାରି ଶ୍ରେଣୀର ମୂଲ୍ୟ ଘୋଷଣା କରିବା ପରେ ଦେଶର ପ୍ରମୁଖ ଚାରିଚକିଆ ଯାନ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ନିକଟରେ ମୂଲ୍ୟ ଘୋଷଣା ହୋଇଯାଇଛି। ବିଶେଷକରି କମ୍ପାନୀର ଅର୍ବାନ...

କ୍ୟାରେଟ୍‌ଲେନ୍‌ର ନୂତନ କଲେକ୍ସନ ‘ମୋଗ୍ରା’ ଉନ୍ମୋଚିତ

ଭୁବନେଶ୍ୱର,୩୦।୯:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କ୍ୟାରେଟ୍‌ଲେନ୍‌ ପକ୍ଷରୁ ଗୁରୁବାର ବ୍ରାଣ୍ଡର ନୂଆ କଲେକ୍ସନ ‘ମୋଗ୍ରା’ର ଉନ୍ମୋଚନ କରାଯାଇଛି। ‘ମୋଗ୍ରା’କୁ ହୀରା ଏବଂ ପ୍ରଥମ ଥର ପାଇଁ ରାଇସ୍‌ ୱାଟର ପର୍ଲରେ ପ୍ରସ୍ତୁତ କରାଯାଇଛି। ମାଇକ୍ରୋ-ସେଟିଂ ଟେକ୍‌ନିକ୍‌କୁ ବ୍ୟବହାର କରାଯାଇଛି। ଏପରିକି...

ଖସୁଛି ଶେୟାର ବଜାର କାରବାର

ନୂଆଦିଲ୍ଲୀ,୩୦।୯:କ୍ରମାଗତ ୭ମ ଦିନ ହେବ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟଦିବସର ଫଳାଫଳ ଅନୁସାରେ ଦଲାଲ ଷ୍ଟ୍ରିଟ୍‌ର କାରବାର ମଧ୍ୟ ହ୍ରାସ ପାଇଛି। ଫଳରେ ଶେୟାର...

ସୋନି ଇଣ୍ଡିଆ ପକ୍ଷରୁ ପାର୍ବଣ ଅଫର

ନୂଆଦିଲ୍ଲୀ,୩୦।୯:ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ସୋନି ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋନି ଇଣ୍ଡିଆର ଟିଭି, ହୋମ୍‌ ଥିଏଟର, ସାଉଣ୍ଡବାର୍‌, କ୍ୟାମେରା ଏବଂ ଲେନ୍ସଗୁଡିକ ଉପରେ କିଛି ସ୍ବତନ୍ତ୍ର ଅଫର ମଧ୍ୟ ରହିଛି। ଚଳିତ...

ଟାଇମ୍‌ ୧୦୦ ନେକ୍ସଟ୍‌ ତାଲିକାରେ ଆକାଶ

ନୂଆଦିଲ୍ଲୀ,୩୦।୯:ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀଙ୍କୁ ଏକ ସମ୍ମାନଜନକ ସ୍ବୀକୃତି ମିଳିଛି। ବିଶେଷକରି ଲୋକପ୍ରିୟ ଟାଇମ୍‌ ପତ୍ରିକା ପକ୍ଷରୁ ‘ଟାଇମ୍‌ ୧୦୦ ନେକ୍ସଟ’ ତାଲିକାରେ ଆକାଶଙ୍କୁ ‘ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି। ଏପରିକି ଆକାଶ ଅମ୍ବାନୀଙ୍କ ବିଷୟରେ ଟାଇମ୍‌ ପତ୍ରିକା...

କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ: ଗଡକରୀ

ନୂଆଦିଲ୍ଲୀ,୩୦।୯:ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ସଡ଼କ ସୁରକ୍ଷା ନିୟମାବଳୀର ଅବମନାନା ସାଙ୍ଗକୁ ସବୁ ବର୍ଗର ଗାଡିରେ ଅତ୍ୟାଧୁନିକ ସୁବିଧା ନ ଥିବାରୁ ସଡ଼କ...

ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…

ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri