ନୂଆଦିଲ୍ଲୀ,୪।୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସ (୧ଏପ୍ରିଲରୁ ଅଗଷ୍ଟ ୩୧) ମଧ୍ୟରେ ୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ୧୯.୭ ମିଲିୟନରୁ ଅଧିକ ଟିକସଦାତାଙ୍କୁ ଫେରସ୍ତ କରାଯାଇଥିବା ଶନିବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ କୁହାଯାଇଛି।...
ନୂଆଦିଲ୍ଲୀ, ୩।୯ : ଭାରତ ୨୦୨୯ ସୁଦ୍ଧା ପୃଥିବୀର ତୃତୀୟ ବୃହତ୍ ଅର୍ଥ ବ୍ୟବସ୍ଥାଭାବରେ ଉଭା ହୋଇପାରେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅର୍ଥନୈତିକ ଅନୁସନ୍ଧାନ ବିଭାଗର ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ...
ନୂଆଦିଲ୍ଲୀ,୩ା୯: ଦିନକୁ ଦିନ ଡିଜିଟାଲ ଋଣ ଠକେଇକୁ ନେଇ ଉଭୟ ସରକାର ଓ ସାଧାରଣ ନାଗରିକ ଚିନ୍ତାରେ ପଡ଼ିଛନ୍ତି। ଏପରିକି ଅନ୍ଲାଇନରେ ପ୍ରତିଦିନ ଲୋଭନୀୟ ଅଫର ଛାଡ଼ି ସୋସିଆଲ ମିଡିଆର ଗ୍ରାହକଙ୍କୁ ସବୁ ବର୍ଗର ସଂସ୍ଥା ଶୋଷଣ କରୁଛନ୍ତି। ଏପରିକି...
Archives
Model This Week
ପିଲାଙ୍କ ଧରିତ୍ରୀ