ବାଣିଜ୍ୟ

ହୋଣ୍ଡାର ନୂଆ ସାଇନ୍‌ ସେଲିବ୍ରେସନ୍‌ ଏଡିଶନ

ନୂଆଦିଲ୍ଲୀ,୨୬।୮:ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇଏଲ୍‌)ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ସାଇନ୍‌ ସେଲିବ୍ରେସନ୍‌ ଏଡିଶନକୁ ନିକଟରେ ଉନ୍ମୋଚନ କରାଯାଇଛି। କମ୍ପାନୀର ଉକ୍ତ ମଡେଲ ଉନ୍ମୋଚନ ହେବା ପରଠାରୁ ନିଜର ଅତୁଳନୀୟ ମାନ ଓ ପ୍ରଦର୍ଶନ ପାଇଁ...

ବିଏସ୍‌ସିଏଲ୍‌ ନିର୍ଦ୍ଦେଶକଙ୍କୁ ଭେଟିଲେ ଜର୍ମାନୀ କନ୍‌ସୁଲେଟ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜର୍ମାନୀ କନ୍‌ସୁଲେଟ୍‌ ଜେନେରାଲ୍‌ ମନଫ୍ରେଡ୍‌ ଆଷ୍ଟର ବୁଧବାର ବିଏସ୍‌ସିଏଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଏବଂ ଓଡ଼ିଶା ସରକାରଙ୍କ ସହିତ ଜର୍ମାନୀର ସମ୍ଭାବ୍ୟ ସହଯୋଗ ଓ ସହଭାଗିତା ଉପରେ...

ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ,୨୫।୮: ଭାରତର ସମସ୍ତ ଜାତୀୟ ରାଜପଥ (ଏନ୍‌ଏଚ୍‌) ରୁ ଟୋଲ୍‌ ପ୍ଲାଜା ହଟାଇବାକୁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଛନ୍ତି। ଏପରିକି ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର (ଏନ୍‌ପିଆର୍‌) କ୍ୟାମେରା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ଲଗାଯିବ।...

ସିଫା ସହ ସୋଆର ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର,୨୫।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ରେଶ୍‌ୱାଟର ଆକ୍ୱାକଲଚର (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ହର୍ବାଲ ବାୟୋମେଡିସିନ୍ସ, ନାନୋଟେକ୍ନୋଲୋଜି,...

ପ୍ରମୋଦ ଭଗତ ପାଇବେ ଭାରତ ଗୌରବ ସମ୍ମାନ

କଟକ ଅଫିସ,୨୫ା୮: ଚଳିତ ଗଣେଶ ପୂଜା ଅବସରରେ ଜୟ ଭାରତ ଫାଉଣ୍ଡେଶନର ୨୩ତମ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ନେଇ...

ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ୍‌ ସେଣ୍ଟର

ଚୌଦ୍ୱାର,୨୫ା୮(ଡି.ଏନ୍‌.ଏ): ଦେଶର ପ୍ରମୁଖ ଟାୟାର ଉତ୍ପାଦକ ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ କଜଳକଣା ଗଡ଼ା ନିକଟରେ ଜେକେ ଟାୟାରର ନୂତନ ଟ୍ରକ୍‌ ହୁଇଲ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ପୂର୍ବ ଭାରତରେ କମ୍ପାନୀର ଟ୍ରକ୍‌ ହୁଇଲ ନେଟ୍‌ୱର୍କ...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଫିକି ପ୍ରତିନିଧି ଦଳ

ଲକ୍ଷ୍ନୌ, ୨୫।୮: ଫିକିର ସଭାପତି ସଞ୍ଜୀବ ମେହେଟ୍ଟା ଏବଂ ବରିଷ୍ଠ ଉପସଭାପତି ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ନୌରେ ଭେଟିଥିଲେ। ଏପରିକି ଭାରତର ବୃହତ୍ତମ ରାଜ୍ୟର ଅପାର ସମ୍ଭାବନାକୁ ଆଲୋକିତ...

ବିଓବି ପକ୍ଷରୁ ବରୋଦା ତ୍ରିରଙ୍ଗା ଜମା ଯୋଜନା

ଭୁବନେଶ୍ୱର,୨୫।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଉଚ୍ଚ ସୁଧ ହାର ପ୍ରଦାନ କରୁଥିବା ଏକ ସ୍ବତନ୍ତ୍ର ସ୍ଥିର ଜମା ଉତ୍ପାଦ ‘ବରୋଦା ତ୍ରିରଙ୍ଗା ଜମା ଯୋଜନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବରୋଦା ତିରଙ୍ଗା ଜମା ୨ଟି ଅବଧିରେ ଉପଲବ୍ଧ...

ଦେଶର ୨ୟ ବୃହତ୍‌ ଉଦ୍ୟୋଗ ଆଦାନୀ ସମୂହ

ନୂଆଦିଲ୍ଲୀ,୨୫।୮: ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମଗ୍ର ବିଶ୍ୱର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରିକି ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାନୀ ମଧ୍ୟ ଗୋଟିଏ ପରେ ଗୋଟିଏ କମ୍ପାନୀ...

ଜୟପୁରରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍‌

ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବୁଧବାର କୋରାପୁଟ ଜିଲାର ଜୟପୁର ବେଲ୍‌ ରୋଡ୍‌ ସ୍ଥିତ ଗାୟତ୍ରୀ ଫର୍ନିଚର ଆନୁକୂଲ୍ୟରେ...

ମହଙ୍ଗା ହେବ ରିଟେଲ ଚାଉଳ ଦର

ନୂଆଦିଲ୍ଲୀ,୨୫।୮: ଗହମ ପରେ ଏବେ ଚାଉଳ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଗତ ବର୍ଷର ସମାନ ଅବଧି ତୁଳନାରେ ଚାଉଳର ଅଲ ଇଣ୍ଡିଆ ଆଭରେଜ ରିଟେଲ ମୂଲ୍ୟରେ ୬.୩୧% ମୂଲ୍ୟ ବୃଦ୍ଧି...

ଆଜିଠାରୁ ୪ଦିନିଆ ‘ପ୍ରୋପ୍ୟାକ୍‌ ଓଡ଼ିଶା’

ଭୁବନେଶ୍ୱର,୨୫।୮: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ‘ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌’ (ଓସ୍‌ମି) ପକ୍ଷରୁ ଏକ ୪ ଦିନିଆ ପ୍ରଦର୍ଶନୀ ଓ କର୍ମଶାଳାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋପ୍ୟାକ୍‌ ଓଡ଼ିଶା-୨୦୨୨’ର ଆୟୋଜନ କରାଯାଉଛି। ଚଳିତ ମାସ ୨୫ ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri