ବାଣିଜ୍ୟ

ସେନ୍‌ସେକ୍ସରେ ୮୭୮ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୨୧ା୯: କ୍ରମାଗତ ୨ଦିନ ହେବ ଶେୟାର ବଜାରର ଫଳାଫଳ ଭଲ ରହିଛି। ଫଳରେ ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ କିଛି ପରିମାଣର ପୂର୍ବ କ୍ଷତିଭରଣା କରିବାରେ ସମର୍ଥ ହୋଇଛନ୍ତି। ଚଳିତ ସପ୍ତାହର ୨ମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଷ୍ଟକ୍‌ ବଜାରର...

ଭାରତରେ ବ୍ୟବସାୟ କରିପାରେ ରୁଷୀୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୧ା୯: ଭାରତୀୟ ମୁଦ୍ରା ରୁପି (ଟଙ୍କା) ଏବଂ ରୁଷିଆ ମୁଦ୍ରା ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବ୍‌ଶୀଘ୍ର ଆଶାୟୀ ବ୍ୟାଙ୍କଗୁଡିକୁ ମଞ୍ଜୁରୀ ଦେଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶେଷକରି...

ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର: ନବରାତ୍ରୀରେ ସରକାର ଦେଇପାରନ୍ତି ବଡ଼ ଭେଟି !

ନୂଆଦିଲ୍ଲୀ,୨୦।୯: ଆଗକୁ ଦୁର୍ଗାପୂଜା। ଏହା ପୂର୍ବରୁ ନବରାତ୍ରୀରେ କେନ୍ଦ୍ର ସରକାର ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଭେଟି ଦେବାକୁ ଯୋଜନା କରୁଛନ୍ତି। ପିଏଫ୍‌ ଖାତାରେ ଥିବା ଜମା ରାଶି ଉପରେ ୮.୧ ପ୍ରତିଶତ ସୁଧ ମିଳିପାରେ। ଇପିଏଫ୍‌ଓ ପକ୍ଷରୁ ଏହି ମାମଲାରେ ଆଧିକାରୀକ...

୫ଜି ଟେକ୍ନୋଲୋଜି ବିକାଶ କଲେ ଓଡ଼ିଆ ଉଦ୍ୟୋଗୀ

ଭୁବନେଶ୍ୱର,୨୦।୯: ବ୍ରିଟେନ୍‌ରେ ଅବସ୍ଥିତ ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଗୋଟିଏ ପରେ ଗୋଟିଏ ବୈପ୍ଳବିକ ସଫଳତା ସହ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି। ବ୍ରିଟେନ୍‌ ସିଲଭର୍‌ଷ୍ଟୋନ୍‌ ରେସିଂ ସର୍କିଟ୍‌ରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ମୋଟର୍‌ ରେସିଂର ଦର୍ଶକଙ୍କ ପାଇଁ ଅଭିଜ୍ଞ ସେନା...

ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ) ଭାବେ ମଧ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ଉକ୍ତ ସଫଳତାର ସଫଳ କାହାଣୀକୁ ସମସ୍ତଙ୍କ...

ଶ୍ରୀଦୁର୍ଗାରୁ ‘ଯେତେ କିଣିବେ ସେତେ ଜିତିବେ’

ଭୁବନେଶ୍ୱର,୨୦।୯: ରାଜ୍ୟର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଷ୍ଟୋର ‘ଶ୍ରୀଦୁର୍ଗା’ରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ଏକ ଅଭିନବ ଅଫର‘ଯେତେ କିଣିବେ ସେତେ ଜିତିବେ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଫାମିଲି ଷ୍ଟୋରରୁ ଗ୍ରାହକ ଯେତେ ସାମଗ୍ରୀ କ୍ରୟ...

ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଖିମ୍‌ଜୀ ଜୁଏଲର୍ସ ନିଜର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ...

ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଖଣି ସମ୍ମାନିତ

ଭୁବନେଶ୍ୱର,୨୦।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ଷ୍ଟିଲର କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣିକୁ ପରିବେଶ ଉପଯୋଗୀ କାର୍ଯ୍ୟକଳାପ ପାଇଁ ସମ୍ମାନିତ କରାଯାଇଛି। ବିଶେଷକରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଓଏସ୍‌ପିସିବି)ର ୩୯ତମ...

ଶସ୍ତ୍ର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୦।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଶସ୍ତ୍ର ବିଶ୍ୱବିଦ୍ୟାଳୟ’ର ୩୬ତମ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍‌....

ରାଜସ୍ବ ହରାଉଛନ୍ତି ସରକାର

ଭୁବନେଶ୍ୱର,୧୯।୯: ସାରା ଦେଶରେ ବ୍ୟବସାୟିକ କ୍ଷେତ୍ରରେ କମର୍ସିଆଲ ଗ୍ୟାସ୍‌ ପରିବର୍ତ୍ତେ ଘରୋଇ ଗ୍ୟାସ୍‌ର ବହୁଳ ବ୍ୟବହାର ଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିଭଳି ଉଭୟ ସରକାରଙ୍କ ସମ୍ପୃକ୍ତ ବିଭାଗର...

‘ବୀର୍‌’ ସ୍କିମ୍‌ ଆରମ୍ଭ କଲା ବଜାଜ ଆଲିଆଞ୍ଜ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ପକ୍ଷରୁ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ସେନା ବାହିନୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଅଭିଯାନ ‘ବୀର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ସେମାନଙ୍କ ପରିବାରର ଆର୍ଥିକ...

ଆଇଡିଏଫ୍‌ସି ଇଣ୍ଡେକ୍ସ ଫଣ୍ଡ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୧୯।୯: ଆଇଡିଏଫ୍‌ସି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ ଆଇଡିଏଫ୍‌ସି ନିଫ୍ଟି ୧୦୦ ଲୋ ଭୋଲାଟିଲିଟି ୩୦ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ନିଫ୍ଟି୧୦୦ ଲୋ ଭୋଲାଟିଲିଟି ୩୦ଇଣ୍ଡେକ୍ସକୁ ନକଲ କରୁଥିବା ଲାର୍ଜକ୍ୟାପ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri