ବାଣିଜ୍ୟ

କାଜଲ ଅଗ୍ରୱାଲ ମୋବିଲାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ

ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ ଅଧିକ ମଜଭୁତ କରିବା, ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଓ ଅଧିକରୁ ଅଧିକ ଗ୍ରାହକଙ୍କ...

ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୩ା୮: ଜୁଲାଇରେ ଭାରତର ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିଭଳି ରପ୍ତାନିରେ କ୍ରମାଗତ ହ୍ରାସ ଏବଂ ବିକଶିତ ଅର୍ଥନୀତିରେ ବିମୁଦ୍ରୀକରଣର ଧାରା ଓ ବାଣିଜ୍ୟ ଦ୍ରବ୍ୟର ବୃଦ୍ଧି ଘଟାଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ,...

ଓଏମ୍‌ସିରେ ନିରାପତ୍ତା ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୩ା୮: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ସେଫ୍ଟି କନ୍‌କ୍ଲେଭ-୨୨’ ଶୀର୍ଷକ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଗମର ଅଧ୍ୟକ୍ଷ ଡି. କେ. ସିଂହ ଓ ଏମ୍‌ଡି ବଲ୍‌ୱନ୍ତ ସିଂହ ସମ୍ମାନିତ...

୫ଜି ନେଟ୍‌ୱର୍କ ପ୍ରଚଳନ ପାଇଁ ପ୍ରସ୍ତୁତ ହେଉଛି ଜିଓ

ମୁମ୍ବାଇ,୩ା୮: ଦେଶର ସର୍ବବୃହତ୍‌ ଟେଲିକମ୍‌ ସେବା ବା ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ଜିଓ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଦ୍ୱାରା ପରିଚାଳିତ ୫ଜି ନିଲାମରେ ଭାଗନେଇ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ...

ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ

ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ୨ୟ ଦିନରେ ପାରମ୍ପରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ, ଜନସ୍ବାସ୍ଥ୍ୟ ଏବଂ ଶିଳ୍ପ ଦୃଷ୍ଟିକୋଣ...

ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ...

‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’

ନୂଆଦିଲ୍ଲୀ,୨।୮ ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନ ‘ପତଞ୍ଜଳି ଅନୁସନ୍ଧାନ ଫାଉଣ୍ଡେଶନ’ ହରିଦ୍ୱାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ତ୍ତମାନର ଚିକିତ୍ସା ବ୍ୟବସ୍ଥାକୁ ‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୪ ଦିନିଆ ଜାତୀୟ ସ୍ତରର କର୍ମଶାଳା ସୋମବାରଠାରୁ ଆରମ୍ଭ...

ମହାମାରୀ ସତ୍ତ୍ୱେ ଏଫ୍‌ଡିଆଇ ଦେଶରେ ଆକର୍ଷିତ କରିଛି: ୫ ରାଜ୍ୟକୁ ସର୍ବାଧିକ

ନୂଆଦିଲ୍ଲୀ,୨୯।୭ ଭାରତର ଉତ୍ପାଦନ ସେକ୍ଟର ୨୦୨୧-୨୨ ଆର୍ଥିକ ବର୍ଷରେ ୨୧.୩୪ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିଛି। ଏହା ପୂର୍ବବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ରେ...

ଫ୍ଲାଗ୍‌ କୋଡ୍‌ ସଂଶୋଧନ ସୁଦୂରପ୍ରସାରୀ : ନବୀନ

ଭୁବନେଶ୍ୱର,୨୬।୭: ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତ୍ରିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର ନିକଟରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ଫ୍ଲାଗ୍‌ କୋଡ୍‌ ଅଫ୍‌ ଇଣ୍ଡିଆର ସଂଶୋଧନକୁ ନବୀନ ଜିନ୍ଦଲ ସ୍ବାଗତ କରିବା ସହ ବର୍ତ୍ତମାନ ଏହାକୁ ନିଜ...

୩୦୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୬।୭: ଗତ କିଛି ମାସ ହେବ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାରଣ ଯୋଗୁ ଭାରତୀୟ ଶେୟାର ବଜାରର କାରବାର ଉପର ତଳ ହେଉଛି। ଫଳରେ କେଉଁ ସପ୍ତାହରେ ବଜାର କାରବାର ଭଲ ରହୁଥିବା ବେଳେ ଆଉ କେଉଁ ସପ୍ତାହରେ...

ବିଲ ଗେଟ୍ସଙ୍କୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୧।୭: ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି। ଏହି କ୍ରମରେ ସେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ପଛରେ ପକାଇଛନ୍ତି। ଏବେ କେବଳ ଏଲୋନ ମସ୍କ, ବର୍ନାଡ ଆନାଲ୍ଟ ଏବଂ ଜେଫ...

ବିମାନ କମ୍ପାନୀଙ୍କୁ ୨୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଲେ ଡିଜିସିଏ…

ନୂଆଦିଲ୍ଲୀ, ୧୯।୭ : ଉଡ଼ାଣ ସମୟରେ ବିମାନରେ ଘଟୁଥିବା ତ୍ରୁଟି କ୍ରମାଗତ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଡିଜିସିଏ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡିଜିସିଏ ଜୁଲାଇ ୨୮ ପର୍ଯ୍ୟନ୍ତ ସମସ୍ତ ବିମାନ କମ୍ପାନୀକୁ ସମୟ ଦେଇଛି । ପ୍ରତ୍ୟେକ ବିମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri